ଚାଇନା ନୁହେଁ: ୯ ମାସ ପୂର୍ବରୁ ସ୍ପେନରେ ଦେଖାଦେଇଥିଲା କରୋନା ଭାଇରସ !
ବାର୍ସିଲୋନା,୨୮।୬: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ସୂଚନା ରହିଛି। ହେଲେ ନିକଟରେ ସ୍ପେନ ବାର୍ସିଲୋନା ୟୁନିଭର୍ସିଟିର ବିଶେଷଜ୍ଞମାନେ ଦାବି କରିଛନ୍ତି କି କରୋନା ଭାଇରସ...
୬ ମାସରେ ୧ରୁ ୧କୋଟି ଛୁଇଁଲା କରୋନା
ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୮।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ୨୦୬ଟି ଦେଶରେ କରୋନା ନିଜର କାୟା ବିସ୍ତାର କରିସାରିଛି। କରେନା ସଂକ୍ରମଣର ପ୍ରଥମ ଘଟଣା ୨୦୧୯ ଡିସେମ୍ବରରେ ଚିହ୍ନଟ ହୋଇଥିଲା। ଏହାପରେ ମାତ୍ର ୬ ମାସ...
ସାଧାରଣ ଶୈଶବ ଟିକା କୋଭିଡ୍ ଜଟିଳତାକୁ ରୋକିପାରିବ
ଓ୍ବାଶିଂଟନ,୨୮ା୬(ପି.ଟି.): ମିଳିମିଳା ପ୍ରତିକାର ପାଇଁ ବ୍ୟବହାର ହେଉଥିବା ଟିକା କୋଭିଡ୍-୧୯ ଜନିତ ଗୁରୁତର ଫୁସ୍ଫୁସ୍ ପ୍ରଦାହକୁ ରୋକିପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫଳରେ କରୋନା ମହାମାରୀର ବିପଦରୁ ମୁକୁଳିବା ଲାଗି ଏକ ନୂଆ ସୂତ୍ର ବାହାରିବାକୁ ଯାଉଛି। ଏମ୍ବାୟୋ...
ପଡ଼ୋଶୀଙ୍କ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରୁଛି ଚାଇନା
ଓ୍ବାଶିଂଟନ,୨୮ା୬ : ଚାଇନା ପଡ଼ୋଶୀ ଦେଶ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରିବା ଲାଗି ପ୍ରୟାସ କରୁଛି। ପୂର୍ବ ଲଦାଖରେ ଚାଇନା ସେନାର ଆକ୍ରମଣାତ୍ମକ ମନୋଭାବ ଏହାକୁ ସ୍ପଷ୍ଟ କରିଛି ବୋଲି ଆମେରିକାର ପ୍ରଭାବଶାଳୀ ସାଂସଦ ୟେଡ୍ ୟୋହୋ କହିଛନ୍ତି। ଅକାରଣରେ...
ପ୍ରତି ଭାଷଣ ପାଇଁ ହ୍ୟାରି-ମେଘନାଙ୍କୁ ମିଳିବ ୯ କୋଟି ପାରିଶ୍ରମିକ
ଲଣ୍ଡନ, ୨୭।୬: ରାଜକୁମାର ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘନା ମାର୍କେଲ ବ୍ରିଟିଶ ରାଜପରିବାର ଛାଡ଼ିବା ପରେ ସେମାନଙ୍କର ଆୟର ମାଧ୍ୟମ କ’ଣ ହେବ ସେ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏବେ ହ୍ୟାରି ଓ ମେଘନାଙ୍କୁ ଏକ ବଡ଼...
କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ଖୋଲିବ କର୍ତ୍ତାରପୁର କରିଡର
ଇସ୍ଲାମାବାଦ୍,୨୭।୬: କରୋନା ଭାଇରସ୍ ସଙ୍କଟ ଯୋଗୁ ସାରା ବିଶ୍ୱରେ ଧାର୍ମିକ ସ୍ଥଳ ବନ୍ଦ ରଖାଯାଇଛି। ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପାକିସ୍ତାନ ମଧ୍ୟ କର୍ତ୍ତାରପୁର ସାହିବ କରିଡର ଯାତ୍ରା ବନ୍ଦ ରଖିଥିଲା। କିନ୍ତୁ ଏବେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ଲାଗି...
ଆତଙ୍କବାଦ ବିରୋଧରେ ପାକିସ୍ତାନ କ୍ୱଚିତ୍ ପଦକ୍ଷେପ ନେଉଛି
ଇସ୍ଲାମାବାଦ,୨୭ା୬: ଆଫଗାନିସ୍ତାନରେ ସକ୍ରିୟ ଥିବା ଦୁର୍ଦ୍ଧର୍ଷ ହକାନି ନେଟ୍ଓ୍ବର୍କ ସମେତ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ପାକିସ୍ତାନ କ୍ୱଚିତ୍ ପଦକ୍ଷେପ ନେଉଥିବା ଓ୍ବାଶିଂଟନ ପକ୍ଷରୁ ପ୍ରକାଶିତ ବାର୍ଷିକ ଆତଙ୍କବାଦ ରିପୋର୍ଟରେ କୁହାଯାଇଛି। ଆମେରିକା ପରରାଷ୍ଟ୍ର ବିଭାଗର ସମାଲୋଚନା...
ଉତ୍ତପ୍ତ ହେଉଛି ଉତ୍ତର ମେରୁ
ମସ୍କୋ,୨୭ା୬: ଉତ୍ତର ମେରୁ ଅଞ୍ଚଳ (ଆର୍କ୍ଟିକ୍)ରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଶ୍ୱର ଅନ୍ୟ ଭାଗରେ ଏହାର କିଭଳି ପ୍ରଭାବ ପଡ଼ିବ ତାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରୁଷିଆର ଆର୍କ୍ଟିକ୍ ସହର ଭେର୍ଖୋୟାନ୍ସ୍କରେ ଗତ ଶନିବାର ତାପମାତ୍ର ୩୮ ଡିଗ୍ରୀ...
ଓସାମା ବିନ୍ ଲାଡେନ୍ଙ୍କୁ ଶହୀଦ କହି ଫସିଲେ ଇମ୍ରାନ୍
ଲାହୋର,୨୬।୬: ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କୁ ଶହୀଦ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍। ସଂସଦରେ ସେ ଏଭଳି କହୁଥିବାର ଭିଡିଓ ଭାଇରାଲ ହେଉଛି। ଆମେରିକା ଆମ ଦେଶକୁ ପଶି ଆସି ଓସାମାଙ୍କୁ ହତ୍ୟା କରି ଶହୀଦ କରିଛି। ହେଲେ...
ଭାରତ ଉପରେ ଚାଇନାର ବିପଦକୁ ଦେଖି ଏହି ଦେଶରୁ ନିଜର ସୈନ୍ୟଙ୍କୁ ହଟାଇଲା ଆମେରିକା
ଓ୍ବାଶିଂଟନ୍,୨୬।୬: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିବା ପରେ ବି ସମସ୍ୟାର କୌଣସି ସମାଧାନ ବାଟ ବାହାରି ପାରିନାହିଁ। ଇତିମଧ୍ୟରେ ଆମେରିକା ଭାରତକୁ ସମର୍ଥନ...
କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍ ବିଲିୟନେୟାର
କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା ପରେ ମଧ୍ୟ ସବୁ କିଛି ଟ୍ରାକକୁ ଫେରି ପାରୁନାହିଁ। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ...
ଫେସବୁକ୍ ଆପ୍ କହିବ ଭବିଷ୍ୟବାଣୀ !
ସାନ୍ ଫ୍ରାନସିସ୍କୋ,୨୫।୬: ସୋସିଆଲ ମିଡିଆର ସବୁଠାରୁ ବଡ ପ୍ଲାଟଫର୍ମ ଫେସବୁକ୍ ଏବେ ଏକ ବଡ ଯୋଜନାରେ ଥିବା ଜଣାପଡିଛି। ଫେସ୍ବୁକ୍ ଖୁବ୍ଶୀଘ୍ର ଏକ ଫୋରକାଷ୍ଟ ଆପ୍ ଲଞ୍ଚ କରିବାକୁ ଯାଉଛି। ଯାହା ଭବିଷ୍ୟତ ବିଷୟରେ ସୂଚନା ଦେବ। ଏହାଏକ ଆଇଓଏସ୍...
Archives


