ତାଲିବାନ ବିରୋଧରେ ମହିଳାଙ୍କ ପ୍ରଦର୍ଶନ, ଭିଡ଼ିଓ ଭାଇରାଲ…

କାବୁଲ,୧୮।୮: ଆଫଗାନିସ୍ତାନରେ ତାଲିବାନ ଭୟ ଯୋଗୁ ଲୋକେ ଭିଟାମାଟି ଛାଡି ପଳାଉଛନ୍ତି। ତେବେ ତାଲିବାନ ଶାସନ ବିରୋଧରେ କିଛି ମହିଳା ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ମହିଳାମାନେ ପ୍ଲାକାର୍ଡ ଧରି ବିରୋଧ କରୁଥିବାର ଏହି ୪୫ ସେକେଣ୍ଡ ଭିଡିଓରେ ଦେଖିବାକୁ ମିଳୁଛି। ସେମାନଙ୍କ ଚାରିପଟେ ତାଲିବାନ ସଦସ୍ୟମାନେ ଘେରି ରହିଥିବା ଭିଡିଓରେ ଦେଖାଯାଉଛି। ମହିଳାମାନେ କାବୁଲରେ ନିଜ ଅଧିକାର ପାଇଁ ପ୍ଲାକାର୍ଡ ଧରି ପ୍ରଦର୍ଶନ କରୁଛନ୍ତି। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ଏହା ହେଉଛି ପ୍ରଥମ ପ୍ରଦର୍ଶନ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଚାରିଜଣ ମହିଳା ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିବାର ଦେଖାଯାଉଛି। ମହିଳାମାନେ ରାସ୍ତାରେ ନିଜର ଅଧିକାର ପାଇଁ ପ୍ରଦର୍ଶନ କରୁ୍‌ଥିବାବେଳେ ତାଲିବାନ ସଦସ୍ୟମାନେ ସେଠାରେ ପାଟ୍ରୋଲିଂ କରୁଛନ୍ତି। ସଶସ୍ତ୍ର ତାଲିବାନ ସଦସ୍ୟ ମହିଳାମାନଙ୍କୁ କିଛି କହୁଛନ୍ତି କିନ୍ତୁ ସେମାନଙ୍କ ପ୍ରଦର୍ଶନକୁ କେହି ରୋକୁ ନାହାନ୍ତି। ଆଫଗାନିସ୍ତାନ ରାଜନୀତି, ଶାସନ ଏବଂ ଅର୍ଥନୀତି ସହ ଜଡିତ ନିଷ୍ପତ୍ତିରେ ସେମାନଙ୍କର ଅଂଶୀଦାର ରଖିବାକୁ ମହିଳାମାନେ ଦାବି କରିଛନ୍ତି। ଇତିମଧ୍ୟରେ ଏହି ଭିଡ଼ିଓକୁ ୧୪ ଲକ୍ଷ ୭୦ ହଜାରରୁ ଅଧିକ ଥର ଦେଖା ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଉଛି ଚାଇନା…

ବେଜିଂ,୧୯।୧୧ : ନିଜର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଚାଇନା ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଇବା ଜାରି ରଖିଛି। ଏହା ରାଷ୍ଟ୍ରପତି ଶି...

ବ୍ରିକ୍ସ ସମ୍ମିଳନୀ ସମୟରେ ସାମ୍ନାସାମ୍ନି ହେଲେ ମୋଦି-ଜିନପିଙ୍ଗ୍‌

ଜୋହାନ୍ସବର୍ଗ,୨୪।୮: ଚାଇନା ଏବଂ ଭାରତ ମଧ୍ୟରେ ନିରନ୍ତର ତିକ୍ତତା ଦେଖାଦେଇଛ। ଏହି ସମୟରେ, ଉଭୟ ଦେଶର ବରିଷ୍ଠ ନେତା ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ...

ପିଅନ ପଦବୀ ପାଇଁ ୧୫ ଲକ୍ଷ ଆବେଦନ,ଏମ୍‌ଫିଲ୍‌ ଡିଗ୍ରୀ ଥିବା ଯୁବବର୍ଗ ବି ସାମିଲ୍‌…

ଲାହୋର,୨୮।୯: ପାକିସ୍ତାନରେ ଏବେ ବେକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶର ବେକାରଙ୍କ ସଂଖ୍ୟା ୬.୫ ପ୍ରତିଶତ ରହିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହୁଥିବାବେଳେ ପ୍ରକୃତ ତଥ୍ୟ...

ଆଇଏସଆଇ ମୁଖ୍ୟ ହେଲେ ଫୈଜ ଅହମ୍ମଦ

ଇସଲମାବାଦ, ୧୭।୬: ପାକିସ୍ତାନ ସେନାରେ ରବିବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କୁ ନିଯୁକ୍ତି ଦିଆଯାଇଛି। କଠୋରପନ୍ଥୀ...

ବାଜଓ୍ବାଙ୍କ ପରିବାର ୬ ବର୍ଷରେ ହୋଇଛନ୍ତି ଅରବପତି…

ଇସଲାମାବାଦ,୨୧।୧୧ : ଆଗାମୀ କିଛି ଦିନ ମଧ୍ୟରେ ଅବସର ନେବାକୁ ଯାଉଥିବା ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ପରିବାରକୁ ନେଇ ଏକ...

ସାମରିକ ଶାସକଙ୍କ କଟକଣା: ପ୍ରଭାବିତ ହେଉଛି ମ୍ୟାନ୍‌ମାର ଅର୍ଥନୀତି

ନାପିତ୍ୱ,୧୮।୨: ମ୍ୟାନ୍‌ମାରରେ ସାମରିକ ଶାସକଙ୍କ କଟକଣା ଯୋଗୁ ସ୍ଥିତି ଏବେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ରାତ୍ର କାଳୀନ କର୍ଫ୍ୟୁ ଜାରି ହେବା ସହିତ...

ଆମେରିକାର ଫାଇଟର ଜେଟ୍‌ ଏଫ୍‌-୩୫ରେ ଚାଇନା ପାର୍ଟସ୍‌ …

ଓ୍ବାଶିଂଟନ, ୮।୯ : ଆମେରିକାର ଆଧୁନିକ ଯୁଦ୍ଧ ବିମାନର ନିର୍ମାତା ଲକହିଡ ମାର୍ଟିନଙ୍କ ସମସ୍ୟା ବୃଦ୍ଧି ପାଇଛି। ବାସ୍ତବରେ, ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ-ପେଣ୍ଟାଗନ କମ୍ପାନୀକୁ ନୂତନ...

ମୁହଁ ଘୋଡ଼ାଇ ନ୍ୟୁଜ୍‌ ପଢ଼ିବେ ମହିଳା ଉପସ୍ଥାପିକା

କାବୁଲ,୧୯।୫: ଆଫଗାନିସ୍ତାନରେ ଏବେ ତାଲିବାନୀ ଶାସନ ଚାଲିଛି। ଦିନକୁ ଦିନ ତାଲିବାନ ସରକାରଙ୍କ କ୍ରୁରତା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ବର୍ତ୍ତମାନ ଆଫଗାନିସ୍ତାନରେ ସମସ୍ତ ଟିଭି ଚ୍ୟାନେଲର...

Advertisement
Archives

Model This Week