ଅନ୍ତର୍ଜାତୀୟ

କରୋନା ଟିକା ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୮ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଏହାର ଟିକା ବା ଭ୍ୟାକ୍ସିନ ପ୍ରସ୍ତୁତ କରି ସାରିଲେଣି । ଭ୍ୟାକ୍ସିନ ପ୍ରସ୍ତୁତ ହେବା ପରେ ଏବେ କିଛି ଦେଶ ଏହାକୁ ନେବା ପାଇଁ ଅନ୍ୟ…

୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ମହିଳା କହିଲେ, ଭାରତ ସ୍ବର୍ଗ ଭଳି

ଔରଙ୍ଗାବାଦ,୨୭।୧: ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିଛନ୍ତି ଜଣେ ଭାରତୀୟ ମହିଳା। ସେ ହେଲେ ହସିନା ବେଗମ୍‌। ୨୦୦୨ରେ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଲାହୋର ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ପାସପୋର୍ଟ ହଜିଯାଇଥିଲା। ଏହାପରେ ତାଙ୍କ ଉପରେ ଦୋଷର…

ଭାରତ ସରକାର ଅହିଂସା ପ୍ରଦର୍ଶନ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ: ଜାତିସଂଘ

ଜେନେଭା, ୨୭।୧: କୃଷି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନ ସମୟରେ ଘଟିଥିବା ହଂସାକାଣ୍ଡ ନେଇ ଜାତିସଂଘ ମୁହଁ ଖୋଲିଛି। ଜାତିସଂଘର ମହାସଚିବଙ୍କ ପ୍ରବକ୍ତା ଷ୍ଟିଫନ ଦୁଜାରିକ କହିଛନ୍ତି ଯେ, ଭାରତ ସରକାର ଅହିଂସା ପ୍ରଦର୍ଶନ ଅଧିକାରକୁ ସମ୍ମାନ ଦେବା…

ବ୍ରିଟେନରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଲା

ଲଣ୍ଡନ,୨୭।୧: ବ୍ରିଟେନରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏନେଇ ଦୁଃଖ ପ୍ରକାଶ କରିବା ନିଜ ମୁଣ୍ଡକୁ ଦାୟିତ୍ୱ ନେଇଛନ୍ତି। କରୋନା ମୃତ୍ୟୁରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ ମୁଁ ଏଥିପାଇଁ ସମ୍ପୂର୍ଣ୍ଣ…

ଡବ୍ଲୁଏଚ୍‌ଓ ଟିମ୍‌କୁ ଭେଟିବାକୁ ଚାହୁଁଛନ୍ତି ଜଣେ ଚାଇନା ଯୁବକ

ବେଜିଂ,୨୭।୧: କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପୁଅ ଚାଇନାର ଉହାନ ସହରରେ ପହଞ୍ଚିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଦଳକୁ ଭେଟିବାକୁ ଚେଷ୍ଟା କରିଛନ୍ତି। ଏହି ବ୍ୟକ୍ତି ଜଣକ କହିଛନ୍ତି ଯେ, ଡବ୍ଲୁଏଚ୍‌ଓ ବିଶେଷଜ୍ଞ ଦଳ ପ୍ରଭାବିତ ପରିବାରକୁ…

ପ୍ରେମିକାଙ୍କୁ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଲେ ରାଜା

ଥାଇଲାଣ୍ଡର ୬୮ ବର୍ଷୀୟ ରାଜା ମହା ଭାଜିରାଲଙ୍ଗକର୍ନ ନିଜ ୩୨ ବର୍ଷୀୟା ପ୍ରେମିକା ସିନିନଟ ଓ୍ବଙ୍ଗଭାଜିରାପକଡିଙ୍କୁ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ରାଜା ମହା ତାଙ୍କୁ ମୁକୁଟ ପିନ୍ଧାଇ ଦେଶର ଦ୍ୱିତୟ ରାଣୀ କରିଛନ୍ତି। ସିନିନଟ ଓ୍ବଙ୍ଗଭାଜିରାପକଡି ପୂର୍ବରୁ ଅନେକ…

ଆମେରିକାରେ ବ୍ରାଜିଲ କରୋନା ଭାଇରସ!

