ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…
ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍ରେ। ଏଠାକାର ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ଏଥିପାଇଁ ସେ ଆଇସୋଲେଶନ ଓ୍ବାର୍ଡରେ ରହୁଥିଲେ। ଏହି ସମୟରେ…
ଚାଇନାକୁ ଟ୍ରମ୍ପ୍ଙ୍କ ଚେତାବନୀ: ଭୋଗିବାକୁ ପଡ଼ିବ କୁକର୍ମର ଫଳ
ଓ୍ବାଶିଂଟନ, ୮।୧୦:କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି ଚାଇନାକୁ କୁକର୍ମର ଫଳ ଭୋଗିବାକୁ ପଡ଼ିବ। ରାଷ୍ଟ୍ର ଉଦ୍ଦେଶ୍ୟରେ ଜାରି ହୋଇଥିବା ୪ ମିନିଟ୍ ୫୩ ସେକେଣ୍ଡର…
କେଶ କାଟି ଫସିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ
ଜେରୁସେଲମ,୬।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ତ୍ରୀ ସାରା ନେତାନ୍ୟାହୁ ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦେଶରେ ଲକ୍ଡାଉନ୍ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ହେୟାର ଡ୍ରେସର୍କୁ ଡକାଇ ଡାକି ସେ କେଶ କାଟିଥିଲେ। ଏହାକୁ ନେଇ ବିରୋଧୀ ତାଙ୍କୁ…
କରୋନା ଲଢ଼େଇ: ଧରାବୀ ମଡେଲକୁ ବିଶ୍ୱବ୍ୟାଙ୍କର ତାରିଫ୍
ଜେନେଭା/ମୁମ୍ବାଇ, ୮।୧୦: ଭାରତରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଛି। ମୁମ୍ବାଇର ଧରାବୀରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରଚଳନ କରାଯାଇଥିବା ମଡେଲକୁ ବିଶ୍ୱବ୍ୟାଭ୍କ ପକ୍ଷରୁ ତାରିଫ୍ କରାଯାଇଛି। ଏସିଆର ବୃହତ୍ତମ ବସ୍ତିରେ କରୋନା ସଂକ୍ରମଣକୁ…
ବାହାରିବ ୧ ଲକ୍ଷ ଟଙ୍କିଆ ନୋଟ୍: ଏଥିରେ ମିଳିବ କେବଳ ୨ କେଜି ଆଳୁ
ଏକଦା ଭେନେଜୁଏଲା ସବୁଠାରୁ ଧନୀ ଦେଶ ତାଲିକାରେ ରହିଥିଲା। କିନ୍ତୁ ଏବେ ଏହି ଦେଶର ମୁଦ୍ରାର ମୂଲ୍ୟ ବହୁତ କମ୍। ତେଣୁ ଏଠାରେ ଏକ କପ୍ ଚା ବା କଫି ପିଇବା ପାଇଁ ବହୁତ ଟଙ୍କା ଦେବାକୁ ପଡ଼ିଥାଏ। ବର୍ତ୍ତମାନ ଏହି…
ରସାୟନ ବିଜ୍ଞାନରେ ୨ ମହିଳାଙ୍କୁ ନୋବେଲ ପୁରସ୍କାର
ଷ୍ଟକହୋମ,୭।୧୦-ରସାୟନ ବିଜ୍ଞାନରେ ୨୦୨୦ ବର୍ଷ ପାଇଁ ୨ ଜଣ ମହିଳାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ଫ୍ରାନ୍ସର ବୈଜ୍ଞାନିକ ଇମାନୁଏଲ କାରପେଣ୍ଟିୟର ଏବଂ ଆମେରିକାର ବୈଜ୍ଞାନିକ ଜେନିଫର ଏ ଡୌଡନା। ଏ ନେଇ ନୋବେଲ ପୁରସ୍କାର ବିତରଣ କମିଟି…
ଚମତ୍କାର: କାଠରୁ ତିଆରି ହେଲା କାଚ, ଯାହା କେବେ ଭାଙ୍ଗିବନି
କାଚ ହେଉ ଅବା ହୃଦୟ, ଏହା ଦିନେ ଭାଙ୍ଗିଯାଏ। ହେଲେ ଏବେ ଏହି କଥାଟି ଭୁଲ ପ୍ରମାଣିତ ହେବାକୁ ଯାଉଛି। ହୃଦୟ ଉପରେ ବୈଜ୍ଞାନିକମାନେ କିଛି କରିପାରିବେ ନାହିଁ, ହେଲେ ଏବେ ସେମାନେ ଏମିତି ଏକ କାଚ ତିଆରି କରିଛନ୍ତି, ଯାହା…
ତ୍ୱଚାରେ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ
ଓ୍ବାଶିଂଟନ, ୭।୧୦: କରୋନା ମହାମାରୀ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ତ୍ୱଚାରେ କରୋନା ଭୂତାଣୁ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ତେବେ ଏହାଦ୍ୱାରା ଫୁସଫୁସ୍ ପ୍ରତି କୌଣସି…
କରୋନା କାଳରେ ନିଆରା ବିବାହ: ଅମ୍ବାନୀ ପରିବାରକୁ ପଛରେ ପକାଇଲେ ଏହି ନବ ଦମ୍ପତି
ଅନେକ ପ୍ରକାରର ବିବାହ ଆମେ ଦେଖୁଛୁ। ତେବେ ସେଲିବ୍ରିଟିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଅମ୍ବାନୀ ପରିବାରର ବିବାହ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲା। ହେଲେ ଆଜି ଆମେ ଯେଉଁ ବିବାହ ବିଷୟରେ କହିବାକୁ ଯାଉଛୁ ତାହା ଶୁଣିବା ପରେ ସବୁକିଛି…
ପାକିସ୍ତାନରେ ଖାଇବାକୁ ମିଳିବନି ରୁଟି: ଗହମ କିଲୋ ଟପିଲା ୬୦
ଇସଲାମାବାଦ, ୭।୧୦: ଆଗକୁ ପାକିସ୍ତାନରେ ଲୋକଙ୍କୁ ଖାଇବାକୁ ରୁଟି ମିଳିବନି। ଏନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ଇତିମଧ୍ୟରେ ଗହମ କିଲୋ ପିଛା ଦାମ ୬୦ ଟଙ୍କା ଟପିଛି। ଗହମ ଦାମ ଅତୀତର ସମସ୍ତ ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ…
ଖୋଲା ଗଲା ୨,୫୦୦ ବର୍ଷ ପୁରୁଣା ମମି
କାଏରୋ, ୭।୧୦: ମିଶରରେ ଏକ ୨,୫୦୦ ବର୍ଷ ପୁରୁଣା ମମିକୁ ଖୋଲା ଯାଇଛି। ସ୍ଥାନୀୟ ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁରାତନ ମମିକୁ ଖୋଲା ଯାଇଛି। ଲୋକଙ୍କ ଉପସ୍ଥିତିରେ ଏହାକୁ ଖୋଲା ଯାଇଛି। ଏବେ ଏହାର ୨୧ ସେକେଣ୍ଡର ଏକ…
କରୋନା ସମୟରେ ସନ୍ତାନ ପ୍ରସବ କଲେ ମିଳିବ ଟଙ୍କା
କରୋନା ଜୀବାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଏହି ପରିସ୍ଥିତିରେ, ଏମିତି ଏକ ଦେଶ ଅଛି, ଯେଉଁଠି ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନେଇଛି। ମହାମାରୀ ସମୟରେ ଲୋକେ ମାତାପିତା ନିଷ୍ପତ୍ତିକୁ ସ୍ଥଗିତ ରଖିଥିବାରୁ ସରକାର…
Archives


