ବିଶେଷଜ୍ଞଙ୍କ ଚେତାବନୀ: ବର୍ଷାରେ ବଢିବ କରୋନାର ପ୍ରକୋପ !
ନ୍ୟୁୟର୍କ,୧୭।୮: କରୋନା ମହାମାରୀ ସଂକ୍ରମଣ ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ। ଏମିତିକି ନ୍ୟୁଜିଲାଣ୍ଡରେ ଏବେ ପୁଣିଥରେ ଏହା ଫେରୁଥିବା କୁହାଯାଉଛି। ଏହି ସମୟରେ ବିଶେଷଜ୍ଞମାନେ ଚେତବାନୀ ଦେଇ କହିଛନ୍ତି କି ବର୍ଷା ଋତୁରେ କରୋନା ସଂକ୍ରମଣ ଦ୍ୱିଗୁଣିତ ହେବ। ତେଣୁ ଏହାକୁ…
ମାଡ଼ି ଆସୁଛି ନୂଆ ବିପଦ: ୪ କୋଟିରୁ ଅଧିକ ଲୋକ ହରାଇବେ ଚାକିରି
ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରି ସ୍ଥଳେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଥିବା ପରିବେଶବିତ୍ ମାନେ ସୂଚନା ଦେଇଛନ୍ତି। ୮୦ ବର୍ଷରେ ପୃଥିବୀର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ।…
ସାର୍କ ସହିତ ଲଢ଼ି ସ୍ତ୍ରୀଙ୍କୁ ଉଦ୍ଧାର କଲେ ସ୍ବାମୀ: ଭିଡ଼ିଓ ଭାଇରାଲ
ସିଡ୍ନୀ, ୧୭।୮: ନିଜ ଲୋକଙ୍କ ଜୀବନ ବଞ୍ଚାଇବ ପାଇଁ ମଣିଷ ସବୁ କିଛି କରିପାରେ। ଏହାର ସଦ୍ୟତମ ଉଦାହରଣ ସିଡ୍ନୀରେ ଘଟିଛି। ଏଠାରେ ସାର୍କ କବଳରୁ ସ୍ତ୍ରୀଙ୍କୁ ରକ୍ଷା କରିବା ଲାଗି ଜଣେ ସ୍ବାମୀ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି।…
ମାସ୍କ ପିନ୍ଧିଲେ ଅକ୍ସିଜେନ ଲେବଲ କମ୍ ହେବ ନାହିଁ !
ଲଣ୍ଡନ,୧୬।୮: ବିଶ୍ୱରେ କରୋନା ମହାମାରୀ ଲୋକଙ୍କ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏଥିରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ହେଲେ ଏବେ ଲୋକଙ୍କ ମଧ୍ୟରେ ଭୟ ଆସୁଛି କି ଦୀର୍ଘ ସମୟ ପର୍ଯ୍ୟନ୍ତ…
ପାକିସ୍ତାନ ଓ୍ବେବ୍ସାଇଟ୍ରେ ଶ୍ରୀରାମଙ୍କ ଫଟୋ, ହ୍ୟାକ୍ର ଲେଖିଲେ…
ଇସ୍ଲାମାବାଦ,୧୬ା୮: ସ୍ବାଧୀନତା ଦିବସ ଅବସରରେ, କେତେକ ହ୍ୟାକର ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବ୍ସାଇଟ୍ ହ୍ୟାକ୍ କରିଥିଲେ। ଏହା ଅଗଷ୍ଟ ୧୫ର ଅଭିନନ୍ଦନ ବାର୍ତ୍ତା ଥିଲା। କେବଳ ଏତିକି ନୁହେଁ, ପାକିସ୍ତାନୀ ଓ୍ବେବ୍ସାଇଟ୍ରେ କରାଚି ଏବଂ ଲାହୋରରେ ଏକ ରାମ ମନ୍ଦିର ତିଆରି…
କରୋନା ସଂକ୍ରମଣରୁ ଦୂରେଇ ରଖିବ ଏହି ଔଷଧ
ସିକାଗୋ, ୧୬।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ରୁଷ୍ ଏବଂ ଚାଇନାରେ କରୋନା ଟୀକା ମଧ୍ୟ ପ୍ରସ୍ତୁତି ସରିଛି। ତେବେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଔଷଧ ପ୍ରସ୍ତୁତ କରାଯାଇଛି। ଇବ୍ସେଲେନ୍ ନାମକ…
ପ୍ରଥମ ବ୍ୟାଚ୍ କରୋନା ଟିକା ପ୍ରସ୍ତୁତି ଶେଷ, ଜାଣନ୍ତୁ କେଉଁମାନଙ୍କୁ ପ୍ରଥମେ ଦିଆଯିବ ଏହି ଟିକା
ମସ୍କୋ,୧୬ା୮: ଶନିବାର ରୁଷିଆ କରୋନା ଟିକା ପ୍ରସ୍ତୁତ ଶେଷ କରିଛି ବୋଲି କହିଛି। ଏହାପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ଘୋଷଣା କରିଥିଲେ ଯେ, ରୁଷିଆ ଏକ ସଫଳ କରୋନା ଟିକା ପ୍ରସ୍ତୁତ କରିଛି, ଯାହା ସମସ୍ତ ଅନୁସନ୍ଧାନ ଦେଇ…
ଟ୍ରମ୍ପ୍ଙ୍କ ସାନଭାଇଙ୍କ ପରଲୋକ: ସ୍ନେହରେ ଡାକୁଥିଲେ ‘ହନି’
ଓ୍ବାଶିଂଟନ, ୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସାନଭାଇ ରର୍ବଟ ଟ୍ରମ୍ପ୍ଙ୍କର ପରଲୋକ ହୋଇଯାଇଛି। ନ୍ୟୁୟର୍କରେ ଏକ ହସ୍ପିଟାଲରେ ଚିକିତ୍ସାଧରୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ରର୍ବଟଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟ ଜନକ ଥିବାରୁ…
ଚାଇନା କରୁଛି ଆକ୍ରମଣ ଷଡ଼ଯନ୍ତ୍ର
ଓ୍ବାଶିଂଟନ, ୧୬।୮: ଚାଇନା ଏବଂ ଆମେରିକା ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଆମେରିକା ସୈନ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଆମେରିକା ଯୁଦ୍ଧପୋତ ଏବଂ ଏୟାରକ୍ରାଫ୍ଟ…
କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍ ପାର୍ଟି: ୧୫ ମିନିଟ୍ରେ ଅତିଥିଙ୍କର କରାଯାଉଛି ରାପିଡ୍ ଟେଷ୍ଟ୍
ଓ୍ବାଶିଂଟନ୍,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍ ପାର୍ଟି କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଅନେକ କୋଟିପତିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ମଧ୍ୟ କରୋନା ମହାମାରୀ…
ଆମେରିକା ପ୍ରସ୍ତୁତ କରୁଛି ନୂଆ କରୋନା ଭାଇରସ!
ଓ୍ବାଶିଂଟନ, ୧୫।୮: ସମଗ୍ର ବିଶ୍ୱରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ଏଥିରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। ଆମେରିକା ମଧ୍ୟ ଅନେକ ଟିକା ଉପରେ ପରୀକ୍ଷା ଚଳାଇଛି। ଆମେରିକା ଏବେ ଏକ…
ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ୩ ମାସ ପରେ ପୁଣି ହୋଇପାରନ୍ତି ସଂକ୍ରମିତ!
ନ୍ୟୁୟର୍କ,୧୫।୮: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ବିଶ୍ୱର କୋଟି କୋଟି ଲୋକଙ୍କୁ ତା କବଳକୁ ନେଇ ସାରିଲାଣି। ଏହି ସଂକ୍ରମଣକୁ ନେଇ ପ୍ରତିଦିନ କିଛି ନା…
Archives


