ଶୀଘ୍ର କରୋନା ଟିକା ପାଇବାକୁ ଇସ୍ରାଏଲ ଦେଲା ଦୁଇଗୁଣା ଅର୍ଥ
ଲଣ୍ଡନ,୧୦ ।୧: କରୋନା ମହାମାରୀଠାରୁ ରକ୍ଷା ପାଇବାକୁ ଏବେ ସମସ୍ତଙ୍କ ନଜର ଭ୍ୟାକ୍ସିନ ଉପରେ । ଜଣାପଡିଛି କି କରୋନା ଟିକାକରଣ ମାମଲାରେୀ ଏବେ ଇସାଏଲ ସାରା ବିଶ୍ୱରେ ସବୁଠାରୁ ଆଗରେ ରହିଛି । ଇସ୍ରାଏଲ ୨୦ ଦିନରେ ନିଜ ଜନସଂଖ୍ୟାର…
ଚାଇନାକୁ ଘେରିଲେ ଆମେରିକା-ବ୍ରିଟେନ୍-ଅଷ୍ଟ୍ରେଲିଆ-କାନାଡ଼ା
ଓ୍ବାଶିଂଟନ,୧୦।୧: ହଂକଂରେ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତ ୫୫ ଜଣ ନେତା ଏବଂ ସାମାଜିକକର୍ମୀଙ୍କୁ ଚାଇନା ଗିରଫ କରିଛି। ଏହାକୁ ନେଇ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଏବଂ କାନାଡ଼ା ଚାଇନାକୁ ଘେରିବା ଆରମ୍ଭ କରିଛନ୍ତି। ଚାଇନାର ଏଭଳି ପଦକ୍ଷେପକୁ କଡ଼ାସ୍ବରରେ ନିନ୍ଦା…
ସାରା ରାତି ଅନ୍ଧାରରେ ପାକିସ୍ତାନ
ଇସଲାମାବାଦ୍,୧୦।୧: ପାକିସ୍ତାନ ଶନିବାର ରାତି ସାରା ଅନ୍ଧାରରେ ରହିଛି। ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜଧାନୀ ଇସଲାମାବାଦଠାରୁ ଆରମ୍ଭ କରି ଲାହୋର, ପେଶଓ୍ବର, ରାଓ୍ବଲପିଣ୍ଡି ଏବଂ କରାଚି ଆଦି ଦେଶର ସମସ୍ତ ସହର ବାସିନ୍ଦା…
ପରମାଣୁରେ ପ୍ରତିଶୋଧ ଆଶଙ୍କା
ଓ୍ବାଶିଂଟନ୍, ୧୦ା୧: ସତ୍ତା ଲୋଭରେ ସୀମା ଟପିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିର ଖଳନାୟକ ଆଖ୍ୟା ପାଇସାରିବା ପରେ ବି ବଦଳୁନି ତାଙ୍କ ମାନସିକତା। ଜନମତ ସ୍ବୀକାର କରି ନ ପାରି ଜଣେ ରାଷ୍ଟ୍ରପତିଙ୍କ ହିଂସା ସୃଷ୍ଟି…
ହ୍ବାଇଟ୍ ହାଉସ୍ରେ ସାବ୍ରିନା ସିଂ
ଓ୍ବାଶିଂଟନ୍, ୧୦ା୧: ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସାବ୍ରିନା ସିଂ। ହାରିସ୍ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କ୍ୟାମ୍ପେନିଂରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ…
ଇଣ୍ଡୋନେସିଆ ବିମାନ ଦୁର୍ଘଟଣା
ଜାକର୍ତ୍ତା, ୧୦।୧: ଇଣ୍ଡୋନେସିଆର ଶ୍ରୀଓ୍ବିଜୟ ଏୟାର ପାସେଞ୍ଜର ଜେଟ୍ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ବିମାନର ଭଗ୍ନାବଶେଷ ମିଳିବା ପରେ ନୌସେନା ଜାହାଜ ସେଠାକୁ ପଠାଯାଇଛି। ୬୨ ଲୋକଙ୍କୁ ନେଇ ଯାଉଥିବା ଫ୍ଲାଇଟ୍ ଏସ୍ଜେ ୧୮୨ ବିମାନବନ୍ଦରଠାରୁ ୨୦ କିଲୋମିଟର…
ଇସ୍ତଫା ନ ଦେଲେ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ: ନାନ୍ସି ପିଲୋସି
