ଅନ୍ତର୍ଜାତୀୟ

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆବେ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅସୁସ୍ଥତା କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ତାଙ୍କର ପେଟ ସମସ୍ୟା ଥିବାରୁ ଚଳିତ ମାସରେ ସେ ୨ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟକୁ…

ନିଜ ପଦରୁ ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ଗତ କିଛି ଦିନରୁ ସିଞ୍ଜୋ ଆବେଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। ଫଳରେ ଏହାର ପ୍ରଭାବ ସିଧାସଳଖ ତାଙ୍କ…

ଏସ୍‌ସିଏସ୍‌ରେ ଚାଇନାର କ୍ଷେପଣାସ୍ତ୍ର ମାଡ଼

ଓ୍ବାଶିଂଟନ, ୨୮।୮(ଆଇଏଏନ୍‌ଏସ୍‌):ଆମେରିକା ଓ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ସଦସ୍ୟ ଦକ୍ଷିଣ ଚାଇନା ସାଗରର ସାମରିକୀକରଣ ଲାଗି ଚାଇନା ସରକାରୀ ସଦସ୍ୟମାନଙ୍କୁ ଦାୟୀ କରି ଆମେରିକା ସେମାନଙ୍କ ଭିଜାକୁ ନିଷିଦ୍ଧ କରିଛି। ଏହାର କିଛି ସମୟ ପୂର୍ବରୁ ବେଜିଂ…

ଚାଇନାର କ୍ଷତି କରିପାରିବ ନାହିଁ ଭାରତ

ବେଜିଂ,୨୮/୮:ଭାରତୀୟ ଅର୍ଥନୀତି ବହୁଳ ଭାବେ ଚାଇନା ଉପରେ ନିର୍ଭରଶୀଳ। ତେଣୁ ସୀମାରେ ଯେତେ ଉତ୍ତେଜନା ସୃଷ୍ଟି ହେଲେ ମଧ୍ୟ ଭାରତୀୟ ସେନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର କ୍ଷତି କରିପାରିବ ନାହିଁ ବୋଲି ଏକ ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି। ଚାଇନା ସରକାରଙ୍କ…

ଆତ୍ମବିଶ୍ୱାାସ ବୃଦ୍ଧି ପାଇଁ ଏପରି କରନ୍ତି ଏହି ବ୍ୟକ୍ତି: ଶୁଣିଲେ ଉଡିଯିବ ହୋସ୍‌

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ନିଜ ଶରୀରକୁ ପରିବର୍ତ୍ତନ କରିବାକୁ କିଛି ଲୋକ ପସନ୍ଦ କରନ୍ତି। ମାତ୍ର ସମସ୍ତେ ସୀମା ମଧ୍ୟରେ ରହି ଏପରି କରିଥାନ୍ତି। ହେଲେ ଜର୍ମାନର ସୈଣ୍ଡ୍ରୋ ନାମକ…

ରୁଷିଆ ଜାରିକଲା ବିଶ୍ୱର ସବୁଠାରୁ ବଡ ପରମାଣୁ ବୋମା ପରୀକ୍ଷଣର ଭିଡିଓ!

ମସ୍କୋ,୨୭।୮: ଆମେରିକା ସହ ତୁତୁ ମେମେ ଭିତରେ ରୁଷିଆ ବିଶ୍ୱର ସବୁଠାରୁ ବଡ ପରମାଣୁ ବୋମା ପରୀକ୍ଷଣର ଭିଡିଓ ଜାରି କରିଛି। ଏହି ପରମାଣୁ ବୋମା ବିସ୍ଫୋରଣକୁ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି। ଏମିତିକି ଆମେରିକା ମଧ୍ୟ କେବେ ଏତେବଡ ପରମାଣୁ…

ପୋଲିଓ ଟିକା ଚୋରୀ କରୁଥିଲେ ସ୍ବାସ୍ଥ୍ୟ ଅଧିକାରୀ: ପରେ ଘଟିଲା ଏପରି…

ଇସଲାମାବାଦ୍‌, ୨୭।୮: ଆଫ୍ରିକା ଏବେ ପୋଲିଓ ମୁକ୍ତି ହୋଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏବେ ବି ପୋଲିଓ ରହିଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପାକିସ୍ତାନରେ ଜାରି ରହିଥିବା ପୋଲିଓ…

