ମୋଷ୍ଟ ଓ୍ବାଣ୍ଟେଡ୍‌ ବାଘ ଶିକାରୀ ଗିରଫ

ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍‌ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ ଜଣାଶୁଣା ଶିକାରୀ ଭାରତ ଓ ବାଂଲାଦେଶରେ ବ୍ୟାପିଥିବା ସୁନ୍ଦରବନ ପାଖରେ ରହୁଥିଲେ। ଏକ ଟିପ୍‌ ମିଳିବା ପରେ କୁଖ୍ୟାତ ଶିକାର ହବିବ ତାଲୁକଦରଙ୍କୁ ଗିରଫ କରିବାରେ ସଫଳ ହୋଇଛୁ ବୋଲି ସ୍ଥାନୀୟ ପୋଲିସ ମୁଖ୍ୟ ସାଇଦୁର ରେହମାନ କହିଛନ୍ତି।

ଭାରତ ଓ ବାଂଲାଦେଶରେ ବ୍ୟାପିଥିବା ସୁନ୍ଦରବନରେ ସର୍ବାଧିକ ସଂଖ୍ୟାରେ ମହାବଳ ବାଘ ରୁହନ୍ତି। ଶିକାର କରିବା ପରେ ହବିବ ବାଘଙ୍କ ମାଂସ, ହାଡ଼, ଦାନ୍ତ, ଚମଡ଼ାକୁ ବ୍ଲାକ ମାର୍କେଟ ବ୍ୟବସାୟୀଙ୍କ ଜରିଆରେ ଚାଇନା ଓ ଅନ୍ୟ ସ୍ଥାନରେ ବିକ୍ରି କରୁଥିଲେ।

୫୦ ବର୍ଷୀୟ ହବିବ ଆମ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ତାଙ୍କ ଗିରଫ ହେବା ଖବର ଅଞ୍ଚଳରେ ଖୁସିର ଲହର ଖେଳାଇ ଦେଇଛି ବୋଲି ଜଙ୍ଗଲ ସଂରକ୍ଷଣ ଅଧିକାରୀ ମଇନୁଦ୍ଦିନ ଖାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲଏସିରେ କାର୍ଯ୍ୟ କରୁଥିବା ୩ ପିଏଲଏ ଅଧିକାରୀଙ୍କ ପଦୋନ୍ନତି କଲେ ଜିନପିଙ୍ଗ…

ବେଜିଂ,୨୪।୧୦ : ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ନିର୍ଦ୍ଦେଶ ଗ୍ରହଣ କରିବା ମାତ୍ରେ ତାଙ୍କର ପଦକ୍ଷେପ ଆରମ୍ଭ କରିଛନ୍ତି। ଲଗାତାର ତୃତୀୟ ଥର ପାଇଁ...

ମୁମ୍ବାଇକୁ ଅନ୍ଧାର କରିଥିଲା ଚାଇନା

ଓ୍ବାଶିଂଟନ୍‌, ୨ା୩ :ଚାଇନା ଟାର୍ଗେଟରେ ଭାରତର ଶକ୍ତି କ୍ଷେତ୍ର। ସାରା ଦେଶକୁ ଅନ୍ଧାର କରିବା ପାଇଁ ବେଜିଂ କରିଚାଲିଛି ସାଇବର ଆକ୍ରମଣ। ଗତ ବର୍ଷ ଲଦାଖ...

ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜୋ ବିଡେନଙ୍କ ନାମ ଘୋଷଣା କଲା ଡେମୋକ୍ରାଟିକ ପାର୍ଟି

ଓ୍ବାଶିଂଟନ,୬।୬: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟି, ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ନାମ ଔପଚାରିକ ଭାବେ ଘୋଷଣା କରିଛି। ଶୁକବ୍ରାର ରାତିରେ ଏକ...

୧୧୮ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିଥିବା ଲଭ୍‌ ମଦରଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ବେଜିଂ,୨୮।୭: ଚାଇନାରେ ୧୧୮ ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଜଣେ ମହିଳାଙ୍କୁ ଠକାମି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ୨୦ ବର୍ଷ ଜେଲ୍‌...

ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ

ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର...

ଆଫଗାନିସ୍ତାନ ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣ: ୬ମୃତ, ଅନେକ ଆହତ

କାବୁଲ,୨୭ା୩: ଆଫଗାନିସ୍ତାନ ରାଜଧାନୀ କାବୁଲ ସ୍ଥିତ ବହିର୍ବ୍ୟାପାର ମନ୍ତ୍ରଣାଳୟ ବାହାରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ...

କ୍ଷୀରରେ ଗାଧୋଇବା ପରେ ପ୍ୟାକ୍‌ କରି ବଜାରରେ କରାଯାଉଛି ବିକ୍ରି!

ଭିଟାମିନ୍‌ରେ ଭରପୂର କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାର ଉପକାର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। ତେବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ...

ମଡର୍ନା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ତଦନ୍ତ ଆରମ୍ଭ

ନ୍ୟୁୟର୍କ, ୨୧।୧: କାଲିଫର୍ନିଆର ସାନ୍‌ ଡିଏଗୋ ଟିକା କେନ୍ଦ୍ରରେ ମଡର୍ନା କମ୍ପାନୀର କୋଭିଡ୍‌ ଟିକା ନେବା ପରେ ଅନେକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କାଲିଫର୍ନିଆ...

Advertisement
Archives

Model This Week