୧୦୦ ଫୁଟ ଉପରୁ ହଠାତ୍‌ ଖସିପଡ଼ିଲା ବାଲକୋନି, ତଳେ ଥିଲେ ମହିଳା; ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୨।୫: ରୁଷିଆର ଏକ ବହୁତଳ ପ୍ରାସାଦର ବାଲକୋନି ଖସିପଡ଼ିଛି। ଠିକ୍‌ ଏହି ସମୟରେ ତଳେ ଠିଆ ହୋଇଥିବା ଦୁଇ ମହିଳା ପ୍ରାଣ ବିକଳରେ ଦୌଡ଼ିଥିଲେ। ସିସିଟିଭିରେ କଏଦର ହୋଇଥିବା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।

ଭିଡଓରେ ଦେଖିବାକୁ ମିଳିଛ, ଦୁଇ ମହିଳା କୋଠା ସାମ୍ନାରେ ଥିବା ଶିଡ଼ି ଚଢୁଛନ୍ତି। ଯେମିତି ଘରର ଦ୍ୱାରମୁହଁରେ ପହଞ୍ଚିଛନ୍ତି, ଠିକ୍‌ ସେହି ସମୟରେ ଉପରୁ ବାଲ୍‌କୋନି ସ୍ଲାବ୍‌ ଖସିଲା। ଦୁଇ ମହିଳା ଏହା ଜାଣିପାରି ତୁରନ୍ତ ଦୌଡ଼ି ପଳାଇଥିଲେ। ଜଣେ ମହିଳାଙ୍କ ଗୋଡ଼ରେ ଏହି ସ୍ଲାବ୍‌ ପଡ଼ିଥିଲା। ମାତ୍ର ସେ ଏହାକୁ ପାଦରେ ଠେଲି ଦେଇ ଦୌଡ଼ି ପଳାଇଥିଲେ। ସୌଭାଗ୍ୟ ବଶତଃ ଉଭୟ ମହିଳା ବଞ୍ଚି ଯାଇଛନ୍ତି। ୧୦୦ ଫୁଟ ଉପରୁ ଏହି ସ୍ଲାବ୍‌ ପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଲୁଚାଉଛି କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ, ୩୦।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଜୋ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଏଥିରେ...

ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି।...

ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି...

ବିଜୟ ଆଉ ପାଦେ

ଓ୍ବାଶିଂଟନ,୭ା୧୧: ୭୭ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଏବେ ହ୍ବାଇଟ୍‌ ହାଉସ୍‌ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଆରିଜୋନା ଓ ଜର୍ଜିଆ ଭଳି ବ୍ୟାଟଲଗ୍ରାଉଣ୍ଡ...

ବୋକୋ ହାରାମ ଆତଙ୍କବାଦୀଙ୍କ ନିର୍ଯାତନା: ଦିନରେ ୨ ଥର ମାଡ଼,ଥରେ ଖାଦ୍ୟ

ଆବୁଜା,୧୯।୧୨: ନାଇଜେରିଆର ସେକେଣ୍ଡାରୀ ସ୍କୁଲରୁ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୩୪୪ ଶିକ୍ଷାର୍ଥୀ ଏବେ ଘରକୁ ଫେରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦେଇଥିବା ନିର୍ଯାତନ...

ଖୁସି ଖବର: ୧୫୦ ବର୍ଷ ପରେ ଫେରିଲା ଏହି ବିଲୁପ୍ତ କୀଟ

ମହାମାରୀ କରୋନା ମଧ୍ୟରେ ବ୍ରିଟେନରୁ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ବ୍ରିଟେନର ବିରଳ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପୁଣିଥରେ ଦେଖିବାକୁ ମିଳିଛି।...

ମୁମ୍ବାଇକୁ ଅନ୍ଧାର କରିଥିଲା ଚାଇନା

ଓ୍ବାଶିଂଟନ୍‌, ୨ା୩ :ଚାଇନା ଟାର୍ଗେଟରେ ଭାରତର ଶକ୍ତି କ୍ଷେତ୍ର। ସାରା ଦେଶକୁ ଅନ୍ଧାର କରିବା ପାଇଁ ବେଜିଂ କରିଚାଲିଛି ସାଇବର ଆକ୍ରମଣ। ଗତ ବର୍ଷ ଲଦାଖ...

ଭାରତର ବିଜୟକୁ ନେଇ କ’ଣ ବୁଝିଲେ ତୈମୁର

ଲଣ୍ଡନ,୧୭।୬: ସୈଫ ଅଲ୍ଲି ଖାଁ ଓ କରୀନା କପୁର ଖାଁଙ୍କ ଲାଡ୍‌ଲା ତୈମୁର ଅଲ୍ଲି ଖାଁ ଇଣ୍ଟରନେଟରେ ଏବେ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ...

Advertisement


Archives

Model This Week

Why Dharitri