ସମୁଦ୍ରରେ ପହଁରି ପହଁରି ମାଲେସିଆରୁ ମକ୍କାରେ ପହଞ୍ଚିବା ପାଇଁ ଚାହୁଁଥିଲେ ଯୁବକ, ପରେ ଯାହା ଘଟିଲା ଜାଣିଲେ…

ମାଲେସିଆର ଜଣେ ଯୁବକ ଧର୍ମସ୍ଥଳ ମକ୍କାରେ ପହଞ୍ଚତ୍ବା ପାଇଁ ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକ ଜଣକ ମାଲେସିଆରୁ ପ୍ରାୟ ୭୦୦୦ କିଲୋମିଟର ଦୂର ସମୁଦ୍ରରେ ପହଁରି ପହଁରି ମକ୍କାରେ ପହଞ୍ଚିବା ପାଇଁ ସମୁଦ୍ରକୁ ଡେଇଁଥିଲେ। ମାତ୍ର ମାଲେସୀୟ ପୋଲିସ ତାଙ୍କୁ ଅଧାରୁ ଅଟକାଇଛି।

ମାଲେସିଆର ୨୮ ବର୍ଷୀୟ ଏହି ଯୁବକ ଜଣଙ୍କର ଇଚ୍ଛା ଥିଲା ସେ ସମୁଦ୍ର ପଥରେ ପହଁରି ପହଁରି ଯାଇ ମକ୍କାରେ ପହଞ୍ଚିବେ। ଅନେକ ଦୂର ପାଣିରେ ପହଁରିବା ପରେ ପୋଲିସ ତାଙ୍କୁ ପାଣିରୁ ଉଦ୍ଧାର କରି ମନୋରୋଗ ହସ୍ପିଟାଲରେ ଭର୍ତ୍ତି କରିଛି।

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଫୁଟେଜ୍‌ ବେଶ୍‌ ଭାଇରାଲ ହେଉଛି। ପୋଲିସ କହିଛି, ଯୁବକ ଜଣକ ହସ୍ପିଟାଲ ଯିବା ପୂର୍ବରୁ କହିଥିଲେ କି ତାଙ୍କର ଏପରି ଇଚ୍ଛା ଥିଲା ସେ ସମୁଦ୍ର ପାଣିରେ ପହଁରି ମକ୍କାରେ ପହଞ୍ଚତ୍ବେ। ୩ ସପ୍ତାହ ଧରି ସେ ଏପରି ପ୍ରୟାସ କରିଥିଲେ।

ପୋଲିସ କହିଛି, ତାଙ୍କର ଡ୍ରଗ୍‌ ଟେଷ୍ଟ କରାଯାଇଛି। ମାତ୍ର ନେଗେଟିଭ୍‌ ଆସିଛି। ଏହି ଯୁବକ ୧୨ ଜୁଲାଇରେ ମାଲେସିଆରୁ ସମୁଦ୍ରକୁ ଡେଇଁଥିଲେ। ପୋଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ସେ ପାଣିରୁ ତାଙ୍କୁ ଉଦ୍ଧାର କରିଥିଲା। ହସ୍ପିଟାଲ ନେଇ ଯାଞ୍ଚ କରିବା ପରେ ତାଙ୍କର ମାନସିକ ବିକୃତ ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶର ଗୋଟିଏ ଇଞ୍ଚ ଜାଗା ହରାଇବୁ ନାହିଁ’

ମାନିଲା,୧୮ା୨: ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର ଶନିବାର କହିଛନ୍ତି, ସେ ନିଜ ଦେଶର ଗୋଟିଏ ଇଞ୍ଚ ଜାଗା ମଧ୍ୟ ହରାଇବେ ନାହିଁ। ଦକ୍ଷିଣ ଚାଇନା...

ସ୍କୁଲ ନ ଯିବା ପାଇଁ ଆଶ୍ଚର୍ଯ୍ୟଜନକ ବାହାନା କଲେ ଛାତ୍ର

ଜୁରିକ୍‌, ୮।୪ : ସ୍କୁଲରେ ବଙ୍କ୍‌ ମାରିବା ପାଇଁ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଥିବା ମେସେଜ କରିଥିଲେ ୩ ଛାତ୍ର। ଫଳରେ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ...

ଥରିଲା ନ୍ୟୁଜିଲାଣ୍ଡ: ସୁନାମୀ ଭୟରେ ଆତଙ୍କିତ ଲୋକେ

ଓ୍ବିଲିଂଟନ୍‌୧୬।୬: ନ୍ୟୁଜିଲାଣ୍ଡର ଉତ୍ତରପୂର୍ବ ଅଞ୍ଚଳରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ସ୍ଥାନୀୟ ସମୟ ସକାଳ ୧୦ଟା ୫୫ରେ ଏହା ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା...

ପୁଟିନ୍‌ଙ୍କୁ ମସ୍କଙ୍କ ଚ୍ୟାଲେଞ୍ଜ

ଓ୍ବାଶିିଂଟନ୍‌, ୧୪ା୩: ବୈଦ୍ୟୁତିକ କାର୍‌ ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଖୋଲାଖୋଲି...

ଲଣ୍ଡନରେ ଦିଲ୍ଲୀ ହିଂସାକୁ ବିରୋଧ: ଶାହାଙ୍କ ଇସ୍ତଫା ଦାବି

ଇଂଲଣ୍ଡ,୧।୩: ଦିଲ୍ଲୀରେ ଘଟିଥିବା ଭିଡ ହିଂସାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏହା ବିରୋଧରେ ଲଣ୍ଡନ, ପ୍ୟାରିସ୍‌,ବ୍ରସେଲ୍ସ୍‌, ଜେନେଭା, ହେଲସିଙ୍କ୍‌,କାରାକୋୱ, ଦି ହଗ୍‌, ଷ୍ଟକ୍‌ହୋମ୍‌,...

‘ପାକିସ୍ତାନରେ ପୁଣି ସ୍ବାଧୀନତା ସଂଗ୍ରାମ ଆରମ୍ଭ ହେବ’

ଇସ୍‌ଲାମାବାଦ,୧୦ା୪: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଭିତରେ ଶନିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଅନାସ୍ଥା ଭୋଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ହାରିଯାଇଛନ୍ତି। ପଦ ହରାଇବା ପରେ ରବିବାର...

ବୃଦ୍ଧାଙ୍କୁ ପିଠିରେ ବସାଇ ୫ କି.ମି. ଚାଲିଲେ ମହିଳା ପୋଲିସ

ଜନସାଧାରଣଙ୍କ ସେବା କରିବା ପୋଲିସର କାମ। ବେଳେବେଳେ ପୋଲିସର ଏମିତି ସେବା ନଜରକୁ ଆସିଥାଏ ଯାହାକୁ ସମସ୍ତେ ପ୍ରଶଂସା କରିଥାନ୍ତି। ଏବେ ସେମିତି ଏକ ଫଟୋ...

୧୦ ବର୍ଷ ଗୃହଯୁଦ୍ଧ

ବିରୁଟ/ଡାମାସ୍‌କସ୍‌/ଇଦ୍‌ଲିବ,୨୦ା୩: ଏକ ଦଶନ୍ଧି ତଳେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କେତେବେଳେ ଆନ୍ଦୋଳନର ରୂପ ନେଇ କ୍ରମଶଃ ଏକ...

Advertisement
Archives

Model This Week