ଓ୍ବାଶିଂଟନ,୯।୧: ଇସ୍ତଫା ନ ଦେଲେ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ ଅଫ ରିପ୍ରେଜେନ୍ଟେଟିଭ୍ସ’ର ବାଚସ୍ପତି ନାନ୍ସି ପିଲୋସି କହିଛନ୍ତି। ଏକ ବିବୃତିରେ ପିଲୋସି କହିଛନ୍ତି, ରାଷ୍ଟ୍ରପତି ତୁରନ୍ତ ଇସ୍ତଫା ଦେବେ ବୋଲି ସଦସ୍ୟମାନଙ୍କର…
ଉଡ଼ାଣର କିଛି ସମୟ ମଧ୍ୟରେ ଇଣ୍ଡୋନେସିଆ ବିମାନ ନିଖୋଜ
ଜାକର୍ତ୍ତା,୯।୧: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ସୋଏକର୍ନହାଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ବିମାନ ଉଡ଼ାଣ କରିବା ପରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ତେବେ ଜାକର୍ତ୍ତାରୁ ପୋଣ୍ଟିଆନକ୍ ଅଭିମୁଖେ ଯାତ୍ରା କରୁଥିବା ବୋଇଂ ୭୩୭-୫୦୦ ‘କ୍ଲାସିକ’ ବିମାନକୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି।…
ଟ୍ରମ୍ପ୍ଙ୍କ ଟୁଇଟର ଆକାଉଣ୍ଟ୍ ଉପରେ ସ୍ଥାୟୀ ପ୍ରତିବନ୍ଧକ
ଓ୍ବାଶିଂଟନ,୯।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟୁଇଟର ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଟୁଇଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକାଉଣ୍ଟ୍ରେ ଟ୍ରମ୍ପ୍ ୫୭୦୦୦ ଟୁଇଟ୍ କରିଥିଲେ। ଆଇନର ଉଲ୍ଲଂଘନ କରାଯାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ…
କରୋନା ଟିକା ପାଇଁ ମୋଦିଙ୍କୁ ପତ୍ର ଲେଖିଲେ ବ୍ରାଜିଲ ରାଷ୍ଟ୍ରପତି
ବ୍ରାସିଲିୟା,୯ ।୧: ଭାରତରେ ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯିବା ପରେ ଏବେ ଖୁବଶୀଘ୍ର କରୋନା ଟିକାକରଣ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି । ଇତିମଧ୍ୟରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ପ୍ରଧାନମନ୍ତ୍ରୀ…
କ୍ଷମା ତାଲିକାରେ ରହିପାରନ୍ତି ଟ୍ରମ୍ପ୍
ଓ୍ବାଶିଂଟନ, ୯।୧(ପି.ଟି.):ଆମେରିକାର ଗଣତନ୍ତ୍ର ଇତିହାସରେ ବୁଧବାର ରାତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲା। ନିର୍ବାଚନ ହାରିବା ସତ୍ତ୍ୱେ କ୍ଷମତା ମୋହ ଛାଡ଼ିପାରି ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୬ ତାରିଖ ରାତିରେ କ୍ୟାପିଟୋଲ ବିଲ୍ଡି (ଆମେରିକୀୟ ସଂସଦ ଭବନ)ରେ…
ଚାକିରି ହରାଉଛନ୍ତି କ୍ୟାପିଟୋଲ ଦଙ୍ଗାକାରୀ
ଓ୍ବାଶିଂଟନ,୮।୧: ଆମେରିକାର କ୍ୟାପିଟୋଲ ଦଙ୍ଗାରେ ଭାଗ ନେଇଥିବା ଦଙ୍ଗାକାରୀଙ୍କୁ ଗୋଟି ଗୋଟି କରି ଚିହ୍ନଟ କରାଯାଉଛି। ଆଉ ଚାକିରିରୁ ବିଦା କରାଯାଉଥିବା ଦର୍ଶାଇଛି ସିଏନ୍ଏନ୍ର ଏକ ରିପୋର୍ଟ। ଉକ୍ତ ରିପୋର୍ଟ ଅନୁଯାୟୀ, ଦଙ୍ଗାରେ ଭାଗ ନେଇଥିବା କର୍ମଚାରୀଙ୍କୁ ଛଟେଇ କରିଛି…
Archives


