ତାଲିବାନର ନିୟମ: ନେଲ୍ ପଲିସ୍ ଲଗାଇଲେ କାଟି ଦିଆଯିବ ଆଙ୍ଗୁଠି!

କାବୁଲ,୨୪ ।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରଠାରୁ ଏହାର କ୍ରୁରତା ସମ୍ପର୍କରେ ଖବର ଆସିବାରେ ଲାଗିଛି । ବିଶେଷ କରି ସୋସିଆଲ ମିଡିଆରେ ପ୍ରତିଦିନ ତାଲିବାନର କ୍ରୁରତା ଦଖାଯାଉଛି । ଏବେ ସେଠାରେ ପୁରୁଷଙ୍କୁ ଜିନ୍ସ ପିନ୍ଧିବାକୁ ମନା କରାଯାଇଥିବା ବେଳେ ମହିଳାଙ୍କୁ ନେଲ୍ ପଲିସ ଲଗାଇବାକୁ ବାରଣ କରାଯାଇଛି । ନିୟମ ନ ମାନିଲେ ଏହାର ସଜା ଭୋଗିବାକୁ ପଡିବ ବୋଲି ମଧ୍ୟ ସତର୍କ କରାଯାଇଥିବା କିଛି ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି । ‘ଦି ସନ୍‌’ର ରିପୋର୍ଟ ଅନୁଯାୟୀ, ଦୁଇଜଣ ସାଥି ଜିନ୍ସ ପିନ୍ଧି ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ତାଲିବାନ । ଜିନ୍ସ ଇସଲାମ ଧର୍ମର ଅପମାନ ବୋଲି କହି ସେମାନଙ୍କୁ ଭବିଷ୍ୟତରେ ଜିନ୍ସ ନ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମହିଳାମାନେ ନେଲ ପଲିସ ପିନ୍ଧିଲେ ସେମାନଙ୍କ ଆଙ୍ଗୁଠି କାଟି ଦିଆଯିବ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଳିକାଙ୍କ ଶିକ୍ଷାବନ୍ଦକୁ ବର୍ଷେ ପୂରିଲା, ନିନ୍ଦା କଲା ଜାତିସଂଘ…

ଜେନେଭା/କାବୁଲ, ୧୮।୯ : ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ବର୍ଷେ ବ୍ୟାପୀ ବାଳିକାଙ୍କ ଶିକ୍ଷାବନ୍ଦ କରାଯାଇଥିବା ଘଟଣାରେ ଜାତିସଂଘ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ତାଲିବାନ ଶାସନକୁ...

ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ...

ହାଇତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ପୋର୍ଟ- ଅଉ-ପ୍ରିନ୍ସ, ୧୫।୪ : ହାଇତି ପ୍ରଧାନମନ୍ତ୍ରୀ ଯୋସେଫ୍‌ ଜୌଟ୍‌ ତାଙ୍କ ପଦରୁ ଇସ୍ତଫା ଦେଇଥିବା ବୁଧବାର ଘୋଷଣା କରିଛନ୍ତି। ଦେଶରେ ଅପହରଣ, ହତ୍ୟାକାଣ୍ଡ ଅନିୟନ୍ତ୍ରିତ...

ୟୁକ୍ରେନ୍ ହସ୍ପିଟାଲ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା

କ୍ୱିଭ୍‌,୧୧ ।୩: ରୁଷିଆ ପଟରୁ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ଗୋଟିଏ ଦିନ ପୂର୍ବରୁ ୟୁକ୍ରେନର ଏକ ପ୍ରସୂତି ହସ୍ପିଟାଲରେ ରୁଷିଆ...

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ

ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ...

ଡିସେମ୍ବରରେ ନଓ୍ବାଜ ଶରିଫ ପାକିସ୍ତାନ ଫେରିବା ସମ୍ଭାବନା…

ଇସଲାମାବାଦ,୧୨।୧୧ : ଡିସେମ୍ବର ସୁଦ୍ଧା ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ଶରିଫ ପାକିସ୍ତାନକୁ ଫେରିବାର ସମ୍ଭାବନା ରହିଛି। ଆତ୍ମ-ନିର୍ବାସନ ଶେଷ ହେବା ପରେ...

ତାଲିବାନ୍‌, ଚାଇନା ଆଲୋଚନା

କାବୁଲ/ବେଜିଂ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେବା ପରେ ଗତ...

Advertisement
Archives

Model This Week