ଚାକିରି ଛାଡି, ଘର ବିକି ସ୍କୁଲ ବସ୍‌କୁ ସିଫ୍ଟ ହେଲେ ଏହି ଦମ୍ପତି

ଆମେରିକାରେ ରହୁଥିବା ଏକ ଦମ୍ପତି ସେମାନଙ୍କର ଚାରି ବଖରା ଘର, ସମ୍ପତ୍ତି ବିକ୍ରି କରି ଏକ ସ୍କୁଲ ବସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ଲୋରିଡାର ଏହି ଦମ୍ପତି ୧୪୦୦ ବର୍ଗଫୁଟ ଉପରେ ଥିବା ଘର ବିକି ଚାକିରି ଛାଡ଼ି ଏକ ଭିନ୍ନ ଜୀବନଶୈଳୀ ବଞ୍ଚିବାକୁ ଚାହୁଁଛନ୍ତି।
୩୨ ବର୍ଷର ଜ୍ୟାକ ଏବଂ ଜିଆନା ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି। ୨୦୧୬ରେ ଦୁହେଁ ବିବାହ କରିଥିଲେ ଏବଂ ସେହି ବର୍ଷ ସେମାନଙ୍କର ଝିଅ ମଧ୍ୟ ଜନ୍ମ ହୋଇଥିଲେ। ଉଭୟ ସାରା ବିଶ୍ୱ ବୁଲିବା ସ୍ବପ୍ନକୁ ପୂରଣ କରିବାକୁ ଚାହୁଁଥିଲେ। ଏହି କାରଣରୁ, ସେ କିଛି ଅଲଗା କରିବା ବିଷୟରେ ଚିନ୍ତା କରିଥିଲେ। ପରେ, ବିବାହର ୨ ବର୍ଷ ପରେ ସେ ସ୍ଥିର କଲେ ପାରମ୍ପରିକ ଜୀବନଶୈଳୀ ଛାଡିଦେବେ।

୨୦୧୮ ମସିହାରେ, ଏହି ଦମ୍ପତି ଏକ ଅନ୍‌ଲାଇନ ସମ୍ପ୍ରଦାୟ ବିଷୟରେ ଜାଣିବାକୁ ପାଇଥିଲେ। ଏହା ହେଉଛି ଏକ ସମ୍ପ୍ରଦାୟ, ଯେଉଁମାନେ ସେମାନଙ୍କର ଅଫିସ ଜୀବନ ଛାଡି କ୍ୟାମ୍ପ ଭ୍ୟାନରେ ରୁହନ୍ତି । ସେମାନେ ସମାନ କାମ କରନ୍ତି ଏବଂ ଯାତ୍ରା କରନ୍ତି। ଜ୍ୟାକ ଏବଂ ତାଙ୍କ ପତ୍ନୀ ସମ୍ପ୍ରଦାୟରେ ଯୋଗ ଦେବାକୁ ସେମାନଙ୍କ ଘର କାର୍‌ ବିକ୍ରି କରିଦେଲେ। ଏହି ଟଙ୍କାରେ ସେ ଦ୍ୱିତୀୟ ହାତ ମର୍ସିଡିଜ ବେଞ୍ଜ ସ୍ପ୍ରିଣ୍ଟର୍‌ ଭ୍ୟାନ କିଣି ଏହାକୁ ଏକ ଘର ଭାବେ ପରିଣତ କରିଥିଲେ।

ଏ ବିଷୟରେ କଥାବାର୍ତ୍ତା କରି ଜ୍ୟାକ କହିଛନ୍ତି ଯେ ଚାରି ବଖରା ଘରରୁ ଏକ ଭ୍ୟାନରେ ରହିବା ପ୍ରଥମେ ଟିକେ ଚ୍ୟାଲେଞ୍ଜ ପରି ଲାଗୁଥିଲା। ହେଲେ ଏବେ ଅଭ୍ୟାସରେ ପରିଣତ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଲାଗିଲା ନିଆଁ, ଇମିଗ୍ରେଶନ ସିଷ୍ଟମ ପ୍ରଭାବିତ

ଲାହୋର,୧୦।୫: ଗୁରୁବାର ପାକିସ୍ତାନର ପଞ୍ଜାବ ପ୍ରଦେଶ ଲାହୋରର ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ସମଗ୍ର ଇମିଗ୍ରେସନ ସିଷ୍ଟମକୁ କ୍ଷତି...

ଭାରତୀୟ ନିର୍ବାଚନକୁ ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ,୧୦ା୫: ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ଭାରତରେ ଗଣତନ୍ତ୍ରକୁ ନେଇ କିଛି ଅଞ୍ଚଳରେ ଉଠିଥିବା ଚିନ୍ତାକୁ ଖାରଜ କରି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ...

ବହିଷ୍କାର ହେଲେ ଦୁଇ ମନ୍ତ୍ରୀ

କିଭ୍‌,୧୦ା୫: ୟୁକ୍ରେନ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବରଖାସ୍ତ କରିଛି। ୟୁକ୍ରେନ ସଂସଦ ଗୁରୁବାର ଏହାକୁ ଅନୁମୋଦନ କରିଛି। ଉପ ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର କୁବ୍ରାକୋଭ୍‌ ଏବଂ କୃଷିମନ୍ତ୍ରୀ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୫: : ଖଲିସ୍ତାନୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁ ହତ୍ୟା ଉଦ୍ୟମ ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ଅଭିଯୋଗର ନିର୍ଭରଯୋଗ୍ୟ ପ୍ରମାଣ ଆମେରିକା ଏପର୍ଯ୍ୟନ୍ତ ଦେଇ...

୫ ଭାରତୀୟଙ୍କୁ ମୁକ୍ତ କଲା ଇରାନ

ତେହରାନ,୧୦ା୫: କତାରରୁ ୮ ଜଣ ପୂର୍ବତନ ଭାରତୀୟ ନୌସେନା ସୈନିକଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନ ପରେ ଭାରତ ଆଉ ଏକ ପ୍ରମୁଖ କୂଟନୈତିକ ସଫଳତା ହାସଲ କରିଛି।...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ବିମାନରେ ସିଗାରେଟ୍‌ ଟାଣି ଗିରଫ

ଓମାନର ମସ୍କଟରୁ ମୁମ୍ବାଇ ଯାତ୍ରା କରୁଥିବା ଏକ ଭିସ୍ତାରା ବିମାନର ଓ୍ବାଶ୍‌ରୁମରେ ସିଗାରେଟ ଟାଣୁଥିବାରୁ ତାମିଲନାଡ଼ୁ କନ୍ୟାକୁମାରୀର ବାଳକୃଷ୍ଣ ରାଜାୟନ (୫୧)ଙ୍କୁ ଗିରଫ କରାଯାଇଛି। ପାଇଲଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri