ଲେଡି ଗାଗାଙ୍କ କୁକୁର ଅପହରଣ : ୫ ଗିରଫ

ଲସ୍‌ ଏଞ୍ଜେଲ୍ସ,୧।୫ : ଅନ୍ତର୍ଜାତୀୟ ଗାୟକ ଲେଡି ଗାଗାଙ୍କ କୁକୁରକୁ ଅପହରଣ ଘଟଣାରେ ଲସ୍‌ ଏଞ୍ଜେଲ୍ସ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଜେମ୍ସ ଜ୍ୟାକସନ (୧୮), ଜେଲିନ ହ୍ବାଇଟ୍‌ (୧୯) ଓ ଲାଫାଏଟ ଓ୍ବାଲେ (୨୭) କୁକୁରକୁ ଅପହରଣ କରି ନେଇଥିଲେ।

ଗତ ଫେବୃୟାରୀରେ ଫିଶ୍ଚର ଲେଡି ଗାଗାଙ୍କ ଅନ୍ୟ ୩ କୁକୁର ସହ ବୁଲୁୁଥିଲା। କୁକୁରଙ୍କୁ ଚୋରି କରିବାକୁ ଉଦ୍ୟମ କରିଥିଲେ ଦୁଇ ବ୍ୟକ୍ତି। ଫିଶ୍ଚର ଆକ୍ରମଣରେ ଜଣେ ଅଭିଯୁକ୍ତ ଆହତ ହେବା ପରେ ଅନ୍ୟ ଜଣେ ଗୁଳି କରିଥିଲେ। ଏହାପରେ ୩ ମଧ୍ୟରୁ ୨ କୁକୁରକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ଗୁରୁତର ଆହତ ଫିଶ୍ଚରକୁ ଭର୍ତ୍ତି କରାଯାଇଥିଲା ପଶୁ ଚିକିତ୍ସା କେନ୍ଦ୍ରରେ। ଜୀବନ ଯୁଦ୍ଧରେ ଜିତି ଯାଇଥିଲା ସେହି ବୁଲ ଡଗ। ସମାନ ଘଟଣାରେ ହାରଲ୍ଡ ହ୍ବାଇଟ୍‌ (୪୦) ଓ ଜେନିଫର ମ୍ୟାକବ୍ରାଇଡ୍‌ (୫୦)ଙ୍କୁ ମଧ୍ୟ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଣକ୍ଷେତ୍ର ପାଲଟିଲା ସିନ୍ଧ ବିଧାନସଭା

ସିନ୍ଧ, ୩ା୩: ପାକିସ୍ତାନର ସିନ୍ଧ ବିଧାନସଭାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତେହରିକ୍‌-ଏ-ଇନ୍‌ସାଫ ପାର୍ଟି ନେତାଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଏହାକୁ ନେଇ କିଛି ସମୟ ବିଧାନସଭା...

ଭୂକମ୍ପର ତୀବ୍ର ଝଟକାରେ ଥରିଲା ପିଓକେ: ବ୍ୟାପକ କ୍ଷୟକ୍ଷତି, ୫ ମୃତ, ୫୦ ଆହତ

ନୂଆଦିଲ୍ଲୀ/ ଇସ୍‌ଲାମାବାଦ, ୨୪।୯:  ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ...

ରୁଷିଆର ଗ୍ୟାସ୍‌ ଯୋଗାଣ ବନ୍ଦ ଧମକ

ମସ୍କୋ, ୯ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ଯୋଗୁ ରୁଷିଆ ଉପରେ ଆମେରିକା ସମେତ ବିଭିନ୍ନ ଦେଶ କଟକଣା ଲଗାଇ ଚାଲିଛନ୍ତି। ଏଥିଯୋଗୁ ରୁଷିଆର ବ୍ୟାଙ୍କିଙ୍ଗ ସିଷ୍ଟମ,...

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା, ୧୫ ମୃତ, ବହୁ ଆହତ…

ଇସଲାମାବାଦ,୬।୮ : ପାକିସ୍ତାନରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରୁ ଚାଲୁଥିବା ହଜାରା ଏକ୍ସପ୍ରେସର ଦଶଟି କୋଚ ଲାଇନଚ୍ୟୁତ ହୋଇଛି।...

ଗୁଜରାଟ, ପଞ୍ଜାବ ଯାଅନାହିଁ

ଅଟ୍ଟାଓ୍ବା, ୨୯ା୯: ଭାରତ ଯାତ୍ରାକୁ ନେଇ କାନାଡା ଏକ ଅଜବ ଆଡଭାଇଜରି ଜାରି କରିଛି। ପାକିସ୍ତାନ ସୀମା ସଂଲଗ୍ନ ଭାରତୀୟ ରାଜ୍ୟଗୁଡ଼ିକୁ ନ ଯିବା ପାଇଁ...

ଜଲିଲ ଅବ୍ବାସ ଜିଲାନି ହୋଇପାରନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୯।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିବେ ବୋଲି ଚର୍ଚ୍ଚା...

ଏଭରେଷ୍ଟ ସମେତ ୪ ଗିରିଶୃଙ୍ଗରୁ ମିଳିଲା ୩୪ ଟନ୍‌ ଆବର୍ଜନା…

କାଠମାଣ୍ଡୁ, ୭।୬ : ନେପାଳ ସୈନ୍ୟବାହିନୀଙ୍କ ନେତୃତ୍ୱରେ ଏକ ଟିମ ‘ସଫା ହିମାଲ ଅଭିଯାନ -୨୦୨୨’ ସମୟରେ ୩୩.୮ ଟନ ଆବର୍ଜନା ସଂଗ୍ରହ କରିଛନ୍ତି। ଏହି...

ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ...

Advertisement
Archives

Model This Week