ବାହାରିନ୍‌ ପ୍ରିନ୍ସ ଖଲିଫାଙ୍କ ପରଲୋକ

ମାନମା,୧୧।୧୧-ବାହାରିନର ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ ଅଲ ଖଲିଫାଙ୍କ ବୁଧବାର ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଶ୍ୱରେ ସେ ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହିଛନ୍ତି। ୧୯୭୧ରେ ବାହାରିନ ସ୍ବାଧିନତା ହାସଲ କରିବା ପରଠାରୁ ସେ ୪୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇ ଆସୁଥିଲେ। ସେ କିଛିଦିନ ଧରି ଅସୁସ୍ଥ ହୋଇ ଆମେରିକାରେ ଚିକିତ୍ସିତ ହେଉଥିଲେ। ବାହାରିନ ସରକାରୀ ସମାଚାର ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍‌ଙ୍କୁ ଭାରତର ଆଣବିକ ଅସ୍ତ୍ର ଭୟ

ଇସ୍‌ଲାମାବାଦ,୧୯ା୮:ଭାରତର ଆଣବିକ ଅସ୍ତ୍ର ପ୍ରୟୋଗ ନୀତିରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଛାନିଆ ହୋଇଯାଇଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଅଧୀନରେ ଭାରତର...

ସ୍ପେସ୍‌ ହୋମ ଦେବ ସୁଖଦ ଅନୁଭୂତି

ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍‌ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ...

ଆମେରିକାରେ ୪୫ ଦିନ ପାଇଁ ଟିକ୍‌ଟକ୍‌ ବ୍ୟାନ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭ା୮: ଚାଇନା ସହିତ ଲାଗି ରହିଥିବା ବିବାଦ ନେଇ କଡ଼ା ପଦକ୍ଷେପ ନେଇଛି ଆମେରିକା। ଚାଇନାର ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ପ୍ରତି ୪୫ ଦିନ...

ଭାରତ ସହିତ ଛିଡ଼ା ହୋଇଛି ପାକିସ୍ତାନ, କରୋନାକୁ ଦିଆଯିବ ଜବାବ: ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।...

ଏଠାରେ ୭ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳେ ସ୍ବର୍ଣ୍ଣ ପଦକ: ସାରା ଜୀବନ ରହିବା, ଖାଇବା ମାଗଣା

ବିଶ୍ୱରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତାରେ। ଜନସଂଖ୍ୟା ବୃଦ୍ଧି ଯୋଗୁ ଅନେକ ପ୍ରକାରର ସମସ୍ୟା ଦେଖିଦେଉଛି। ଗ୍ଲୋବାଏ ଓ୍ବାର୍ମି, ପ୍ରଦୂଷଣ ହାର ବୃଦ୍ଧି ଆଦି...

ଜି ୭ର ଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌

କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...

ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ହୁଏ ଦୃଢ

ଶୀତଦିନେ କେତେକେ ମୋଜା ପିନ୍ଧି ଶୋଇଥାନ୍ତି। ମାତ୍ର ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ତ୍ରୀସ୍ବାମୀ ଶୋଇବା...

‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଫଳପ୍ରଦ ହୋଇ ନ ପାରେ’

ବେଜିଂ, ୧୭।୪: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଉପାଦେୟ ଔଷଧ ବୋଲି ଭାରତ ସମେତ ଅନେକ ରାଷ୍ଟ୍ର ଏହାର ବ୍ୟବହାର...

Advertisement
Archives

Model This Week