ଅନ୍ତର୍ଜାତୀୟ ବୁକର ପୁରସ୍କାର ଜିତିବାରେ ସବୁଠାରୁ କମ୍‌ ବୟସର ଲେଖକ ହେଲେ ମାରିକେ

ଲଣ୍ଡନ,୨୭।୮: ନେଦରଲ୍ୟାଣ୍ଡସର ୨୯ ବର୍ଷୀୟ ମାରିକେ ଲୁକାସ ରେଜନେବେଲ୍ଡ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ଜିତିଥିବା ସବୁଠାରୁ କମ୍‌ ବୟସର ଲେଖକ ପାଲଟି ଯାଇଛନ୍ତି। ତେବେ ଏହି ପୁରସ୍କାର ମୂଳ ବୁକର ପୁରସ୍କାରଠାରୁ ଭିନ୍ନ। ଏହାର ମୂଳ ଉଦ୍ଦେଶ୍ୟ ହେଲା ବିଶ୍ୱରେ ଭଲ…

କରୋନା ପରେ ଦାଉ ସାଧିଲା ବନ୍ୟା: ୧୦୦ ମୃତ

ଇସ୍‌ଲାମାବାଦ,୨୭।୮: ପାକିସ୍ତାନରେ ପ୍ରଥମେ ଅର୍ଥ ବ୍ୟବସ୍ଥା ବିଗିଡି ଯିବା ସହ କରୋନା ସଂକ୍ରମଣ ସରକାରଙ୍କୁ ଅଡୁଆରେ ପକାଇଥିଲା। ଆଉ ଏବେ ପୁଣିଥରେ ଚିନ୍ତା ବଢାଇଛି ମୌସୁମୀ ବର୍ଷା। ଅତ୍ୟଧିକ ବର୍ଷା ଫଳରେ ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ବନ୍ୟା ହେବା ସହ ୧୦୦ରୁ…

ମହିଳାମାନେ ଟପ୍‌ଲେସ୍‌ ହୋଇ ବୁଲିପାରିବେ: ସମର୍ଥନ କଲେ ଗୃହମନ୍ତ୍ରୀ !

ପ୍ୟାରିସ୍‌, ୨୭।୮: ଫ୍ରାନ୍ସ୍‌ରେ ସମୁଦ୍ର କୂଳରେ ଟପ୍‌ ଲେସ୍‌ ହୋଇ ବୁଲିବା ଆଇନର ଉଲ୍ଲଂଘନ ନୁହେଁ। ଏହା ନାଗରିକ ଅଧିକାର ଅନ୍ତର୍ଗତ। ଏହାକୁ କେହି ବାରଣ କରିପାରିବେ ନାହିଁ। ଫ୍ରାନ୍ସ୍‌ର ଗୃହମନ୍ତ୍ରୀ ଗର୍ଲାଡ ଡାରମାନିନ୍‌ ମହିଳାଙ୍କୁ ସମର୍ଥନ କରି ଏଭଳି କହିଛନ୍ତି।…

ଟ୍ରମ୍ପ୍‌ ପେଚା ଭଳି ଚାଲାକ୍‌: ପ୍ରଶଂସା କରୁ କରୁ ଭୁଲ୍‌ କଲେ ଏହି ମହିଳା…

ଓ୍ବାଶିଂଟନ, ୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜଣେ ଟିଭି ଉପସ୍ଥାପିକା ଟ୍ରମ୍ପ୍‌ଙ୍କୁ ପେଚା ଭଳି ଚାଲାକ୍‌ କହିଛନ୍ତି। ଟାମି ଲେହରନ ନାମକ ଏହି ଟିଭି ଉପସ୍ଥାପିିକା ଟମ୍ପ୍‌ ପ୍ରଶଂସା କରୁ…

ଚାଇନା ବାୟୁସୀମାରେ ଆମେରିକା ଗୁପ୍ତଚର ବିମାନ

ବେଜିଂ, ୨୭।୮: ସମରାଭ୍ୟାସ ବେଳେ ଆମେରିକା ସୈନ୍ୟବାହିନୀର ଏକ ବିମାନ ଚାଇନା ବାୟୁସୀମା ମଧ୍ୟରେ ପ୍ରବେଶ କରିବାରୁ ବେଜିଂ ପ୍ରତିବାଦ ଜଣାଇଛି। ଏଭଳି କାର୍ଯ୍ୟ ଉତ୍ତେଜନା ବଢ଼ାଇବ ଏବଂ ଭୁଲ୍‌ ଆକଳନ କିମ୍ବା ଦୁର୍ଘଟଣା ଘଟାଇପାରେ ବୋଲି ଚାଇନା ପକ୍ଷରୁ ସତର୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri