ଲେଡି ଗାଗାଙ୍କ କୁକୁର ଅପହରଣ : ୫ ଗିରଫ

ଲସ୍‌ ଏଞ୍ଜେଲ୍ସ,୧।୫ : ଅନ୍ତର୍ଜାତୀୟ ଗାୟକ ଲେଡି ଗାଗାଙ୍କ କୁକୁରକୁ ଅପହରଣ ଘଟଣାରେ ଲସ୍‌ ଏଞ୍ଜେଲ୍ସ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଜେମ୍ସ ଜ୍ୟାକସନ (୧୮), ଜେଲିନ ହ୍ବାଇଟ୍‌ (୧୯) ଓ ଲାଫାଏଟ ଓ୍ବାଲେ (୨୭) କୁକୁରକୁ ଅପହରଣ କରି ନେଇଥିଲେ।

ଗତ ଫେବୃୟାରୀରେ ଫିଶ୍ଚର ଲେଡି ଗାଗାଙ୍କ ଅନ୍ୟ ୩ କୁକୁର ସହ ବୁଲୁୁଥିଲା। କୁକୁରଙ୍କୁ ଚୋରି କରିବାକୁ ଉଦ୍ୟମ କରିଥିଲେ ଦୁଇ ବ୍ୟକ୍ତି। ଫିଶ୍ଚର ଆକ୍ରମଣରେ ଜଣେ ଅଭିଯୁକ୍ତ ଆହତ ହେବା ପରେ ଅନ୍ୟ ଜଣେ ଗୁଳି କରିଥିଲେ। ଏହାପରେ ୩ ମଧ୍ୟରୁ ୨ କୁକୁରକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ଗୁରୁତର ଆହତ ଫିଶ୍ଚରକୁ ଭର୍ତ୍ତି କରାଯାଇଥିଲା ପଶୁ ଚିକିତ୍ସା କେନ୍ଦ୍ରରେ। ଜୀବନ ଯୁଦ୍ଧରେ ଜିତି ଯାଇଥିଲା ସେହି ବୁଲ ଡଗ। ସମାନ ଘଟଣାରେ ହାରଲ୍ଡ ହ୍ବାଇଟ୍‌ (୪୦) ଓ ଜେନିଫର ମ୍ୟାକବ୍ରାଇଡ୍‌ (୫୦)ଙ୍କୁ ମଧ୍ୟ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କଳା ତାଲିକାରେ ସ୍ଥାନ ପାଇବା ଆଶଙ୍କା ବଢ଼ିଲା

ଓ୍ବାଶିଂଟନ,୭।୧୦: ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବାରେ ଲାଗିଛି। ଏନେଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖୁଥିବା...

ମାନବ ମସ୍ତିଷ୍କ କୋଷିକା ପ୍ରତିରୋପଣ କରି ମାଙ୍କଡ଼କୁ କରାଯିବ ବୁଦ୍ଧିଆ: ଚାଇନାରେ ହେଉଛି ଗବେଷଣା

ବେଜିଂ,୪।୭: ମାନବ ମସ୍ତିଷ୍କ କୋଷିକା ମାଙ୍କଡ଼ଠାରେ ପ୍ରତିରୋପଣ କରାଯାଇ ଏହାକୁ ବୁଦ୍ଧିଆ କରାଯିବ। ଏନେଇ ଚାଇନାରେ ଗବେଷକମାନେ ନାନା ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ମାଙ୍କଡ଼ଠାରେ ସଫଳତା...

ଲକ୍‌ଡାଉନ୍‌ରେ ଚର୍ଚ୍ଚ ଖୋଲିବା ଉପରେ ଲାଗିଥିଲା ପ୍ରତିବନ୍ଧକ: ଏପରି କଲେ ପାଦ୍ରୀ

ମହାମାରୀ କରୋନା ଯୋଗୁ ଆମେରିକାର କାଲିଫର୍ନିଆ ସହରରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହି ଳକ୍‌ଡାଉନ୍‌ରେ ପେଟ୍ରୋଲ ଷ୍ଟେଶନ ଏବଂ ସୁପର ମାର୍କେଲ ଖୋଲିବାକୁ...

୨ ମାସରେ ମଲେଣି ୩୫୦ ହାତୀ

ଗବୋରୋନ୍‌,୩।୭(ଆଇଏଏନ୍‌ଏସ୍‌):ହାତୀ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଗତ ୨ ମାସ ମଧ୍ୟରେ ଆଫ୍ରିକୀୟ ରାଷ୍ଟ୍ର ବୋତୋସ୍ବାନାରେ ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବା ମିଡିଆ...

ବିଶାଳ ସମୁଦ୍ରଜୀବ ପିଠିରେ ଲେଖାଯାଇଛି ଟ୍ରମ୍ପଙ୍କ ନାମ: ଭିଡିଓ ଭାଇରାଲ ପରେ…

ଫ୍ଲୋରିଡା,୧୨।୧: ଆମେରିକାର ଫ୍ଲୋରିଡା ସହରରେ ଏକ ବିଶାଳ ସମୁଦ୍ର ଜୀବ ପିଠିରେ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କିତ...

ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଛି: ଆମେରିକା

ଓ୍ବାଶିଂଟନ,୨୪।୧୧: ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ  ଷଡ଼ଯନ୍ତ୍ର ରଚିଛି। ଏନେଇ ଆମେରିକା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇରାନ ସୌଦିର ବୃହତ୍‌...

ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ‘ର ତାରିଫ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ତାରିଫ୍‌ କରିଛନ୍ତି। ସେ ଟୁଇଟ୍‌...

ସତ ମାନିଲା ପାକ୍‌:ହାଫିଜ୍‌ଙ୍କ ପାଇଁ ଖର୍ଚ୍ଚ କରିଛୁ କୋଟି କୋଟି

ଇସ୍‌ଲାମାବାଦ,୧୩-୯:ଅକଳରେ ପଡ଼ି ଶେଷରେ ସତ ମାନିଛି ପାକିସ୍ତାନ। ବମ୍ବେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ତାଙ୍କ ସଙ୍ଗଠନ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ପଛରେ ପାକିସ୍ତାନ କୋଟି କୋଟି...

Advertisement


Archives

Model This Week

Why Dharitri