ଅନ୍ତର୍ଜାତୀୟ

ଏହି ଦେଶରେ ମିଳିବ ସହାୟକ ଚାକିରି, ପ୍ରାରମ୍ଭିକ ଦରମା ୧୮.୫ ଲକ୍ଷ

ଲଣ୍ଡନ,୨୯ା୧୦: କରୋନା ମହାମାରୀ ସମୟରେ ଅଧିକାଂଶ ଲୋକଙ୍କ ଚାକିରି ଚାଲିଯାଇଛି। ଏହି ସମୟରେ ଚାକିରିଟିଏ ପାଇବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଚାକିରି ପାଇଁ ଏକ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ବିଜ୍ଞପ୍ତି ବାହାରିଛି। ଏଥିରେ ଘରୋଇ…

ସାମ୍ନାକୁ ଆସିଲା ଚାଇନାର ଆଉ ଏକ କାରନାମା

ଚାଇନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ବାପା ସେମାନଙ୍କ ପିଲାମାନଙ୍କୁ ଏକ ଜନଗହଳି ବଜାରରେ ପଞ୍ଜୁରୀ ମଧ୍ୟରେ ପୂରାଇ ରଖିଛନ୍ତି। ପିଲାମାନେ କେଉଁଆଡ଼େ ହଜି ନ ଯାଅନ୍ତୁ ବୋଲି ମା’ବାପା ଏପରି…

ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ

ଇସଲାମାବାଦ,୨୯।୧୦: ୨୦୧୯ରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ। ସଂସଦରେ ଏକଥା ଖୁଲାସା କରିଛନ୍ତି ପାକିସ୍ତାନର ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ ଦଳର ଏମ୍‌ପି ଆୟାଜ ସାଦିକ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବୈଦେଶିକ…

ବିବାହ ବନ୍ଧନରେ ବାନ୍ଧିହେଲେ ହରିଶ ସାଲ୍‌ଭେ

ଲଣ୍ଡନ,୨୯ା୧୦: ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍‌ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ ଚର୍ଚ୍ଚରେ…

ଶୁକ୍ରବାରଠାରୁ ପୁଣି ଲକ୍‌ଡାଉନ ଆରମ୍ଭ

ପ୍ୟାରିସ୍‌, ୨୯।୧୦: ଫ୍ରାନ୍ସ୍‌ରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଫେରିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଶୁକ୍ରବାରଠାରୁ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହେବ। ଏ ସମ୍ପର୍କରେ ରାଷ୍ଟ୍ରପତି ଏମାନୁଏଲ୍‌ ମାର୍କନ ଘୋଷଣା କରିଛନ୍ତି। ଏଠାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ…

କଶ୍ମୀର ପ୍ରସଙ୍ଗ ଅନ୍‌ଲାଇନ୍‌ ଆଲୋଚନାରେ ସାଇବର ଆକ୍ରମଣ: ବାଜିଲା ଶ୍ରୀରାମ-ହନୁମାନଙ୍କ ଭକ୍ତି ସଙ୍ଗୀତ

ଇସଲାମାବାଦ୍‌, ୨୯।୧୦: କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ହେଉଥିବା ଏକ ଅନ୍‌ଲାଇନ୍‌ ଆଲୋଚନା ଚକ୍ରକୁ ଭାରତୀୟ ହ୍ୟାକରମାନେ ହ୍ୟାକ୍‌ କରିନେଇଛନ୍ତି। ହଠାତ୍‌ ଆଲୋଚନାରେ ଶ୍ରୀରାମ ଏବଂ ହନୁମାନଙ୍କ ଭକ୍ତି ସଙ୍ଗୀତ ବାଜି ଉଠିଥିଲା। ଏହାକୁ ନେଇ ଆଲୋଚନାରେ ଯୋଗଦେଥିବା ବୁଦ୍ଧିଜୀବିଙ୍କ ଅକଲ…

ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ସୁରକ୍ଷାକର୍ମୀ, ତା’ପରେ ଘଟିଲା ଏମିତି

ଚିକାଗୋ,୨୯।୧୦:ଆମେରିକାର ଚିକାଗୋରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ ସୁରକ୍ଷାକର୍ମୀ କହିବାରୁ ଦୁହେଁ ଛୁରି ସାହାଯ୍ୟରେ ୨୭ ଥର ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଉଭୟ ଭଉଣୀ ଜେସିକା ଏବଂ ଜୟଲା ହିଲକୁ ଘଟଣାସ୍ଥଳରୁ ଗିରଫ…

ଭାରତକୁ ନେଇ ଚିନ୍ତାରେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୯ା୧୦: ପାକିସ୍ତାନରେ ଅସ୍ଥିରତା ସୃଷ୍ଟିକରିବା ଲାଗି ଭାରତ ଆଫଗାନିସ୍ତାନ ମାଟିରୁ ଇସ୍‌ଲାମାବାଦକୁ ଟାର୍ଗେଟ୍‌ କରିପାରେ। ମୋଦି ସରକାର କେବଳ ପାକିସ୍ତାନ ବିରୋଧୀ ନୁହନ୍ତି ବରଂ ଭାରତରେ ରହୁଥିବା ମୁସଲ୍‌ମାନଙ୍କର ମଧ୍ୟ ବିରୋଧୀ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରକାଶ…

ଫ୍ରାନ୍ସ ସହ ତୁର୍କୀ ମୁହଁ।ମୁହିଁ

ପ୍ୟାରିସ୍‌/ଆଙ୍କାରା,୨୯ା୧୦: ସିରିଆ, ଲିବ୍ୟା ଓ ନାଗୋର୍ନୋ-କାରାବାଖରେ ତୁର୍କୀର କାର୍ଯ୍ୟାନୁଷ୍ଠାନକୁ ନେଇ ଫ୍ରାନ୍ସ ସହ ଉତ୍ତେଜନା ଲାଗି ରହିଥିବାବେଳେ ଏହି ମୁସ୍‌ଲିମ ରାଷ୍ଟ୍ର ଓ ପାଶ୍ଚାତ୍ୟ ଦେଶ ଏବେ ପୁଣି ମୁହଁ।ମୁହିଁ ହୋଇଛନ୍ତି। ଏଥର ବିବାଦ ସୃଷ୍ଟି ହୋଇଛି ଏକ କାର୍ଟୁନକୁ ନେଇ,…

ପୁଣି ଲକ୍‌ଡାଉନ୍‌ ଘୋଷଣା

ବର୍ଲିନ,୨୯।୧୦: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦ୍ୱିତୀୟ ଥର ପାଇଁ ଜର୍ମାନୀ ଏବଂ ଫ୍ରାନ୍ସରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ ଜର୍ମାନୀ ଚାନସେଲର ଆଞ୍ଜେଲା ମୋର୍କେଲ ନିଜ ନିଜ ଦେଶରେ ଲକଡାଉନ ଘୋଷଣା କରିଛନ୍ତି। କରୋନା…

୫୨ ବର୍ଷରେ ରାଜକୁମାରୀ ସ୍ବୀକୃତି

ବ୍ରସେଲ୍ସ,୨୯ା୧୦: ଝିଅ ହେଉ କି ପୁଅ ଭୂମିଷ୍ଠ ହେବା ମାତ୍ରେ ପ୍ରଥମେ ମା’ଙ୍କୁ ଚିହ୍ନେ ଓ ପରେ ବାପାଙ୍କୁ ଖୋଜେ। କିନ୍ତୁ ଶିଶୁଟି ପରବର୍ତ୍ତୀ ସମୟରେ ବାପାଙ୍କୁ ନ ପାଇଲେ ଅସହାୟ ହୋଇପଡ଼େ। ତା’ ମୁଣ୍ଡ ଉପରେ ପିତୃତ୍ୱର ଛାୟା ନାହିଁ…

ମୋବାଇଲ ଲକ୍‌ ଖୋଲିବାକୁ ଏହି ମଡେଲଙ୍କ ଆଙ୍ଗୁଠି କାଟିନେଲେ ଦୁର୍ବୃତ୍ତ

ମସ୍କୋ,୨୮ା୧୦: ରୁଷିଆର ଜଣେ ମହିଳା ବୈଜ୍ଞାନିକ ତଥା ମଡେଲଙ୍କ ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାରୀ ମଡେଲଙ୍କ ମୋବାଇଲରୁ ଲକ୍‌ ଖୋଲିବାକୁ ତାଙ୍କ ହାତ ଆଙ୍ଗୁଠି ମଧ୍ୟ କାଟି ନେଇଛନ୍ତି। କାରଣ ଆଙ୍ଗୁଠି କାଟିଦେଲେ ଫିଙ୍ଗର ପ୍ରିଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri