ହାତରେ ମୋଦିଙ୍କ ଫଟୋ ଧରି ପ୍ରଦର୍ଶନ କଲେ ପାକିସ୍ତାନୀ

ସାନ୍ନ୍‌,୧୮।୧: ପାକିସ୍ତାନରେ ପ୍ରଦର୍ଶନକାରୀ ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଧରି ରାଲି କରିଛନ୍ତି। ସ୍ବତନ୍ତ ସିନ୍ଧ୍‌ ଦେଶ ଦାବି କରି ସାନ୍ନ୍‌ ସହରରେ ଏହି ପ୍ରଦର୍ଶନ କରାଯାଇଛି। ପୃଥିବୀର ବିଭିନ୍ନ ଦେଶର ନେତାଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ପ୍ରଦର୍ଶନକାରୀ ସିନ୍ଧୁ ଦେଶ ଗଠନ ଲାଗି ସହାୟତା ଲୋଡ଼ିଛନ୍ତି। ପାକିସ୍ତାନ ସୁରକ୍ଷାକର୍ମୀ ସ୍ଥାନୀୟ ଲୋକଙ୍କ ଘରେ ତଲାସୀ ଅଭିଯାନ କରି ଏଭଳି ଫଟୋ ଥିବା ପୋଷ୍ଟର ଜବତ କରିଛନ୍ତି। ଆଧୁନିକ ସିନ୍ଧ୍‌ ରାଷ୍ଟ୍ରବାଦ ସଂସ୍ଥାପକ ଜି.ଏମ୍‌. ସୈୟଦ୍‌ଙ୍କ ୧୧୭ ତମ ଜୟନ୍ତୀ ଅବସରରେ ଏଭଳି ପ୍ରଦର୍ଶନ କରାଯାଇଛି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦାହାର ବିସ୍ଫୋରଣ: ୮ ମୃତ

କାନ୍ଦାହାର,୩୦।୬: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ମାରୁଫ ଜିଲାରେ ରବିବାର ବିସ୍ଫୋରଣ ଘଟି ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର...

କ୍ୟୁବାରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି

କାରିବିଆନ୍‌ ଦେଶ କ୍ୟୁବା ପୁରୁଷ ସମଲିଙ୍ଗୀଙ୍କ ବିବାହକୁ ସ୍ବୀକୃତି ଦେଇଛି। ରବିବାର ଏହା ସପକ୍ଷରେ ବହୁଳ ମତଦାନ ହୋଇଥିଲା। କ୍ୟୁବା ଜନସଂଖ୍ୟାର ୭୪% ବା ୮୪...

ଖୋଲିଲା ସ୍କୁଲ: ଏପରି ପଢ଼ୁଛନ୍ତି ପିଲାମାନେ, ଗୋଟିଏ ବି ଆସୁନି କରୋନା ମାମଲା

ବ୍ୟାଙ୍କକ, ୧୧।୮:କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ୟୁକ୍ରେନ୍‌ ଉପରେ ୭୦ ମିଶାଇଲ ମାଡ଼

ମସ୍କୋ,୬।୧୨: ରୁଷୀୟ ତୈଳକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖି ମସ୍କୋକୁ ଆର୍ଥିକ ଝଟକା ଦେଇଛନ୍ତି। ଏହି ପଦକ୍ଷେପକୁ ନେଇ କ୍ଷୁବ୍ଧ...

ଆଜି କିଙ୍ଗ୍‌ ଚାଲର୍‌ସଙ୍କ ରାଜ୍ୟାଭିଷେକ

ଲଣ୍ଡନ, ୬ା୫:  ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ଖୁବ୍‌ ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି।...

ଜି-୭ରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ

ବିଆରିଜ୍‌,୨୬ା୮(ଏଏଫ୍‌ପି): ଫ୍ରାନ୍ସର ବିଆରିଜ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଭାଗନେବା ପାଇଁ ରବିବାର ଇରାନର ବହିର୍ବ୍ୟାପାର ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌ ଅତି ନାଟକୀୟ ଭାବେ ପହଞ୍ଚତ୍ଛନ୍ତି।...

ଶେଷ ହେବ କରୋନା: ଭ୍ୟାକ୍ସିନ ନିର୍ମାଣକାରୀ କମ୍ପାନୀ ଫାଇଜରର ଦାବି, ମାର୍ଚ୍ଚ ସୁଦ୍ଧା ଆସିଯିବ ଓମିକ୍ରନ୍ ଲାଗି ଟିକା

ନ୍ୟୁୟର୍କ,୧୧ ।୧: ଗୋଟିଏ ପଟେ କରୋନା ମହାମାରୀର ନୂଆ ଭାରିଏଣ୍ଟ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଅନ୍ୟପଟେ ଏକ ଆଶ୍ୱସ୍ତିକର ଖବର ଆସିଛି ।...

ଅକ୍ସିଜେନ ଟାଙ୍କିରେ ବିସ୍ଫୋରଣ : ୮୨ ମୃତ

ବାଗ୍‌ଦାଦ, ୨୫।୪: ଇରାକ ରାଜଧାନୀ ବାଗ୍‌ଦାଦର ଦିୟାଲା ବ୍ରିଜ୍‌ ଅଞ୍ଚଳରେ ଥିବା ଇବ୍‌ନ ଖାଟିବ୍‌ ହସ୍ପିଟାଲରେ ଶନିବାର ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ୮୨ ଜଣଙ୍କ ମୃତ୍ୟୁ...

Advertisement
Archives

Model This Week