ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ହଟିବ

ଜେନେଭା, ୧।୧୦: ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ପୃଥିବୀରୁ ହଟିପାରିବ। ଏନେଇ କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଜାତିସଂଘର ଜୈବ ବିବିଧତା ଶିଖର ସମ୍ମିଳନୀରେ ଯୋଗଦେଇ ମତପୋଷଣ କରିଛନ୍ତି। ମଣିଷ ନିଜ ସୁବିଧା ପାଇଁ ପ୍ରାକୃତିକ ପରିବେଶକୁ ନଷ୍ଟ କରିଚାଲିଛି। ଫଳରେ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଭାରତ ସବୁବେଳେ ପ୍ରକୃତି ସହିତ ସାମଞ୍ଜସ୍ୟ ସୃଷ୍ଟି ଲାଗି ଉଦ୍ୟମ ଅବ୍ୟାହତ ରଖିଛି। ଏହା ଭାରତୀୟ ସଂସ୍କୃତି ସହିତ ନିବିଡ଼ ଭାବେ ଜଡ଼ିତ ହୋଇ ରହିଛି। ପ୍ରକୃତିକୁ ନଷ୍ଟ କଲେ କିଭଳି ସ୍ଥିତି ଉତ୍ପନ୍ନ ହେବ ତାହା କରୋନା ମହାମାରୀ ସଂକ୍ରମଣ ଏକ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି। ଏହା ଆଗାମୀ ଦିନରେ ଦେଖାଦେବାକୁ ଥିବା ଗୁରୁତର ସମସ୍ୟାର ଏକ ସଙ୍କେତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ଶିଖର ସମ୍ମିଳନୀରେ ୧୫୦ ଦେଶର ପ୍ରତିନିଧି ଯୋଗଦେଇ ଜୈବ ବିବିଧତା ଉପରେ ନିଜର ମତ ପୋଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରତନ ଲାଲ୍‌ଙ୍କୁ ମିଳିଲା ବିଶ୍ୱ ଖାଦ୍ୟ ପୁରସ୍କାର ସମ୍ମାନ

ଓ୍ବାଶିଂଟନ୍‌,୧୨।୬: ଭାରତୀୟ ମୂଳର ମୃତ୍ତିକା ବୈଜ୍ଞାନିକ ରତନ ଲାଲଙ୍କୁ ଚଳିତବର୍ଷ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଗୁରୁବାର ଏହି ଘୋଷଣା...

ସିଗାରେଟ୍‌ ଉପରେ ଲେଖାହେବ ଏହି ଖାସ୍‌ ମେସେଜ୍‌

ଓଟଓ୍ବା,୨।୮: ଦେଶବାସୀଙ୍କୁ ଧୂମପାନରୁ ନିବୃତ୍ତ କରିବା ଦିଗରେ କାନାଡା ସରକାର ଏକ ପଦକ୍ଷେପ ନେଇଛନ୍ତି। ଦୁଇ ମାସ ପୂର୍ବେ ସରକାର ଘୋଷଣା କରିଥିଲେ ଯେ, ଦେଶରେ...

ଆତ୍ମଘାତୀ ବମ୍ବରଙ୍କୁ ରକେଟ୍‌ ମାଡ଼ କଲା ଆମେରିକା

ଓ୍ବାଶିଂଟନ,୨୯।୮: କାବୁଲ ବିମାନ ବନ୍ଦରରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଚକ୍ରାନ୍ତରେ ଥିଲା ଇସ୍ଲାମିକ ଷ୍ଟେଟ୍‌- ଖାରସାନ (ଆଇଏସ୍‌-କେ)। ହେଲେ ଏହାକୁ ପଣ୍ଡ କରି...

କ୍ୟାଟଓ୍ବାକ୍‌ରେ ଚାଲିବା ବେଳେ ମଡେଲଙ୍କ ମୃତ୍ୟୁ

ସାଓ ପାଉଲୋ,୨୮।୪: ସାଓ ପାଉଲୋ ଫ୍ୟାଶନ୍‌ ଓ୍ବିକ୍‌ରେ ଭାଗ ନେଇଥିବା ଜଣେ ବ୍ରାଜିଲିୟନ୍‌ ମଡେଲ କ୍ୟାଟ୍‌ଓ୍ବାକ୍‌ରେ ଚାଲିବା ସମୟରେ ହଠାତ୍‌ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ୍‌...

କୃଷକଙ୍କ ୧୦୨ ପିଲା, ୫୬୮ ନାତୁଣୀନାତି

କାମପାଲ, ୨୮।୧୨: ଛୋଟ ପରିବାର ସୁଖୀ ପରିବାର। ପରିବାର ଯେତେ ଛୋଟ ମୁରବିଙ୍କ ପାଇଁ ଘର ଚଳାଇବା ସେତେ ସହଜ। କ୍ଷୁଦ୍ର ପରିବାରରେ ଖାଦ୍ୟ, ବସ୍ତ୍ର...

ଚାଇନାରେ ଭୂକମ୍ପ: ଭାଙ୍ଗିଲା ଅନେକ କୋଠା

ବେଜିଂ,୬।୮: ଚାଇନାର ଶାନଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୁଆନ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ...

ପାକିସ୍ତାନରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ୯ ମୃତ, ୫୦ ଆହତ…

ଇସଲାମାବାଦ,୧୧।୭ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା (କେପି) ପ୍ରଦେଶର କୁରାମ ଜିଲାରେ ଜମି ବିବାଦ ଯୋଗୁଁ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି...

ସିଞ୍ଜୋ ଆବେଙ୍କୁ ବଞ୍ଚାଇବା ପାଇଁ କରାଯାଉଛି ଶତଚେଷ୍ଟା: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୮।୭: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଗୁଳିମାଡ ଘଟଣାକୁ ନେଇ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ସିଞ୍ଜୋ...

Advertisement
Archives

Model This Week