ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ
ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ ବାହାର କରିଛନ୍ତି। ମହିଳା ଜଣକ ମୁହଁ ଖୋଲା କରି ଶୋଇଥିବା ସମୟରେ ସାପ ତାଙ୍କ…
ସିଙ୍ଗାପୁରରେ ପ୍ରଥମ ବିରୋଧୀ ଦଳ ନେତା ହେଲେ ଭାରତୀୟ ବଂଶୋଦ୍ଭବ
ସିଙ୍ଗାପୁର, ୧।୯(ପି.ଟି.): ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ରାଜନେତା ପ୍ରୀତମ ସିଂ ଇତିହାସ ରଚିଛନ୍ତି। ସେ ଦେଶର ପ୍ରଥମ ବିରୋଧୀ ଦଳ ନେତା ହୋଇଛନ୍ତି। ସୋମବାର ପାର୍ଲାମେଣ୍ଟ ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଜୁଲାଇ ୧୦ରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରୀତମ୍ଙ୍କ ଓ୍ବାର୍କର୍ସ…
ପାକିସ୍ତାନର ବନ୍ଧୁ କୁହାଯାଉଥିବା ତୁର୍କୀ ଦେଖାଇଲା ତା’ର ଅସଲ ରୂପ
ଅଙ୍କାରା,୩୧।୮: ପାକିସ୍ତାନ ସହ ବନ୍ଧୁତ୍ୱର ସମ୍ପର୍କ ଦେଖାଉଥିବା ତୁର୍କୀର ଅସଲ ଚେହେରା ଏବେ ପଦାକୁ ଆସିଛି। ଘଟଣା ହେଲା ତୁର୍କୀ ଏବେ ପାଖାପାଖି ୫୧ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶରୁ ବାହାର କରିଦେଇଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନାରୁ ଜଣାପଡିଛି କି ଏମାନେ…
ପୃଥିବୀ ମୁହାଁ ଜଳନ୍ତା ଗ୍ରହ: ଘଣ୍ଟା ପ୍ରତି ୨୯ ହଜାର କିମି ବେଗରେ ଆସୁଛି ମାଡ଼ି
ଓ୍ବାଶିଂଟନ, ୩୧।୮: କ୍ଷୁଦ୍ରଗ୍ରହ ୨୦୧୧ ଇଏସ୍-୪ ପୃଥିବୀ ମୁହାଁ ହୋଇଛି। ଏହା ସେପ୍ଟେମ୍ବର ୧ରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟ ଦେଇ ନିଜ କକ୍ଷ ପକ୍ଷରେ ଗତି କରିବ। ଏହାର ଲମ୍ବ ୪୦ ମିଟର ଥିବାବେଳେ ପ୍ରସ୍ଥ ୨୦ ମିଟର ରହିଛି।…
ଟୁଇଟର୍ରେ ସର୍ବାଧିକ ଲାଇକ୍ କରାଯାଇଥିବା ଟୁଇଟ୍ ବିଷୟରେ ଜାଣନ୍ତି କି
ହଲିଉଡର ପ୍ରସିଦ୍ଧ ଅଭିନେତା ଚାଦ୍ୱିକ୍ ବୋସମ୍ୟାନ୍ଙ୍କ ଗତ ଅଗଷ୍ଟ ୨୯ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ଥିଲେ। ଫିଲ୍ମ ‘ବ୍ଲାକ ପାନ୍ଥର୍’ର ଏହି ମୁଖ୍ୟ ଅଭିନେତାଙ୍କ ବିୟୋଗରେ ସାରା…
ବାର୍ଥ ଡେ ପାର୍ଟି ବେଳେ ରେଷ୍ଟୁରାଣ୍ଟ ଭୁଶୁଡ଼ିଲା: ୨୯ ମୃତ
ବେଜିଂ,୩୦ା୮(ପି.ଟି.)- ଚାଇନାର ଶାଞ୍ଜି ପ୍ରଦେଶରେ ଏକ ରେଷ୍ଟୁରାଷ୍ଟ ଭୁଶୁଡ଼ିପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଜିଆଙ୍ଗଫେନ୍ କାଉଣ୍ଟିସ୍ଥିତ ଚେନଝୁଆଙ୍ଗ ଗ୍ରାମର ଜୁଜିଆନ୍ ରେଷ୍ଟୁରାଷ୍ଟରେ ଶନିବାର ସକାଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ଜନ୍ମଦିନ ପାର୍ଟି ଚାଲିଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି।…
ଚାଇନାକୁ ବୁଦ୍ଧି ଶିଖାଇବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ସହ କଥା ହେବ ଆମେରିକା!
ଓ୍ବାଶିଂଟନ,୩୦।୮: ଦକ୍ଷିଣ ଚୀନ୍ ସାଗରେ ଚାଇନା ତା’ର ଶକ୍ତି ବୃଦ୍ଧି କରି ଚାଲିଥିବା ବେଳେ ଆମେରିକା ଏହାର ମୁକାବିଲା କରିବାକୁ ଏବେଠାରୁ ପ୍ରସ୍ତୁତ ହେଲାଣି। ଏଥିପାଇଁ ଆମେରିକା ଖୁବ୍ଶୀଘ୍ର ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ କଥା ହେବ ବୋଲି ଜଣାପଡିଛି।…
୧୨ ବର୍ଷ ପରେ ମା’ ସହିତ ହେଲା ଭେଟ…
ବର୍ଲିନ୍, ୩୦।୮: ମା’ର ମମତା ଅନ୍ୟ କେହି ଦେଇପାରିବେ ନାହିଁ। ମଣିଷ ହେଉ ଅବା ପ୍ରାଣୀ କେହି ମା’କୁ କେବେ ମଧ୍ୟ ଭୁଲି ପାରିବେ ନାହିଁ। ଜମାର୍ନୀର ଏକ ଚିଡ଼ିଆଖାନାରେ ୧୨ ବର୍ଷ ପରେ ମା’ ହାତୀ ପୁଅ ହାତୀକୁ ଭେଟିଛି।…
ମହାକାଶରେ ଉପଗ୍ରହ ଭିଡ଼: ଗବେଷଣାରେ ସୃଷ୍ଟି ହେବ ବାଧା !
ଓ୍ବାଶିଂଟନ, ୩୦।୮: ଆଗାମୀ ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ବାଧା ସୃଷ୍ଟି ହେବା। ଏନେଇ ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଧୀରେଧୀରେ ମହାକାଶରେ କୃତ୍ରିମ ଉପଗ୍ରହଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅକାମୀ ହୋଇଯାଇଥିବା ଉପଗ୍ରହଗୁଡ଼ିକ ଏଣେତେଣେ ଘୁରି ବୁଲୁଛନ୍ତି। ଏହାଯୋଗୁ ଭବିଷ୍ୟତର…
ରୁଷିଆ ଆଣିଲା ନୂଆ ଡିଭାଇସ୍ : ମାତ୍ର କେଇ ସେକେଣ୍ଡରେ ଚିହ୍ନଟ ହେବ କରୋନା
ମସ୍କୋ,୩୦ା୮: କରୋନା ଭାଇରସ୍ ଭଳି ମହାମାରୀ ସମୟରେ ରୁଷିଆ ଏମିତିି ଏକ ଉପକରଣ ବାହାର କରିଛି ଯାହା ବାୟୁ ଦ୍ୱାରା ଭୂତାଣୁ, ବିଷାକ୍ତ ପଦାର୍ଥ ଏବଂ ଜୀବାଣୁ ଚିହ୍ନଟ କରିବାରେ ସକ୍ଷମ ହେବ। ଏହି ଉପକରଣଟି କରୋନା ଭୂତାଣୁ ମଧ୍ୟ ଚିହ୍ନଟ…
ଅଫିମ କ୍ଷେତରେ କାମ କରିବାକୁ ବାଧ୍ୟ ହେଉଛନ୍ତି ବେକାର ଯୁବକ!
କାବୁଲ,୩୦।୮: ଆଫଗାନିସ୍ତାନ କିଛି ଦିନ ହେବ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ବେଡି ଉପରେ କୋରଡା ମାଡ ଭଳି କରୋନା ମହାମାରୀ ବି ଦାଉ ସାଧିଛି। ଏତିକିରେ ଆଫଗାନିସ୍ତାନବାସୀଙ୍କ ସମସ୍ୟା ସରି ନାହିଁ। ଏବେ ସେଠାରେ ବନ୍ୟା ପୁଣିଥରେ…
ନୂଆ ଇ-ମାର୍କେଟ ପ୍ଲାଟ୍ଫର୍ମ ଶୁଭାରମ୍ଭ
ଦୁବାଇ, ୩୦।୮(ପି.ଟି.): ୟୁଏଇ ପକ୍ଷରୁ ନୂତନ ଜ୍ଞାନକୌଶଳ ଆଧାରିତ କୃଷି ସାମଗ୍ରୀ ବ୍ୟବସାୟ ଓ ସଂଗ୍ରହ ଲାଗି ଇ-ମାର୍କେଟ ପ୍ଲାଟଫର୍ମ ‘ଏଗ୍ରିଓଟା’ର ଶୁଭାରମ୍ଭ କରାଯାଇଛି। ଏହା ଭାରତର ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଚାଷୀ ଓ ଉପସାଗରୀୟ ଦେଶର ଖାଦ୍ୟ ଶିଳ୍ପ ମଧ୍ୟରେ…
Archives


