ସମୁଦ୍ରରେ ପହଁରି ପହଁରି ମାଲେସିଆରୁ ମକ୍କାରେ ପହଞ୍ଚିବା ପାଇଁ ଚାହୁଁଥିଲେ ଯୁବକ, ପରେ ଯାହା ଘଟିଲା ଜାଣିଲେ…

ମାଲେସିଆର ଜଣେ ଯୁବକ ଧର୍ମସ୍ଥଳ ମକ୍କାରେ ପହଞ୍ଚତ୍ବା ପାଇଁ ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକ ଜଣକ ମାଲେସିଆରୁ ପ୍ରାୟ ୭୦୦୦ କିଲୋମିଟର ଦୂର ସମୁଦ୍ରରେ ପହଁରି ପହଁରି ମକ୍କାରେ ପହଞ୍ଚିବା ପାଇଁ ସମୁଦ୍ରକୁ ଡେଇଁଥିଲେ। ମାତ୍ର ମାଲେସୀୟ ପୋଲିସ ତାଙ୍କୁ ଅଧାରୁ ଅଟକାଇଛି।

ମାଲେସିଆର ୨୮ ବର୍ଷୀୟ ଏହି ଯୁବକ ଜଣଙ୍କର ଇଚ୍ଛା ଥିଲା ସେ ସମୁଦ୍ର ପଥରେ ପହଁରି ପହଁରି ଯାଇ ମକ୍କାରେ ପହଞ୍ଚିବେ। ଅନେକ ଦୂର ପାଣିରେ ପହଁରିବା ପରେ ପୋଲିସ ତାଙ୍କୁ ପାଣିରୁ ଉଦ୍ଧାର କରି ମନୋରୋଗ ହସ୍ପିଟାଲରେ ଭର୍ତ୍ତି କରିଛି।

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଫୁଟେଜ୍‌ ବେଶ୍‌ ଭାଇରାଲ ହେଉଛି। ପୋଲିସ କହିଛି, ଯୁବକ ଜଣକ ହସ୍ପିଟାଲ ଯିବା ପୂର୍ବରୁ କହିଥିଲେ କି ତାଙ୍କର ଏପରି ଇଚ୍ଛା ଥିଲା ସେ ସମୁଦ୍ର ପାଣିରେ ପହଁରି ମକ୍କାରେ ପହଞ୍ଚତ୍ବେ। ୩ ସପ୍ତାହ ଧରି ସେ ଏପରି ପ୍ରୟାସ କରିଥିଲେ।

ପୋଲିସ କହିଛି, ତାଙ୍କର ଡ୍ରଗ୍‌ ଟେଷ୍ଟ କରାଯାଇଛି। ମାତ୍ର ନେଗେଟିଭ୍‌ ଆସିଛି। ଏହି ଯୁବକ ୧୨ ଜୁଲାଇରେ ମାଲେସିଆରୁ ସମୁଦ୍ରକୁ ଡେଇଁଥିଲେ। ପୋଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ସେ ପାଣିରୁ ତାଙ୍କୁ ଉଦ୍ଧାର କରିଥିଲା। ହସ୍ପିଟାଲ ନେଇ ଯାଞ୍ଚ କରିବା ପରେ ତାଙ୍କର ମାନସିକ ବିକୃତ ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...

ମାଛକୁ ଏତେ ପାଖରେ ପାଇ, ଦେଖନ୍ତୁ କ’ଣ କଲା ବିଲେଇ

ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି...

ପ୍ରାଚୀନ ଶିବ ମନ୍ଦିର କିନ୍ତୁ ଅଧାଗଢା

ବିହାରର ଭୋଜପୁର ପାହାଡି ଅଞ୍ଚଳରେ ରହିଛି ଏମିତି ଏକ ଶିବ ମନ୍ଦିର ଯାହା ବିଶ୍ୱର ସର୍ବ ପୁରାତନ ଶିବ ମନ୍ଦିର ଭାବେ ପ୍ରସିଦ୍ଧ। ଏହାକୁ କେହି...

କନ୍ୟା ସନ୍ତାନକୁ ଜନ୍ମ ଦେଇ ଗର୍ଭବତୀ ଥିବା ଭୁଲିଗଲେ ଏହି ମହିଳା, ଜାଣନ୍ତୁ କାରଣ

ଜଣେ ମହିଳା କରୋନା ଭୂତାଣୁରେ ପୀଡ଼ିତ ଥିବାବେଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କିନ୍ତୁ ମହିଳା ଜଣକ ଭୁଲି ଯାଇଛନ୍ତି ଯେ, ସେ ସଂକ୍ରମିତ...

କାଗଜ ଦବାଇଲେ ଚାର୍ଜ ହେବ ମୋବାଇଲ

ଆମେରିକୀୟ ବୈଜ୍ଞାନିକମାନେ ଏପରି ଏକ ଉପକରଣ ତିଆରି କରିଛନ୍ତି ଯାହା ସମ୍ପୂର୍ଣ୍ଣ ରୂପେ କାଗଜରେ ତିଆରି ହୋଇଛି। ଏହାକୁ ଦବାଇବା ଦ୍ୱାରା ବିଦ୍ୟୁତ ବାହାରୁଛି। ବୈଜ୍ଞାନିକମାନେ...

ଫ୍ଲାଇଟ୍‌ରେ ଡ୍ୟାନ୍ସ କଲେ ଏୟାର ହୋଷ୍ଟେସ୍‌, ଭାଇରାଲ ହେଉଛି ଭିଡିଓ

ଜଣେ ଏୟାର ହୋଷ୍ଟେସଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ‘ମାନିକେ ମାଗେ ହିତେ’ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।...

ମୃତ୍ୟୁ ମିତ୍ରର ଚିଠି

ପାଠକେ, ଜଗତରେ ଯଦି ସତ୍ୟ ବୋଲି କ’ଣ କିଛି ଥାଏ ତେବେ ତାହା ହେଉଛି ଦୁଇଟି-ଜନ୍ମ ଆଉ ମୃତ୍ୟୁ। ଆଉ ସବୁ ମିଛ ହୋଇପାରେ କିନ୍ତୁ...

ବୃଦ୍ଧାବସ୍ଥାରେ ଏମିତି ଦେଖାଯିବେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି...

Advertisement
Archives

Model This Week