ଟ୍ରମ୍ପଙ୍କୁ ଆଉ ଏକ ସୁପର୍ ଝଟ୍କା
ଓ୍ବାଶିଂଟନ୍,୬।୧୧: ଆମେରିକାରେ ମତଦାନର ଦୁଇ ଦିନ ପରେ ମଧ୍ୟ ରାଷ୍ଟ୍ରପତି ପଦବୀ ପାଇଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ଭୋଟ ଗଣତି ମଧ୍ୟରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ୨୫୩ ଭୋଟ ସହ ଆଗରେ ଅଛନ୍ତି। ଏଥି ସହିତ ବର୍ତ୍ତମାନର ରାଷ୍ଟ୍ରପତି ତଥା…
ଟ୍ରମ୍ପ୍ ସମର୍ଥକଙ୍କ ସଶସ୍ତ୍ର ବିକ୍ଷୋଭ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟଗଣତି ଜାରି ରହିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାୟ ୨୦୦ ସମର୍ଥକ ଆରିଜୋନାର ଏକ ଭୋଟ କେନ୍ଦ୍ରରେ ବୁଧବାର ରାତିରେ ସଶସ୍ତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାସ୍କ ନ ପିନ୍ଧି ସେମାନେ ହାତରେ ରାଇଫଲ ଓ ହ୍ୟାଣ୍ଡଗନ୍…
୧୩ ଭାରତୀୟ ବଂଶୋଦ୍ଭବ ଜିତିଲେ
ଆମେରିକାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିର୍ବାଚନରେ ୫ ମହିଳାଙ୍କ ସମେତ ୧୨ରୁ ଅଧିକ ଭାରତୀୟ-ଆମେରିକୀୟ ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍କୁ ୪ ଭାରତୀୟ-ଆମେରିକୀୟ ପୁନଃ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ଡ. ଆମି ବେରା, ପ୍ରମିଳା ଜୟପାଲ, ରୋ…
ଓବାମାଙ୍କ ଉପରାଷ୍ଟ୍ରପତି
ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଥିବା ଜୋ ବାଇଡେନ୍ଙ୍କ ପୂରାନାମ ଜୋସେଫ୍ ରୋବିନେଟ୍ଟେ ବାଇଡେନ୍ ଜୁନିୟର। ୧୯୪୨ ନଭେମ୍ବର ୨୦ରେ ଜନ୍ମିତ ଏହି ରାଜନେତା ବାରାକ୍ ଓବାମା ପ୍ରଶାସନରେ ୨୦୦୯ରୁ ୨୦୧୭ ଉପରାଷ୍ଟ୍ରପତି ଥିଲେ। ଡେମୋକ୍ରାଟିକ ପାର୍ଟର ସଦସ୍ୟ ଭାବେ…
ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା
ବିଶ୍ୱର ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେବା କେବଳ ମର୍ଯ୍ୟାଦାଜନକ ନୁହେଁ, ଏଥିସହିତ ପର୍ଯ୍ୟାପ୍ତ ସୁବିଧା ଓ ଲାଭ ମିଳିଥାଏ। ରାଷ୍ଟ୍ରପତିଙ୍କୁ ୪ ଲକ୍ଷ ଡଲାର ବାର୍ଷିକ ବେତନ, ବାସଭବନ ସାଙ୍ଗକୁ ବ୍ୟକ୍ତିଗତ ବିମାନ ଓ ହେଲିକପ୍ଟର ଯୋଗାଇ ଦିଆଯାଇଥାଏ।…
ଟ୍ରମ୍ପ୍ ଯୁଗର ଅବସାନ
ଓ୍ବାଶିଂଟନ,୬ା୧୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଡେମୋକ୍ରାଟିକ୍ ଚ୍ୟାଲେଞ୍ଜର ଜୋଶେଫ୍ ଆର୍ ବାଇଡେନ୍ ଜୁନିୟରଙ୍କଠାରୁ ପରାସ୍ତ ହୋଇଛନ୍ତି। ସମ୍ପୂର୍ଣ୍ଣ ଫଳାଫଳ ଆସିବା ବାକି ଥିଲେ ମଧ୍ୟ ଟ୍ରମ୍ପ୍ ଯେଉଁ ସ୍ଥିତିରେ ରହିଛନ୍ତି, ସେଠାରୁ ଉଠି ନିର୍ବାଚନ ଜିତିବା ଏକପ୍ରକାର ଅସମ୍ଭବ ମନେହେଉଛି।…
ବିଜୟ ପଥେ ବାଇଡେନ୍
ଓ୍ବାଶିଂଟନ/ନ୍ୟୁୟର୍କ,୫ା୧୧-ହ୍ବାଇଟ୍ ହାଉସ୍ ଦୌଡ଼ରେ କିଏ ଜିତିବ ତାକୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି। ଭୋଟ ଗଣତିର ଦ୍ୱିତୀୟ ଦିନରେ ବାଇଡେନ୍ ବିଜୟର ଧାରା ଅବ୍ୟାହତ ରଖି ବିଶ୍ୱର ସବୁଠୁ ହାଇପ୍ରୋଫାଇଲ୍ ଅଫିସ୍ ପଥରେ ଅଗେଇ ଚାଲିଛନ୍ତି। ରାଷ୍ଟ୍ରପତି ପଦରେ…
ମେୟର ଭାବେ ନିର୍ବାଚିତ ହେଲା କୁକୁର
ଓ୍ବାଶିଂଟନ,୫।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଏଠାକାର ସହରରେ ମେୟର ନିର୍ବାଚନ ମଧ୍ୟ କରାଯାଇଛି। କେଣ୍ଟୁକି ସହରରେ ମେୟର ଭାବେ ଏକ କୁକୁରକୁ ନିର୍ବାଚିତ କରାଯାଇଛି। ଏହି କୁକୁର ନାମ ଓ୍ବିଲବର…
ବିନା ପୋଷାକରେ ବିମାନ ଯାତ୍ରା କଲେ ଏହି ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ମସ୍କୋ,୫ା୧୧: ବିମାନଯାତ୍ରା ସମୟରେ ଅନେକ ଅଜବ କଥା ସବୁ ଦେଖିଥିବେ ବା ଶୁଣିଥିବେ। ମାତ୍ର ଆଜି ଏମିିତି ଏକ ଘଟଣା ଜଣାଇବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ବିମାନଯାତ୍ରୀ ଉଲଗ୍ନ ହୋଇ ଯାତ୍ରା କରିଥିଲେ। ଏହି ଘଟଣା ମସ୍କୋରେ ଦେଖିବାକୁ…
ଗିଲଗିଟ୍-ବଲ୍ଟିସ୍ତାନକୁ ନେଇ ମୁହଁ ଖୋଲିଲା ଡ୍ରାଗନ
ବେଜିଂ,୫।୧୧: ପାକିସ୍ତାନରେ ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଥିଲା। ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ ଭାରତର କିଛି ଅଞ୍ଚଳରେ ବେଆଇନ…
ଜାତିସଂଘରେ ଭାରତର ପ୍ରସ୍ତାବକୁ ସମର୍ଥନ: ଆତଙ୍କବାଦ ବିରୋଧରେ ୭୫ ଦେଶ ଏକଜୁଟ
ଜେନେଭା,୫।୧୧: ଆତଙ୍କବାଦ ବିରୋଧରେ ଜାତିସଂଘରେ ଭାରତକୁ ବଡ଼ ସଫଳତା ମିଳିଛି। ଭାରତ ପକ୍ଷରୁ ଜାତିସଂଘ ବାର୍ଷିକ ବୈଠକରେ ଆଗତ କରାଯାଇଥିବା ଏସମ୍ପର୍କିତ ପ୍ରସ୍ତାବକୁ ୭୫ରୁ ଅଧିକ ଦେଶ ସମର୍ଥନ କରିଛନ୍ତି। ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍.ତିରୁମୂର୍ତ୍ତି ସୂଚନା…
ରେକର୍ଡ ଭାଙ୍ଗିଲା ଆମେରିକା: ୧୨୦ ବର୍ଷ ମଧ୍ୟରେ ହୋଇଛି ସର୍ବାଧିକ ମତଦାନ
ୱାଶିଂଟନ,୫ ।୧୧: ଏଥର ଆମେରିକାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଭୋଟରଙ୍କ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏମିତିକି ଗତ ୧୨୦ ବର୍ଷର ରେକର୍ଡକୁ ଏଥର ଭାଙ୍ଗି ଦେଇଛନ୍ତି ଆମେରିକାବାସୀ । ପ୍ରତିଥର ଆମେରିକାରେ ପ୍ରାୟ ୫୦-୬୦ ପ୍ରତିଶତ ମତଦାନ…
Archives


