କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚୁଛନ୍ତି ଟ୍ରମ୍ପ୍‌ !

ଓ୍ବାଶିଂଟନ,୧୨।୧୧: ଆମେରିକା ନିର୍ବାଚନ ଫଳାଫଳକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସମ୍ପ୍ରତି ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ରେ ଟ୍ରମ୍ପ୍‌ କେତେକ ପରିବର୍ତ୍ତନ କରିଛନ୍ତି। ଏହା କ୍ଷମତା ଦଖଲର ପୂର୍ବ ସୂଚନା ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଟ୍ରମ୍ପ୍‌ କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚୁଥିବା ତାଙ୍କ ଝିଆରୀ ମ୍ୟାରି ଏଲ୍‌.ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପେଣ୍ଟାଗନ ଏବଂ କେତେକ ବିଭାଗରେ ହେଉଥିବା ବରିଷ୍ଠ ଅଧିକାରୀଙ୍କୁ ଅଦଳବଦଳ କରାଯିବା ଯୋଗୁ ଟ୍ରମ୍ପ୍‌ କିଛି ଗୁପ୍ତ ଯୋଜନା କରୁଥିବା ଅନୁମାନ କରାଯାଉଥିବା ସେ କହିଛନ୍ତି। ଟ୍ରମ୍ପ୍‌ଙ୍କ ମଧ୍ୟରେ କ୍ଷମତା ଲିପ୍‌ସା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ହମ୍ବତୋଟା ବନ୍ଦରକୁ ପଠାଇଲା ସ୍ପାଏ ଜାହାଜ: ଆପତ୍ତି କଲା ଭାରତ

କଲମ୍ବୋ/ବେଜିଂ,୫।୮: ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ପୁଣି ଦେଖାଦେଇଛି। ବର୍ତ୍ତମାନ ଚାଇନାର ଆଉ ଏକ କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଥିବା...

ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଯୁଦ୍ଧ, ୫ ବଡ଼ ବିକ୍ରେତା…

ଓ୍ବାଶିଂଟନ/ମସ୍କୋ,୯।୩: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଅସ୍ତ୍ରଶସ୍ତ୍ର ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରୁଷିଆର ଆଣବିକ ଅସ୍ତ୍ର ପ୍ରୟୋଗ ଭୟରେ...

ଶେଷରେ ମାନିଲା ପାକିସ୍ତାନ: ୩୭୦ ହଟାଇବା ଭାରତର ଆଭ୍ୟନ୍ତରୀଣ ମାମଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୮।୫: ଶେଷରେ ପାକିସ୍ତାନ ଭାରତର ଜମ୍ମୁ-କଶ୍ମୀର ନୀତିକୁ ମାନିଛି। ୩୭୦ ଅନୁଚ୍ଛେଦ ହଟାଇବା ଭାରତର ଆଭ୍ୟନ୍ତରିଣ ମାମଲା ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମାହମୁଦ୍‌...

ବିଶ୍ୱ ମହାମାରୀକୁ ୬ମାସ: ଟୀକା ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମଣକୁ...

ମହାରାଣୀଙ୍କ ମୃତ୍ୟୁ ପରେ ଆକାଶରେ ଦିଶିଲା ୨ ଇନ୍ଦ୍ରଧନୁ

ଲଣ୍ଡନ,୯।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ରାଣୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବକିଙ୍ଗହମ ପ୍ୟାଲେସ ବାହାରେ ଶହ...

କରୋନା କବଳରେ ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ

କାନବେରା,୧୩।୩: ସାରା ବିଶ୍ୱରେ ମାଡି ଚାଲିଛି କରୋନା ଭାଇରସର ଭୟାବହତା। କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ କରୋନା ଭାଇରସରେ ପୀଡ଼ିତ ଥିବା ଖବର ଆସିବା ପରେ ଏବେ...

ମହାକାଶ ଯାତ୍ରା କରିବାରେ ବ୍ରାନ୍‌ସନ୍‌ ପ୍ରଥମ ବିଲିୟନେୟାର

ଓ୍ବାଶିଂଟନ୍‌, ୧୧ା୭: ଭର୍ଜିନ ଗାଲାକ୍ଟିକ ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‌ସନ(୭୦) ରବିବାର ପ୍ରଥମ ବିଲିୟନେୟାର ଭାବେ ମହାକାଶ ଯାତ୍ରା କରିବାରେ ଇତିହାସ ରଚିଛନ୍ତି। ତାଙ୍କ ସହ ଦୁଇ...

ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୫ ମୃତ

ଓ୍ବାଶିଂଟନ,୧୧ା୬: ଆମେରିକାର ମେରାଇନ କର୍ପ୍ସ କାଲିଫର୍ନିଆର ମରୁଭୂମିରେ ଟ୍ରେନିଂ ସମୟରେ ଓସପ୍ରେ ଟିଲ୍ଟ୍ରୋଟୋର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରାଣ...

Advertisement
Archives

Model This Week