ଅନ୍ତର୍ଜାତୀୟ

ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦରେ ମୋଦିଙ୍କ ଉଦ୍‌ବୋଧନ: କରୋନା ବିରୋଧୀ ଲଢ଼େଇ ଜନଆନ୍ଦୋଳନ ପାଲଟିଛି

ନୂଆଦିଲ୍ଲୀ,୧୭ା୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ଇସିଓଏସ୍‌ଓସି)କୁ ଉଦ୍‌ବୋଧନ ଦେବା ଅବସରରେ ଅନ୍ତର୍ଜାତୀୟ ସଂଗଠନରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ସଦ୍‌ଭାବନା, ସାମାଜିକ-ଅର୍ଥନୈତିକ ସମାନତାରେ ଉନ୍ନତି, ପ୍ରାକୃତିକ ସନ୍ତୁଳନର…

କରୋନା କବଳରେ ଦେଶର ୯୮ ପ୍ରତିଶତ ଅଞ୍ଚଳ: ରିପୋର୍ଟ

ଲଣ୍ଡନ/ଓ୍ବାଶିଂଟନ,୧୭।୭: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି। ସେହିପରି ଦେଶରେ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ମଧ୍ୟ ୨୫ ହଜାର ପାର କରି…

ପାପୁଆ ନ୍ୟୁ ଗିନିରେ ଭୂକମ୍ପ ଝଟ୍‌କା ଅନୁଭୂତ

ପୋର୍ଟ ମୋର୍ସି,୧୭।୭: ପାପୁଆ ନ୍ୟୁ ଗିନିର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପାପୁଆ ନ୍ୟୁ ଗିନିର ଉତ୍ତର-ଉତ୍ତର-ପଶ୍ଚିମ ପପୋନାଡେଟାରେ ହୋଇଥିବା ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ୮୦ କିଲୋମିଟର ଦୂରରେ ରହିଥିଲା…

ଇତିହାସରେ ପ୍ରଥମ, ଏମିତି କରି ଦେଖାଇଲା ନାସା

ନ୍ୟୁୟର୍କ,୧୭।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ମିଳିତ ଭାବରେ ଏକ ସୋଲାର ଅର୍ବିଟର ପଠାଇଥିଲେ। ଯାହା ସୂର୍ଯ୍ୟଙ୍କ ଅତି ନିକଟରୁ ଫଟୋ ଉଠାଇଛି। ପ୍ରଥମଥର ପାଇଁ ସୂର୍ଯ୍ୟଙ୍କ ଏହା ଅତି ନିକଟତମ ଫଟୋ ବୋଲି ନାସା…

ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା

ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ ଆମେରିକାର ଲୋଓ୍ବା ବିଶ୍ୱବିଦ୍ୟାଳୟର କାର୍ଭର ମେଡ଼ିସିନ୍‌ କଲେଜରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି। ମଣିଷ…

ଭାରତର ଜନସଂଖ୍ୟା କମିଯିବ ୨୬ କୋଟି

ଓ୍ବାଶିଂଟନ, ୧୬।୭: ଆଗାମୀ ୨୧୦୦ ବେଳକୁ ଭାରତର ଜନସଂଖ୍ୟା ୩୨ ପ୍ରତିଶତ କମିଯିବ। ଏନେଇ ଲାସେଣ୍ଟ୍‌ ପ୍ରତିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୪୮ ବେଳକୁ ଭାରତର ଜନସଂଖ୍ୟା ୧୬୦ କୋଟିରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ପରବର୍ତ୍ତୀ ସମୟରେ ଏହା…

ବିଲ୍‌ ଗେଟସ୍‌-ଜେଫ୍‌ ବେଜୋସ୍‌-ଏଲନ ମସ୍କ୍‌ଙ୍କ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌

ଓ୍ବାଶିଂଟନ, ୧୬।୭: ବିଲ୍‌ ଗେଟସ୍‌,ଜେଫ୍‌ ବେଜୋସ୍‌ ଏବଂ ଏଲନ ମସ୍କ୍‌ଙ୍କ ସମେତ ବହୁ ଶିଳ୍ପପତି ତଥା ରାଜନେତାଙ୍କ ଟୁଇଟର ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଛି। ଏହାକୁ କିଙ୍ଗ୍‌ ବିଟ୍‌କ୍ୱାଇନ୍‌ ସ୍କାମ୍‌ କୁହାଯାଉଛି। ଏସବୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଏହା ସହାୟତାରେ…

ଜବାବୀ କାର୍ଯ୍ୟାନୁଷ୍ଠାନ ନେବ ଚାଇନା

ବେଜିଂ,୧୬ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏହି ପଦକ୍ଷେପ ପରେ ବୁଧବାର ଚାଇନା ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍‌ କହିଛନ୍ତି, ଆମେରିକା ଏହାକୁ କାର୍ଯ୍ୟକାରୀ କରିବା ଅନୁଚିତ। ନିଜ ଭୁଲ୍‌କୁ ସୁଧାରିବା…

ହଂକଂକୁ ସ୍ବତନ୍ତ୍ର ସୁବିଧା ବାତିଲ

ଓ୍ବାଶିଂଟନ,୧୬ା୭(ପି.ଟି.): ହଂକଂରେ ଚାଇନା ନୂଆ ଆଇନ ଲାଗୁ କରିବା ପରେ ଏବେ ଆମେରିକା ଏହି ସହରର ସ୍ବତନ୍ତ୍ର ମାନ୍ୟତାକୁ ଶେଷ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ହଂକଂ ସ୍ବାୟତ୍ତତା ଆଇନରେ ସ୍ବାକ୍ଷର କରିଛନ୍ତି। ଏହାସହ ହଂକଂକୁ ଆମେରିକାଠାରୁ ଅଗ୍ରାଧିକାର…

ଚାଇନାରୁ ଆମେରିକାରେ ପହଞ୍ଚିଲା ଏହି ରୋଗ, ଚିନ୍ତାରେ ବୈଜ୍ଞାନିକ

ନ୍ୟୁୟର୍କ,୧୫।୭:ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏବେ ଚାଇନାରୁ ଆଉ ଏକ ରୋଗ ଆମେରିକା ମୁହାଁ ହୋଇଛି। ଆମେରିକାର କୋଲୋରାଡୋ ଏକ ଗୁଣ୍ଡୁଚି ମୂଷା ବ୍ୟୁବୋନିକ୍‌ ପ୍ଲେଗ୍‌ ରୋଗରେ ସଂକ୍ରମିତ ହୋଇଥିବା ଜଣାପଡିଛି। କରୋନା…

ଖୁସି ଖବର: କରୋନା ଟୀକା ପ୍ରସ୍ତୁତିରେ ଆମେରିକାକୁ ସଫଳତା

ଓ୍ବାଶିଂଟନ, ୧୫।୭: ଆମେରିକାରୁ ଖୁସି ଖବର ମିଳିଛି। କରୋନା ସଂକ୍ରମଣ ରୋକିବା ପାଇଁ ଆମେରିକା ଟୀକା ପ୍ରସ୍ତୁତିରେ ସଫଳତା ହାସଲ କରିଛି। ଏହାର ପ୍ରୟୋଗ ମନୁଷ୍ୟଙ୍କଠାରେ କରାଗଲେ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଉଥିବା କୁହାଯାଉଛି। ଆମେରିକା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌…

ଭାରତରେ ଅପପୁଷ୍ଟି କମୁଛି

ଜାତିସଂଘ,୧୫ା୭: ଭାରତରେ ୧୦ ବର୍ଷ ମଧ୍ୟରେ ଅପପୁଷ୍ଟିରେ ପୀଡ଼ିତଙ୍କ ସଂଖ୍ୟା ୬ କୋଟି ହ୍ରାସ ପାଇଛି। ଅନ୍ୟପକ୍ଷରେ ବୟସ୍କଙ୍କଠାରେ ମେଦବହୁଳତା ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ବିଶ୍ୱରେ ଖାଦ୍ୟ ନିରାପତ୍ତା ଓ ପୋଷଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri