ଇମ୍ରାନଙ୍କ ନୂଆ ପାକିସ୍ତାନ: ଅଣ୍ଡା ୩୦, ଚିନି ୧୦୪, ଅଦା କିଲୋ ୧୦୦୦ ଟଙ୍କା

ଇସଲମାବାଦ,୨୩।୧୨: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ପଡୋଶୀ ପାକିସ୍ତାନ ଦେବାଳିଆ ହୋଇପଡିଛି। ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ସ୍ବପ୍ନ ଦେଖିବା ଇମ୍ରାନଙ୍କ ଶାସନରେ ମହଙ୍ଗା ମାଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପନିପରିବା ଏବଂ ଡାଲି ସମେତ ଅଣ୍ଡାର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା, ଗୋଟିଏ କିଲୋ ଚିନି ୧୦୪ ଟଙ୍କା, ଗୋଟିଏ କିଲୋ ଗହମ ୬୦ ଟଙ୍କା ଏବଂ ଅଦା ଏକ ହଜାର ଟଙ୍କା କିଲୋ ପିଛା ବିକ୍ରି ହେଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ କିଛି ଦିନ ପୂର୍ବରୁ ଚିନି ମୂଲ୍ୟ ହ୍ରାସ କରିଥିବା ଦାବି କରିଥିଲେ ମଧ୍ୟ ବାସ୍ତବରେ ପାକିସ୍ତାନରେ ମହଙ୍ଗା ସବୁ ରେକର୍ଡ ଭାଙ୍ଗିଛି। ଗତ ଡିସେମ୍ବରଠାରୁ ଦେଶର ପରିସ୍ଥିତି ଖରାପ ହେବାକୁ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସୈନ୍ୟ ବାହିନୀ-ଆଇଏସ୍‌ଆଇର ଶକ୍ତି ହେବ ବୃଦ୍ଧି

ଇସଲାମାବାଦ୍‌,୨୫।୧୧: ପାକିସ୍ତାନରେ ସୈନ୍ୟ ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଶକ୍ତିରେ ଏବେ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟାଶନାଲ ଇଣ୍ଟେଲଜେନ୍ସ୍‌ କୋର୍ଡିନେଶନ କମିଟି...

ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍‌

ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍‌-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍‌ଡାଉନ। ଏହି ଭାଇରସ୍‌ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା...

ଆମେରିକାରୁ କରୋନା ଭୂତାଣୁ ଉତ୍ପତ୍ତି, କହିଲା ଚାଇନା…

ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି।...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହେଲା ବର୍ଷେ, ଆଗକୁ ଏହା ହୋଇପାରେ ଆହୁରି ବିନାଶକାରୀ

ମସ୍କୋ/କ୍ୱିଭ,୨୪ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି । ଫେବୃୟାରୀ ୨୪, ୨୦୨୨ରେ ରୁଷିଆ ୟକ୍ରେନ୍ ଉପରେ ଆକ୍ରମଣ କରିଥିବା ବେଳେ ସାରା...

ଇଣ୍ଡୋନେସିଆ ଭୂକମ୍ପ ତାଣ୍ଡବ: ଗଲାଣି ୧୬୨ ଲୋକଙ୍କ ଜୀବନ, ଏବେ ବି ଅନେକ ନିଖୋଜ

ଜାକର୍ତ୍ତା,୨୨।୧୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ହୋଇଥିବା ଭୂକମ୍ପ ଯୋଗୁ ୧୬୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଶହ ଶହ ଲୋକ ଆହତ ହୋଇଛନ୍ତି ଏବଂ...

ସିରିଆରେ ପହଞ୍ଚିଲା ‘ଅପରେଶନ ଦୋସ୍ତ’ର ୭ମ ବିମାନ

ଦାମସକସ,୧୨ା୨: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଯଥାସମ୍ଭବ ଉଦ୍ୟମ କରୁଛି। ଅସୁବିଧା ସମୟରେ...

ବ୍ରାଜିଲ ସଂସଦ ମାମଲା: ମୋଦି ଚିନ୍ତାବ୍ୟକ୍ତ କଲେ, ବାଇଡେନ କହିଲେ ଅପମାନଜନକ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧ : ବ୍ରାଜିଲ ସଂସଦ, ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟରେ ପୂର୍ବତନ ରାଷ୍ଟ୍ରପତି ବୋଲସନାରୋ ସମର୍ଥକଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଏବଂ ଭଙ୍ଗାରୁଜା ପରେ ପ୍ରଧାନମନ୍ତ୍ରୀ...

ଭୁଲ୍‌ ଦିଗରେ ଯାଉଛି ବିଶ୍ୱ

ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍‌ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ...

Advertisement
Archives

Model This Week