ଟାଇମ୍ସ ସ୍କୋୟାର ଡିସ୍ପ୍ଲେକୁ ଆମେରିକାରେ ବିରୋଧ
ନ୍ୟୁୟର୍କ,୩ା୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଗ୍ରାଉଣ୍ଡବ୍ରେକିଂ ସେରେମନି ହେବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତା ଯୋଗଦେବେ। ଏହି ଦିନ ଆମେରିକାର ନ୍ୟୁୟର୍କ ସହରସ୍ଥିତ ଟାଇମ୍ସ ସ୍କୋୟାରରେ ରାମଙ୍କ ଛବି ସହ...
ଭାରତରେ ୨୭ କୋଟିରୁ ଅଧିକ ଶିଶୁଙ୍କ ରକ୍ତରେ ଜହର
ଜେନେଭା, ୨।୮: ଭାରତରେ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଦେଶର ୨୭ କୋଟି ୫୦ ଲକ୍ଷରୁ ଅଧିକ ଶିଶୁଙ୍କ ରକ୍ତରେ ଜହର ରହିଛି। ରକ୍ତରେ ସୀସାର ମାତ୍ରା ବୃଦ୍ଧି ପାଇବା...
କରୋନା ଟୀକା ଏହି ମାସରେ ପହଞ୍ଚିବ ଲୋକଙ୍କ ପାଖରେ
ମସ୍କୋ, ୨।୮: ପୃଥିବୀରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ଦେଶର ବୈଜ୍ଞାନିକ କରୋନା ପ୍ରତିଷେଧକ ଟୀକାର ଟ୍ରାଏଲ୍ ଜାରି ରଖିଛନ୍ତି। ତେବେ ରୁଷିଆ ଟୀକା ଟ୍ରାଏଲ୍ କ୍ଷେତ୍ରରେ ଆଗୁଆ ରହିଛି। ଏଠାରେ ଅଗଷ୍ଟ ୧୦ ସୁଦ୍ଧା...
ଭାରତକୁ ରାଫାଲ ଆସିବା ପରେ କ୍ରୋଧରେ ଜର୍ଜରିତ ପାକିସ୍ତାନ, ଓଗାଳୁଛି ବିଷ
ଲାହୋର,୧ା୮: ଫ୍ରାନ୍ସରୁ ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ୍ଶକ୍ତି ବହୁଗୁଣ ବଢ଼ିଯାଇଛି। ଫଳରେ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ କ୍ରୋଧିତ ହୋଇଉଠିଛନ୍ତି। ପ୍ରଥମେ ଚାଇନା ରାଫାଲ ବିମାନକୁ ନିଜର ଜେ-୨୦ଠାରୁ କମ୍ ଶକ୍ତିଶାଳୀ ବୋଲି କହୁଥିଲା। ବର୍ତ୍ତମାନ...
ଚାଇନା ଉପରେ ଆମେରିକାର ଡିଜିଟାଲ ଷ୍ଟ୍ରାଇକ୍: ୨୪ ଘଣ୍ଟା ମଧ୍ୟରେ ବ୍ୟାନ ହୋଇପାରେ ଟିକ୍ଟକ୍
ଓ୍ବାଶିଂଟନ୍,୧।୮: ଦେଶରେ ମହାମାରୀ କରୋନା ଭାଇରସ୍ ସଂକ୍ରମଣ ଉଦେ୍ବେଗଜନକ ସ୍ଥିତି ହେବା ପରଠାରୁ ଚାଇନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆକ୍ରମଣ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଅନେକ ସମୟରେ କରୋନାକୁ ନେଇ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରୁଥିବା...
ପାଣିରେ ମରିପାରନ୍ତି କରୋନା ଭାଇରସ୍!
ମସ୍କୋ,୩୧।୭: ମହାମାରୀ କରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବିଭିନ୍ନ ଦେଶରେ କରୋନାର ବର୍ଦ୍ଧିତ ମାମଲା ସାମ୍ନାକୁ ଆସୁଛି। ଏଥିରୁ ରକ୍ଷା ପାଇବା ପାଇଁ ସଫାସୁତୁରା ରହିବା ସହ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା...
୧୦ ବର୍ଷରୁ କମ୍ ବୟସର ଶିଶୁଙ୍କଠାରୁ କରୋନା ବ୍ୟାପିବାର ସମ୍ଭାବନା ଅଧିକ !
ଓ୍ବାଶିଂଟନ,୩୧।୭: କରୋନା ମହାମାରୀ ଏବେ ଭୟଙ୍କର ରୂପ ନେଇଥିବା ବେଳେ କେତେକ ସ୍ଥାନରେ ଏହା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଥିବା କୁହାଯାଉଛି। ଏଭଳି ସମୟରେ ଜେଏଏମ୍ଏ ପେଡିଆଟ୍ରିକ୍ସ ଦ୍ୱାରା କରାଯାଇଥିବା ଏକ ଗବେଷଣା କହୁଛି ଯେ ୧୦ ବର୍ଷରୁ କମ୍...
ପ୍ରସିଦ୍ଧ ପପ୍ସିଙ୍ଗର୍ଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କାଟି ଫ୍ରିଜ୍ରେ ରଖିଲେ ସ୍ତ୍ରୀ
ମସ୍କୋ,୩୧।୭: ରୁଷର ଜଣେ ପ୍ରସିଦ୍ଧ ପପ୍ସିଙ୍ଗର ତଥା ରାପର୍ଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ। ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜ୍ରେ ରଖିଥିବା ଜଣାପଡିଛି। ପପ୍ସିଙ୍ଗର ଆଣ୍ଡି କାର୍ଟଓ୍ବାଇଟ୍ଙ୍କ ଗତ କିଛି ହେବ...
କରୋନା ପ୍ରଭାବ: କୁଏତରେ ଭାରତୀୟ ନାଗରିକଙ୍କ ପ୍ରବେଶ ନିଷେଧ
କୁଏତ ସିଟି,୩୧।୭: କରୋନା ସଙ୍କଟ ଯୋଗୁ କୁଏତରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନରୁ କୁଏତ ସରକାର ନିଜ ଦେଶରେ ଯାତ୍ରା ଉପରେ ଲଗାଇଥିବା ପ୍ରତିବନ୍ଧକକୁ ଏବେ ହଟାଇ ଦେଇଛନ୍ତି। କିନ୍ତୁ କିଛି ଦେଶର ଲୋକଙ୍କ ପ୍ରବେଶ ଉପରେ...
୮ ମାସ ପରେ ଜେଲ୍ରୁ ବାହାରିଲା କୁକୁଡା, ଜାଣନ୍ତୁ କାହିଁକି ଥିଲା ବନ୍ଦ
ପାକିସ୍ତାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁଡାକୁ ୮ ମାସ ଧରି ଜେଲରେ ରଖାଯାଇଥିଲା। ଏବେ ତାକୁ ମୁକ୍ତ କରିଦିଆଯାଇଛି। ପାକିସ୍ତାନର ସିନ୍ଧ ଜିଲାରେ ଥିବା ୨ଟି ଥାନାରେ ୫ଟି କୁକୁଡା ଥିଲେ। ପୋଲିସ କୁକୁଡାଗୁଡିକୁ...
ପ୍ରଥମେ କାହାକୁ ଦିଆଯିବ କରୋନା ଟିକା
ନ୍ୟୁୟର୍କ,୩୧।୭: କରୋନା ଭୁତାଣୁ ସାରା ବିଶ୍ୱରେ ହୁ ହୁ ହୋଇ ବଢି ଚାଲିଛି। ଏବେ ଏହାର ଟିକା ପାଇଁ ବିଭିନ୍ନ ଦେଶ ଚେଷ୍ଟା ଚଳାଇଛନ୍ତି। କିଛି ଟିକା ପରୀକ୍ଷଣର ଶେୟ ପର୍ଯ୍ୟାୟରେ ଅଛି। ତେବେ ଏହି ଟିକାର ସମ୍ପୂର୍ଣ୍ଣ ମାତ୍ରା...
ନିର୍ବାଚନ ଘୁଞ୍ଚାଇବାକୁ ଟ୍ରମ୍ପ୍ଙ୍କ ପ୍ରସ୍ତାବ
ଓ୍ବାଶିଂଟନ, ୩୧ା୭:ମେଲ୍ ଜରିଆରେ ଭୋଟ ହେଲେ ଜାଲିଆତି ସମ୍ଭାବନା ଥିବା ଆଶଙ୍କା କରି ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତାବ ଦେଇଛନ୍ତି। ତେବେ ଜାଲିଆତି ହେବା ନେଇ ସେ କୌଣସି...
Archives