ୱାଶିଂଟନ,୨୬ ।୧: କରୋନା ମାହାମରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଏବେ ପୁଣିଥରେ ଆମେରିକାବାସୀଙ୍କ ଚିନ୍ତା ବୃଦ୍ଧି ପାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ ବ୍ରାଜିଲରେ ମିଳିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଆମେରିକାରେ ଦେଖାଯାଇଛି…

ଫୁଟ୍‌ବଲ ପାଇଁ ଦୁଃଖଦ ଦିନ: ବିମାନ ଦୁର୍ଘଟଣାରେ ଚାଲିଗଲା ୪ ଫୁଟ୍‌ବଲରଙ୍କ ଜୀବନ

ରିଓ ଡି’ଜେନିରୋ, ୨୫ା୧- ବ୍ରାଜିଲିଆନ କ୍ଲବ ପାମାସର ୪ ଜଣ ଫୁଟବଲ ଖେଳାଳି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ ଏହି ଖେଳାଳିମାନେ ଏକ ପୃଥକ୍‌ ବିମାନରେ ଗୁଏନାକୁ ଯାଉଥିଲେ। ସେଠାରେ ଭିଲା ନୋଭା…

ଭାକ୍ସିନ ନେଇଥିବା ଗ୍ରାହକଙ୍କ ପାଇଁ ଦୁବାଇ ରେଷ୍ଟୁରାଣ୍ଟର ସ୍ବତନ୍ତ୍ର ଅଫର

ଦୁବାଇ,୨୫।୧: ଭାରତ ଭଳି ବିଭିନ୍ନ ଦେଶରେ ଏବେ ଟିକାକରଣ ପ୍ରକ୍ରିୟା ଚାଲିଛି। ଭାକ୍ସିନକୁ ଭୟ ନ କରି ଆଗେଇ ଆସିବାକୁ ଲୋକଙ୍କୁ ବହୁ ସଂସ୍ଥା, ସେଲିବ୍ରେଟି ଆଦି ପ୍ରୋତ୍ସାହିତ କରୁଛନ୍ତି। ଦୁବାଇର ଏକ ରେଷ୍ଟୁରାଣ୍ଟ ଭାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ରାତ୍ରି ଭୋଜନ…

ବିଚାରପତିଙ୍କ ବିପକ୍ଷରେ କହିବା ନ୍ୟୁଜ୍‌ ଆଙ୍କରଙ୍କୁ ପଡ଼ିଲା ମହଙ୍ଗା, ଚ୍ୟାନେଲ ବନ୍ଦ; ୧୦ ଲକ୍ଷ ଜରିମାନା

ଇସ୍‌ଲାମାବାଦ,୨୫।୧: ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ଜଣେ ବିଚାରପତିଙ୍କ ବିପକ୍ଷରେ କହିବା ଭାରି ପଡ଼ିଛି। ଅବମାନନା ଏବଂ ଅପମାନ ଅଭିଯୋଗରେ ଏହି ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଖାଲି ଚ୍ୟାନେଲକୁ ୩୦ଦିନ…

ମାସ୍କ ପିନ୍ଧିବାକୁ ରାଜି ନ ଥିବା ମେକ୍ସିକୋ ରାଷ୍ଟ୍ରପତି କରୋନା ପଜିଟିଭ

ମେକ୍ସିକୋ ସିଟି,୨୫ ।୧: ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମେନୁୟଲ ଲୋପେଜ ଓବ୍ରାଡର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସକୁ ଦୂରେଇ ଦେବାକୁ ନେଇ ଓବ୍ରାଡରଙ୍କର ବହୁ ସମାଲୋଚନା କରାଯାଇଥିଲା । ଏମିତିକି ସେ କରୋନା…

ଲଙ୍କାଠାରୁ ବି ଅଧିକ ରାଗ ଏହି ଆଇସ୍‌କ୍ରିମ୍‌

ଚାଇନାର ଲୋକମାନେ ସେମାନଙ୍କ ଅଜବ ଖାଦ୍ୟ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବାଦୁଡିର ସୁପ୍‌ ପିଇବା ଠାରୁ ଆରମ୍ଭ କରି ଭିନ୍ନ ପ୍ରକାରର ପରୀକ୍ଷା ସେ କରିଥାନ୍ତି। ନିକଟରେ ବିଶ୍ୱର ସବୁଠାରୁ ବଡ଼ ଫାଷ୍ଟଫୁଡ୍‌ ଚେନ୍‌ ‘ମାକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri