ଅନ୍ତର୍ଜାତୀୟ

୩୦ ଦିନରେ ୭୮୨ ଥର ଭୂକମ୍ପ: ଲୋକେ ଆତଙ୍କିତ

ଜାକର୍ତ୍ତା,୧୭।୧: ଇଣ୍ଡୋନେସିଆରେ ଘଟିଥିବା ଭୂକମ୍ପରେ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୫୬ ଛୁଇଁଛି। ସେହିପରି ଏହି ଘଟଣାରେ ଆହତଙ୍କ ସଂଖ୍ୟା ୮୦୦ ଟପିଛି। ସୁରକ୍ଷା ଦୃଷ୍ଟିରୁ ୧୫ ହଜାରରୁ ଅଧିକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ଲଗାତାର ଭୂକମ୍ପ ଯୋଗୁ ଲୋକଙ୍କ…

ପ୍ରବଳ ଥଣ୍ଡାରେ କେ-୨ ଶୃଙ୍ଗ ଆରୋହଣ କରି ଇତିହାସ ରଚିଲେ ନେପାଳୀ ପର୍ବତାରୋହୀ

କାଠମାଣ୍ଡୁ,୧୭।୧: ଶୀତଦିନର ପ୍ରବଳ ଥଣ୍ଡାରେ ହିମାଳୟର କେ-୨ ଗିରିଶୃଙ୍ଗ ଆରୋହଣ କରି ୧୦ ଜଣ ନେପାଳୀ ପର୍ବତାରୋହୀ ଇତିହାସ ରଚିଛନ୍ତି। ଶୀତଦିନେ ଖରାପ ପାଗ ଯୋଗୁ ୮,୬୧୧ ମିଟର (୨୮,୨୫୧ ଫୁଟ) ଉଚ୍ଚ ଶିଖରରେ ପହଞ୍ଚିବା କଷ୍ଟକର ହୋଇଥାଏ। କାରାକୋରମ୍‌ ପର୍ବତର…

ବାଇଡେନ୍‌ଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ୨୦ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ,୧୭।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବେ। ବାଇଡେନଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଲାଗି ଇତିମଧ୍ୟରେ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୩ ଜଣ…

ଅଷ୍ଟ୍ରାଜେନିକାକୁ ମଞ୍ଜୁରୀ ଦେଲା ପାକିସ୍ତାନ

ଇସଲାମାବାଦ୍‌,୧୭।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନ ପ୍ରତିଷେଧକ ଟିକା ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକାକୁ ମଞ୍ଜୁରୀ ମିଳିଛି। ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ରିପୋର୍ଟ ଆଧାରରେ ଜରୁରିକାଳୀନ ସ୍ଥିତିରେ ଏହାର ବ୍ୟବହାର କରାଯିବା ଲାଗି ପାକିସ୍ତାନର…

ଜର୍ମାନ ଶାସକ ଦଳର ନୂଆ ନେତା ଅର୍ମିନ

ବର୍ଲିନ, ୧୭।୧: ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ଙ୍କ ସେଣ୍ଟର-ରାଇଟ୍‌ ପାର୍ଟି ଗଭର୍ଣ୍ଣର ଅର୍ମିନ ଲାସେଟ୍‌ଙ୍କୁ ଦଳର ନୂଆ ନେତା ଚୟନ କରିଛି। ନିର୍ବାଚନ ପୂର୍ବରୁ ନୂଆ ନେତା ଚୟନ ହୋଇଥିବାରୁ ସେ ପରବର୍ତ୍ତୀ ଚାନ୍‌ସେଲର ହୋଇପାରନ୍ତି କିମ୍ବା ଚାନ୍‌ସେଲର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ…

ଆମେରିକାରେ ସଶସ୍ତ୍ର ବିକ୍ଷୋଭ ଆଶଙ୍କା

ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଜାନୁୟାରୀ ୬ ଭଳି ହିଂସାତ୍ମକ ବିକ୍ଷୋଭ ଓ ଟ୍ରମ୍ପ୍‌ ସପକ୍ଷ ରାଲି ବାହାରିବା ସମ୍ଭାବନା ଥିବାରୁ ୫୦ଟି ରାଜ୍ୟର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରାଜଧାନୀ…

୫ ଦିନରେ ହସ୍ପିଟାଲ ନିର୍ମାଣ କଲା ଚାଇନା

ବେଜିଂ, ୧୭ା୧: ଚାଇନାକୁ କରୋନା ସଂକ୍ରମଣ ଫେରିଥିବାବେଳେ ସାଉଥବେଜିଂର ଏକ ସହରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ୧୫ ଶହ କୋଠରି ବିଶିଷ୍ଟ ହସ୍ପିଟାଲ ୫ ଦିନରେ ନିର୍ମାଣ କରିଛି। ଦେଶରେ…

ହ୍ବାଇଟ୍‌ ହାଉସ୍‌ରେ ସମୀରା

ଓ୍ବାଶିଂଟନ୍‌, ୧୭ା୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସମୀରା ଫେଜିଲି। ଭାରତୀୟ-ଆମେରିକୀୟ କମ୍ୟୁନିଟି ଏବଂ ଅର୍ଥନୈତିକ ବିକାଶ ବିଶେଷଜ୍ଞ ସମୀରାଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଜାତୀୟ ଅର୍ଥନୈତିକ ପରିଷଦର ଡେପୁଟି ନିର୍ଦ୍ଦେଶକ ଭାବେ…

ନାବାଳକଙ୍କୁ ହୋଟେଲରେ ନିର୍ଧୂମ ପିଟୁଥିଲେ ସାବତ ବାପା, ଏଭଳି କଲେ ମହିଳା ଓ୍ବେଟର

ଓ୍ବାଶିଂଟନ,୧୬।୧: ଆମେରିକାର ଜଣେ ମହିଳା ଓ୍ବେଟର ଜଣେ ନାବାଳକଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବାଳକ ଜଣଙ୍କୁ ତାଙ୍କ ମା ଏବଂ ସାବତ ବାପା ହୋଟେଲରେ ଖୁବ୍‌ ଜୋରରେ ପିଟୁଥିଲେ। ବିଚରା ପିଲାଟି କିଛି ବି ପ୍ରତିବାଦ କରୁ ନ…

କରୋନା ଭ୍ୟାକ୍ସିନ ‘ଫାଇଜର’ର ସାଇଡ ଇଫେକ୍ଟ: ନରୱେରେ ୨୩ ମୃତ

ଓସଲୋ,୧୬ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ଭ୍ୟାକ୍ସିନ ମୁଖ୍ୟ ଅସ୍ତ୍ର ପାଲଟିଛି । ବିଶ୍ୱର ବିଭିନ୍ନ ବିକାଶଶୀଳ ଦେଶରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ ହୋଇଥିବା ବେଳେ ଏବେ ଏହା ଲୋକଙ୍କୁ ଦିଆଗଲାଣି । ନରୱେରେ ଫାଇଜର ଭ୍ୟାକ୍ସିନର ସାଇଡ…

ଦୀର୍ଘଦିନର ବ୍ୟବଧାନ ପରେ ଚାଇନାରେ କରୋନା: ଯାଞ୍ଚ ପାଇଁ ପହଞ୍ଚିଲା ଡବ୍ଲ୍ୟୁଏଚ୍‌ଓ ଟିମ୍‌

ଓ୍ବାଶିଂଟନ,୧୬।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍‌ ଚାଇନା ସହରରେ ପହଞ୍ଚିଛି। କରୋନା ମହାମାରୀର ବର୍ଷେ ପରେ ଡବ୍ଲୁଏଚ୍‌ଓର ୧୩ ବୈଜ୍ଞାନିକ ଏହି ମିଶନରେ ଭାଗ ନେଇ ଚାଇନାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।…

ବିଲ୍‌ ଗେଟସ୍‌ ଆମେରିକାର ଏକ ନମ୍ବର ଚାଷୀ: କିଣିଲେ ୨୪୨ ହଜାର ଏକର ଚାଷ ଜମି

ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍‌ ଗେଟସ୍‌ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି। ସେ ଦେଶର ୧୮ଟି ରାଜ୍ୟରେ ମୋଟ ୨୪୨ ହଜାର ଏକର ଚାଷ ଜମି କିଣିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri