ଅନ୍ତର୍ଜାତୀୟ

ସହଧର୍ମିଣୀଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ ଖବରଦାତାଙ୍କୁ ମାରିବାକୁ ଧମକ ଦେଲେ ରାଷ୍ଟ୍ରପତି

ବ୍ରାସିଲିୟା,୨୪।୮: ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଜଣେ ଖବରଦାତା ରାଷ୍ଟ୍ରପତିଙ୍କ ସହଧର୍ମିଣୀଙ୍କ ସମ୍ପର୍କରେ କିଛି ପ୍ରଶ୍ନ କରିବାରୁ ଜେୟର ବୋଲସୋନାରେ ରାଗିଯାଇ ଉକ୍ତ ଖବରଦାତାଙ୍କୁ ମାରିବାକୁ ଧମକ ଦେଇଥିଲେ। ସୂଚନାଯୋଗ୍ୟ,ରାଷ୍ଟ୍ରପତିଙ୍କ ସହଧର୍ମିଣୀ ଏକ ଭ୍ରଷ୍ଟାଚାର...

୧୦ ଲକ୍ଷ ଏକର ଜଙ୍ଗଲ ପାଉଁଶ

ସାନ୍‌ ଫ୍ରାନ୍‌ସିସ୍କୋ,୨୪।୮ : ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଇଛି। ଏହି ବନାଗ୍ନି ମାତ୍ର ସପ୍ତାହେ ମଧ୍ୟରେ ୧୦ ଲକ୍ଷ ଏକର ଜଙ୍ଗଲକୁ ମାଡ଼ି ପାଉଁଶ କରିଦେଇଛି। ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ...

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ପଳାତକ ଘୋଷିତ

ଇସଲାମାବାଦ,୨୩।୮: ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ‘ପଳାତକ’ ଘୋଷିତ କରିଛନ୍ତି। ତାଙ୍କ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶଦାତା ଶାହାଜାଦ ଆକବର କହିଛନ୍ତି ଯେ, ନଓ୍ବାଜ୍‌...

ରାଷ୍ଟ୍ରପତି ଭାଇଙ୍କୁ ‘ନିଷ୍ଠୁର’ କହିଲେ ଭଉଣୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଷ୍ଠୁର କହିଛନ୍ତି ତାଙ୍କ ଭଉଣୀ ମାରିୟାନ ଟ୍ରମ୍ପ। ମାରିୟାନଙ୍କ ଏକ ରେକର୍ଡିଂ ଭାଇରାଲ ହୋଇଛି। ରେକର୍ଡିଂ ଅନୁଯାୟୀ ନିଜ ଭାଇ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ମାରିୟାନ। ୨୦୧୮-୨୦୧୯ରେ ମାରିୟାନଙ୍କ ଅଜାଣତରେ ତାଙ୍କ ଝିଆରୀ ମେରୀ...

କିଏ ସେହି ପର୍ନ ଷ୍ଟାର୍‌, ଯାହାଙ୍କ ନାମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଡାଯାଉଛି

ଓ୍ବାଶିଂଟନ୍‌,୨୩।୮: ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଛି। ଜଣେ ପର୍ଣ୍ଣ ତାରକା ଷ୍ଟୋର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ କ୍ଷତିପୂରଣ ଦେବେ...

ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମୋଦି

ଓ୍ବାଶିଂଟନ,୨୩।୮: ଆମେରିକାରେ ୨୦ ଲକ୍ଷରୁ ଅଧିକ ପ୍ରଭାବଶାଳୀ ଭାରତୀୟ-ଆମେରିକୀୟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ କରି ନିର୍ବାଚନ ପ୍ରଚାର ଲାଗି ଟ୍ରମ୍ପ ଭିଡିଓ ବିଜ୍ଞାପନ ଜାରି କରିଛନ୍ତି। ଏହି ଭିଡିଓରେ...

ଚାଇନାକୁ ଚେତାବନୀ ଦେଲା ତାଇଓ୍ବାନ

ତାଇପେ,୨୩।୮: ଚାଇନା ଗୋଟିଏ ପଟେ ତାଇଓ୍ବାନକୁ ସେନା ଶକ୍ତି ଦେଖାଇ ହାସଲ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ କିନ୍ତୁ ତାଇଓ୍ବାନ ମୁଣ୍ଡ ନଇଁବା ଭଳି ଲକ୍ଷ୍ୟ କରାଯାଉନାହିଁ। ତାଇଓ୍ବାନ ସେନା କହିଛି ସେ କାହାସହ ଶତ୍ରୁତା କରିବାକୁ ଚାହୁଁ...

କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!

ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍‌ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ ବଡମାନେ ମାସ୍କ ପିନ୍ଧିବା ଜରୁରୀ। ହେଲେ ପିଲାମାନଙ୍କ ପାଇଁ ଏହା କେତେଦୂର ସୁରକ୍ଷିତ।...

ଏହି ପର୍ନ ଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପର୍ନ ଷ୍ଟାର ଷ୍ଟୋର୍ମି ଡାନିଏଲ୍‌ଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। ଏନେଇ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ସହିତ ସମ୍ପର୍କ ଥିଲା ବୋଲି ଷ୍ଟୋର୍ମି ଦାବି କରିଛନ୍ତି।...

ସଂକ୍ରମଣରେ ଶିଶୁଙ୍କର ବଡ଼ ଭୂମିକା ରହିଛି

ଓ୍ବାଶିଂଟନ, ୨୩।୮: ଶିଶୁମାନଙ୍କ ଦ୍ୱାରା ଭୂତାଣୁ ସଂକ୍ରମଣ ହାର ଅଧିକ ଏବଂ ତାହା ସେମାନଙ୍କୁ ନୀରବ ସଂକ୍ରମଣକାରୀରେ ପରିଣତ କରିପାରେ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକାର କେତେକ ଅଞ୍ଚଳରେ ସ୍କୁଲ ଖୋଲିଥିବାବେଳେ କେତେଜଣ ପିଲାଙ୍କଠାରେ ଅଧିକ...

ଆୟରଲାଣ୍ଡ ପାର୍କରେ ଦେଖିବାକୁ ମିଳିଛି ଗଣେଶଙ୍କ ଅଦ୍ଭୁତ ପ୍ରତିମା

ଡବଲିନ,୨୨।୮:ଅଗ୍ରପୂଜ୍ୟ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଏହାକୁ କେହି କେହି ବିନାୟକ ଚତୁର୍ଥୀ ବୋଲି ମଧ୍ୟ କହିଥାଆନ୍ତି। ଏହିଦିନ ପ୍ରତିଘରେ ଗଣେଶଙ୍କ...

ତଳେ ମୁଁହ ମାଡ଼ି ଶୋଇଥିବା ପିଲାଙ୍କ ଉପରେ ଚାଲିଲେ ଚାଇନା ରାଷ୍ଟ୍ରଦୂତ: ଅମାନବୀୟ ବୋଲି କହିଲା ଆମେରିକା

ବେଜିଂ, ୨୨।୮: ଚାଇନା ରାଷ୍ଟ୍ରଦୂତଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାଷ୍ଟ୍ରଦୂତ ତଳେ ମୁଁହ ମାଡ଼ି ଶୋଇଥିବା ଛୋଟ ପିଲାଙ୍କ ଉପରେ ଚାଲିଛନ୍ତି। ରେଡ୍‌ କାର୍ପେଟ୍‌ ବଦଳରେ ଛୋଟ ପିଲାଙ୍କ ଉପରେ ରାଷ୍ଟ୍ରଦୂତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri