Advertisement

ହମିଦ୍‌ କାରଜାଇ-ଅନସ୍‌ ହକ୍କାନି ବୈଠକ…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନର ଜଣେ କମାଣ୍ଡର ତଥା ହକ୍କାନି ନେଟୱାର୍କ ଆତଙ୍କବାଦୀ ଗୋଷ୍ଠୀର ବରିଷ୍ଠ ନେତା ଅନାସ ହକାନି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କୁ ସାକ୍ଷାତ କରିବା ସହିତ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୋଲି ତାଲିବାନ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଦେଶରେ ମିଳିତ ସରକାର ଗଠନ ଉପରେ ଚର୍ଚ୍ଚା ହୋଇଥିବା ଅନୁମାନ କରାଯାଉଛି। ଏହି ବୈଠକରେ କାରଜାଇଙ୍କ ସହିତ ଆଫଗାନିସ୍ତାନର ପୂର୍ବତନ ସରକାରଙ୍କ ମୁଖ୍ୟ ଶାନ୍ତି ଦୂତ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ଯୋଗ ଦେଇଥିଲେ। ତେବେ ଆଲୋଚନା କେଉଁ କେଉଁ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା ସେ ନେଇ ଅଧିକାରୀ ଜଣକ କୌଣସି ସୂଚନା ଦେବାକୁ ମନା କରିଛନ୍ତି।
ସୂଚନାଯୋଗ୍ୟ, ରବିବାର ଦିନ ରାଜଧାନୀ କାବୁଲକୁ ତାଲିବାନର ଗୁରୁତ୍ୱପୂର୍ଣ୍ଣ ହକ୍କାନି ନେଟୱାର୍କ ସଦସ୍ୟମାନେ ନିଜ ଦଖଲକୁ ନେଇଥିଲେ। ହକ୍କାନି ତାଲିବାନ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ଧୂଳିଝଡ଼ ନେଲା ୮ ଜୀବନ…

ଓଟାହ,୨୭।୭: ଆମେରିକାର ଓଟାହରେ ଧୂଳିଝଡ଼ ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଭୟଙ୍କର ଧୂଳିଝଡ଼ ଯୋଗୁଁ ଓଟାହର ରାଜପଥରେ ପ୍ରାୟ ୨୨ଟି ମଧ୍ୟରେ ଗାଡି ଧକ୍କା...

ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍‌ ଅପରେଶନ୍‌

ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା...

ଶେଷ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆତ୍ମଘାତୀ

ଓ୍ବାଶିଂଟନ,୨୮।୮: କାବୁଲ ସ୍ଥିତ ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ପୂର୍ବରୁ...

୮୭ ଟଙ୍କାରେ ରାଜମହଲ ବିକିଦେଲେ ରାଜକୁମାର, ରାଜା ଆଣିଲେ ଅଭିଯୋଗ

ବର୍ଲିନ,୨୦।୨: ବର୍ଲିନର ଜଣେ ରାଜକୁମାର ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେବାରୁ ରାଜା ପୁଅ ନାଁରେ କେସ୍‌ କରିଛନ୍ତି। ଜର୍ମାନ...

ରଦ୍ଦ ହେଲା ତାଲିବାନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ!

କାବୁଲ,୧୧ ।୯: ଆଫଗାନିସ୍ତାନରେ କାମଚଳା ସରକାର ଘୋଷଣା କରି ସାରିଥିବା ତାଲିବାନ ଶପଥ ଗ୍ରହଣ ସମାରୋହକୁ ରଦ୍ଦ କରିଛି । ରୁଷିଆର ନ୍ୟୁଜ ଏଜେନ୍ସି ଟିଏସ୍‌ଏସ୍...

ଲଣ୍ଡନରେ ଟ୍ରମ୍ପଙ୍କୁ ବିରୋଧ ପ୍ରଦର୍ଶନ

ଓ୍ବାଶିଂଟନ,୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବଙ୍କିମହାମ୍‌ ପ୍ୟାଲେସରେ ଆୟୋଜିତ ଏକ ରାଜକୀୟ ଭୋଜିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହାକୁ ବିରୋଧ...

ଉହାନ ଡାକ୍ତରଖାନା ପରିଦର୍ଶନ କଲେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବିଶେଷଜ୍ଞ ଦଳ

ଉହାନ,୩୦।୧: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଚାଇନାର ଉହାନ ସହରରେ ପହଞ୍ଚି ପ୍ରଥମ କରୋନା ଭୁତାଣୁ ରୋଗୀ ଚିହ୍ନଟ ହୋଇଥିବା ଡାକ୍ତରଖାନା ପରିଦର୍ଶନ...

ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ୍‌,୨୪।୧୧: ପାକିସ୍ତାନ ଦେବାଳିଆ ହୋଇଯାଇଥିବା କଥା ଶେଷରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଭୁଶୁଡି ପଡିଛି।...

Advertisement
Archives

Model This Week