୧୦୦ ଫୁଟ ଉପରୁ ହଠାତ୍‌ ଖସିପଡ଼ିଲା ବାଲକୋନି, ତଳେ ଥିଲେ ମହିଳା; ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୨।୫: ରୁଷିଆର ଏକ ବହୁତଳ ପ୍ରାସାଦର ବାଲକୋନି ଖସିପଡ଼ିଛି। ଠିକ୍‌ ଏହି ସମୟରେ ତଳେ ଠିଆ ହୋଇଥିବା ଦୁଇ ମହିଳା ପ୍ରାଣ ବିକଳରେ ଦୌଡ଼ିଥିଲେ। ସିସିଟିଭିରେ କଏଦର ହୋଇଥିବା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।

ଭିଡଓରେ ଦେଖିବାକୁ ମିଳିଛ, ଦୁଇ ମହିଳା କୋଠା ସାମ୍ନାରେ ଥିବା ଶିଡ଼ି ଚଢୁଛନ୍ତି। ଯେମିତି ଘରର ଦ୍ୱାରମୁହଁରେ ପହଞ୍ଚିଛନ୍ତି, ଠିକ୍‌ ସେହି ସମୟରେ ଉପରୁ ବାଲ୍‌କୋନି ସ୍ଲାବ୍‌ ଖସିଲା। ଦୁଇ ମହିଳା ଏହା ଜାଣିପାରି ତୁରନ୍ତ ଦୌଡ଼ି ପଳାଇଥିଲେ। ଜଣେ ମହିଳାଙ୍କ ଗୋଡ଼ରେ ଏହି ସ୍ଲାବ୍‌ ପଡ଼ିଥିଲା। ମାତ୍ର ସେ ଏହାକୁ ପାଦରେ ଠେଲି ଦେଇ ଦୌଡ଼ି ପଳାଇଥିଲେ। ସୌଭାଗ୍ୟ ବଶତଃ ଉଭୟ ମହିଳା ବଞ୍ଚି ଯାଇଛନ୍ତି। ୧୦୦ ଫୁଟ ଉପରୁ ଏହି ସ୍ଲାବ୍‌ ପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଇଜ କେନାଲରେ ୨ ଟ୍ୟାଙ୍କର୍‌ ମୁହାଁମୁହିଁ …

କାହିରା,୨୩।୮: ଇଜିପ୍ଟର ସୁଇଜ କେନାଲରେ ସିଙ୍ଗାପୁରରୁ ଯାଇଥିବା ବିଡବ୍ଲୁ ଲେସମେସ ଏବଂ କେମାନ ଦ୍ୱୀପପୁଞ୍ଜରୁ ଆସିଥିବା ଟ୍ୟାଙ୍କର୍‌ ମୁହାଁମୁହିଁ ହୋଇଛନ୍ତି। ବୁଧବାର ସକାଳେ ଜାହାଜ ଟ୍ରାକିଂ...

ସାବଧାନ ! ଭାକ୍ସିନ୍‌ ମିକ୍ସିଂ ହେବ ଭୟଙ୍କର, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା,୧୩।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ରୋଗ...

ଚାଇନାକୁ ପୁଣି ଫେରିଲା କରୋନା ମହାମାରୀ, ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ମାର୍କେଟ ଅସ୍ଥାୟୀ ଭାବେ ବନ୍ଦ

ବେଜିଂ,୩୦ ।୮: ପୁଣିଥରେ ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଶେନଝେନର ହୁଆକିୟାଂଗବେଇ ସ୍ଥିତ ବିଶ୍ୱର ସବୁଠାରୁ...

ମଙ୍ଗଳ -୨୦୨୦ ରୋଭର୍‌ର ‘ଆଏ’ ଟେଷ୍ଟ କଲା ନାସା

ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି।...

ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୫ ମୃତ

ଓ୍ବାଶିଂଟନ,୧୧ା୬: ଆମେରିକାର ମେରାଇନ କର୍ପ୍ସ କାଲିଫର୍ନିଆର ମରୁଭୂମିରେ ଟ୍ରେନିଂ ସମୟରେ ଓସପ୍ରେ ଟିଲ୍ଟ୍ରୋଟୋର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରାଣ...

ଆର୍ମି ହସ୍ପିଟାଲରେ ଟ୍ରମ୍ପ

ୱାଶିଂଟନ,୪ା୧୦: କୋଭିଡ୍‌ରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଓ୍ବାଂଶିଟନ ବାହାରେ ଥିବା ଓ୍ବାଲ୍ଟର ରିଡ୍‌ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର...

ଜାପାନରେ ଭୂକମ୍ପ

ଟୋକିଓ,୧୩।୨: ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି।  ଫୁକୁସିମା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ...

ବିଦେଶ ଯିବାକୁ ଶରିଫଙ୍କୁ ମିଳିଲା ଅନୁମତି

ଲାହୋର,୧୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଚିକିତ୍ସା ଲାଗି ବିଦେଶ ଯିବାକୁ ଲାହୋର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୪ ସପ୍ତାହ...

Advertisement
Archives

Model This Week