ଅନ୍ତର୍ଜାତୀୟ

ଫଳ ଝୁଲାଇଲା ଝୁଲା ରାଜ୍ୟ

ଓ୍ବାଶିଂଟନ,୫ା୧୧(ପି.ଟି./ଆଇଏଏନ୍‌ଏସ୍‌): ଆମେରିକାରେ ଭୋଟ ଗଣତି ଜାରି ରହିଥିବାରୁ ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ କିଏ ବିଜୟୀ ହେବେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ତେବେ ଉଭୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଗୁରୁତ୍ୱପୂର୍ଣ୍ଣ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଚାଲିଛି ଗଣତି, ଟ୍ରମ୍ପ୍‌-ବାଇଡେନ କଡ଼ା ଟକ୍କର

ଓ୍ବାଶିଂଟନ,୪ା୧୧: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ସେନେଇ ସମଗ୍ର ବିଶ୍ୱବାସୀଙ୍କ ନଜର ରହିଛି। ଆମେରିକାରେ ରାଷ୍ଟ୍ରପତି ହେବା ପାଇଁ ମୋଟ୍‌ ୨୭୦ ଇଲେକ୍ଟୋରାଲ ଭୋଟ୍‌ ଆବଶ୍ୟକ। ତେବେ ଏନେଇ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନଙ୍କ ମଧ୍ୟରେ କଡ଼ା ଟକ୍କର…

କେବଳ ମାଛର ଲାଞ୍ଜ ରୋକିଦେଲା ଏତେବଡ଼ ଦୁର୍ଘଟଣା, ଜାଣନ୍ତୁ କେମିତି

ନେଦରଲ୍ୟାଣ୍ଡରେ ସ୍ପିଗେନାକିସ ସହରରରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ମେଟ୍ରୋ ଟ୍ରେନ ଅନିୟନ୍ତ୍ରିତ ହୋଇ ବାରିୟର ଭାଙ୍ଗି ଷ୍ଟେଶନରୁ ବାହାରି ଯାଇଥିଲା। ମାତ୍ର ତାହା ସେଠାରେ ଥିବା ବଡ଼ ହ୍ବେଲ ମାଛର ଲାଞ୍ଜରେ ଲାଗି ଝୁଲି…

କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ

କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି, ୟୁକେର ୱର୍କେଷ୍ଟେରେଶର୍‌ ରୟାଲ ହସ୍ପିଟାଲର ଡାକ୍ତରମାନେ। ଇସୋବେଲ୍‌ ଫ୍ଲେକ୍‌ଚର ନାମକ ପାଞ୍ଚ ବର୍ଷର ଜଣେ…

ନାସାକୁ ସଫଳତା: ୭ ମାସ ଧରି ନିଖୋଜ ଥିବା ୪୩ ବର୍ଷ ପୁରୁଣା ମହାକାଶ ଯାନ ସହିତ ସମ୍ପର୍କ ସ୍ଥାପନ

ଓ୍ବାଶିଂଟନ,୪।୧୧: ନାସାକୁ ବଡ଼ ସଫଳତା ମିଳିଛି। ଗତ ୭ ମାସ ଧରି ନିଖୋଜ ହୋଇ ଯାଇଥିବା ୪୩ ବର୍ଷ ପୁରୁଣା ମହାକାଶ ଯାନ ଭୟୋଗର-୨ ସହିତ ନାସା ସମ୍ପର୍କ ସ୍ଥାପନ କରିବାକୁ ସକ୍ଷମ ହୋଇଛି। ଏବେ ଏହା ପୃଥିବୀଠାରୁ ୧୮୬୬ କୋଟି…

ନେପାଳରେ ସେନା ମୁଖ୍ୟ: ଓଲିଙ୍କୁ ଭେଟିବେ

ନୂଆଦିଲ୍ଲୀ/କାଠମାଣ୍ଡୁ,୪।୧୧: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ବୁଧବାର ୩ ଦିନିଆ ଗସ୍ତରେ ନେପାଳରେ ପହଞ୍ଚିଛନ୍ତି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବାହ୍ନ ୧୧ଟା ୩୦ରେ ସେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ନେପାଳ ସୈନ୍ୟ ବାହିନୀ…

କିନ୍ନର ସରାହ ମକବ୍ରାଇଡ୍‌ ହେବେ ଆମେରିକାର ପ୍ରଥମ ସିନେଟ୍‌ ସଦସ୍ୟା

ଓ୍ବାଶିଂଟନ,୪।୧୧: ଆମେ ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ପାଇଁ ଜଣେ ଜଣେ କିନ୍ନର ସିନେଟ୍‌ ସଦସ୍ୟା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ସରାହ ମକବ୍ରାଇଡ୍‌। ମକବ୍ରାଇଡ୍‌ ଡେଲାଓ୍ବେୟରରୁ ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଷ୍ଟିଭ୍‌…

ହ୍ବାଇଟ୍‌ ହାଉସ୍‌ ବାହାରେ ଫୁଟିଲା ଗୁଳି: ଟମ୍ପ୍‌ଙ୍କ ସମର୍ଥକ-ବିଏଲ୍‌ଏମ୍‌ ପ୍ରଦର୍ଶନକାରୀ ମୁହାଁମୁହିଁ

ଓ୍ବାଶିଂଟନ,୪।୧୧: ଆମେ ରାଷ୍ଟ୍ରପତି ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ବାହାରେ ଗୁଳି ଫୁଟିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ଏବଂ ବ୍ଲାକ୍‌ ଲାଇଭ୍ସ୍‌ ମ୍ୟାଟର( ବିଏଲ୍‌ଏମ) ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଛନ୍ତି। ଦୁଇପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା କୁହାଯାଉଛି।…

ମ୍ୟାଜିକ୍‌ ନମ୍ବର ମୁହାଁ ବାଇଡେନ୍‌

ଓ୍ବାଶିଂଟନ,୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ଇତିମଧ୍ୟରେ ୫୦ ରାଜ୍ୟ ମଧ୍ୟରୁ ୪୧ ରାଜ୍ୟର ଫଳାଫଳ ମିଳିଛି। ମିଳିଥିବା ଫଳାଫଳ ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପଛରେ ପକାଇ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଆଗୁଆ…

ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚାଇନା ନିକଟରେ ଏକପ୍ରକାର ଆତ୍ମସମର୍ପଣ କରିଥିବା ଦେଖାଯାଇଛି। ସଂକ୍ରମଣ ଆରମ୍ଭ…

ନିଷ୍ପତ୍ତି ନେଲା ଆମେରିକା

ଓ୍ବାଶିଂଟନ/ନ୍ୟୁୟର୍କ,୪ା୧୧: ଆମେରିକାରେ ବହୁ ପ୍ରତୀକ୍ଷିତ ଚତୁଃ ବାର୍ଷିକ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରିପବ୍ଲିକାନ୍‌ ପାର୍ଟିରୁ ପ୍ରେସିଡେନ୍ସିଆଲ ନୋମିନି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଥରେ ଭାଗ୍ୟ ପରୀକ୍ଷା କରୁଥିବାବେଳେ ତାଙ୍କ ବିପକ୍ଷରେ ଚ୍ୟାଲେଞ୍ଜର ରୂପେ ଉଭା ହୋଇଛନ୍ତି…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜୋ ବାଇଡେନ ଆଗରେ

ଓ୍ବାଶିଂଟନ୍‌,୪।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଡେମୋକ୍ରାଟ୍ସ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଅଗ୍ରଣୀ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡିଯାଇଛନ୍ତି। ବାଇଡେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri