ବ୍ରିଟେନରେ ୬ମାସ ପାଇଁ ‘ଓ୍ବାର୍କ ଫ୍ରମ୍ ହୋମ୍’
ବ୍ରିଟେନ,୨୩ା୯: କୋଭିଡ୍ ସଂକ୍ରମଣ ରୋକିବା ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଦେଶବାସୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ମାସ ପର୍ଯ୍ୟନ୍ତ ‘ଓ୍ବାର୍କ ଫ୍ରମ୍ ହୋମ୍’ ଘୋଷଣା କରିବା ସହ ସାମାଜିକ ମିଳାମିଶା ଉପରେ...
ଏଠାରେ ବିବାହ କଲେ ସରକାର ଦେଉଛନ୍ତି ୪.୨୦ ଲକ୍ଷ ଟଙ୍କା: ଜାଣନ୍ତୁ…
ଏମିତି ଏକ ଦେଶ ରହିଛି ଯେଉଁଠାରେ ବିବାହ କଲେ ସରକାରଙ୍କଠାରୁ ୪.୨୦ ଲକ୍ଷ ଟଙ୍କା ମିଳିବ। ନବ ଦମ୍ପତି ନିଜର ବୈବାହିକ ଜୀବନକୁ ଖୁସିରେ ବିତାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ଦିଆଯିବ। ନିକଟରେ ସରକାର ଏମିତି ଏକ...
୪୨ ବର୍ଷ ତଳେ ଏଲିଅନ୍କୁ ଗୁଳିମାଡ଼ କରିଥିଲା ଆମେରିକା !
ଓ୍ବାଶିଂଟନ, ୨୨।୯: ଏଲିଅନ୍ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ ବୋଲି ମନେ କରିଥାନ୍ତି। ତେବେ ପୃଥିବୀ ଭଳି ଜୀବନ୍ତ ଗ୍ରହର ଉପସ୍ଥିତିକୁ ମହାକାଶ...
ଜାତିସଂଘରେ ଭାରତର କଡ଼ା ଜବାବ: ଆତଙ୍କବାଦୀଙ୍କୁ ଶହୀଦ୍ କହୁଛି ପାକିସ୍ତାନ
ଜେନେଭା, ୨୨।୯: ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ୭୫ ବର୍ଷପୂର୍ତ୍ତିି ଅବସରରେ ଆୟୋଜିତ ଏକ ବୈଠକରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ବିଦିଶା ମୈତ୍ରା ପାକିସ୍ତାନ ଆତଙ୍କବାଦୀଙ୍କୁ ଶହୀଦ୍ କହୁଥିବା ପ୍ରକାଶ...
ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବ ନାସା
ଓ୍ବାଶିଂଟନ, ୨୨।୯: ଆଗାମୀ ଦିନରେ ମହିଳା ମହାକାଶଚାରୀ ଚନ୍ଦ୍ରକୁ ଯିବେ। ଏନେଇ ନାସା ପକ୍ଷରୁ ଏକ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି। ୨୦୨୪ରେ ନାସା ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବାର ଯୋଜନା କରିଛି। ଏସମ୍ପର୍କରେ ନାସାର ପ୍ରଶାସକ ଜିମ୍...
ଭାଙ୍ଗରୁ ପ୍ରସ୍ତୁତ ହେଲା କରୋନା ଔଷଧ!
କାନାଡାର ଏକ କମ୍ପାନୀ ଆକସେରା ଫାର୍ମା ଭାଙ୍ଗରୁ କରୋନା ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତ କରିିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି କମ୍ପାନୀ ଦାବି କରିଛି। ଏହି ଔଷଧ କରୋନା ଯୋଗୁ ହେଉଥିବା ହୃଦ ସମ୍ବନ୍ଧୀୟ...
ନିଜ କରୋନା ଟିକା ଉପରେ ରୁଷ୍ର ନାହିଁ ଭରସା: ଲୋକଙ୍କୁ ଦେବାକୁ ବାରଣ
ମସ୍କୋ, ୨୧।୯: ରୁଷ୍ ପ୍ରଥମେ ଅଗଷ୍ଟ ୧୧ରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କରି ପୃଥିବୀରେ ଇତିହାସ ରଚିଥିଲା। ତେବେ ଏବେ ରୁଷ୍ ଟିକାର ପ୍ରଭାବ ଉପରେ ଭରସା କରି ପାରୁନାହିଁ। ଟିକାର ସମ୍ପୂର୍ଣ୍ଣ ପରୀକ୍ଷା ଶେଷ ନ ହୋଇଥିବାବେଳେ...
ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ
ଇସଲମାବାଦ,୨୦।୯: ଭାରତ ସହ ସମ୍ପର୍କ ବିଗାଡିବା ପାଇଁ ପାକିସ୍ତାନ ଆଉ ଏକ ପଦକ୍ଷେପ ନେଇଛି। ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ବହିଷ୍କାର କରିବାର ମାସେ ପରେ ପାକିସ୍ତାନ ରବିବାର କୂଟନୀତିଜ୍ଞ ଜୟନ୍ତ ଖୋବରାଗଡେଙ୍କୁ ଭିସା ଦେବାକୁ ମନା କରିଦେଇଛି। ଇସଲାମାବାଦରେ...
କରୋନା ସରିବା ପରେ ବି ବିଶ୍ୱର ୨କୋଟି କନ୍ୟା ଯାଇପାରିବେନି ସ୍କୁଲ: ମଲାଲା
ଇସ୍ଲାମାବାଦ,୨୦ ।୯: ପାକିସ୍ତାନର ଶିକ୍ଷାକର୍ମୀ ତଥା ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚେତାବନୀ ଦେଇ କହିଛନ୍ତି କରୋନା ଭାଇରସ ଭଳି ମହାମାରୀ ସଂକ୍ରମଣ ଶେଷ ହେବା ପରେ ବି ବିଶ୍ୱରେ ପାଖାପାଖି ୨ କୋଟି କନ୍ୟା ସ୍କୁଲ ଯିବାରୁ ବଞ୍ଚିତ...
ସ୍ୱାସ୍ଥ୍ୟମନ୍ତ୍ରୀ ନେଲେ ପ୍ରଥମ କରୋନା ଟିକା
ଆବୁଧାବି,୨୦ ।୯: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ର ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲରହମାନ ବିନ ମହମ୍ମଦ ଅଲ ଓୱେସ ଶନିବାର କରୋନା ଭାଇରସର ଟିକା ନେଇଛନ୍ତି । ତାଙ୍କୁ ଏହାର ପ୍ରଥମ ଡୋଜ୍ ଦିଆଯାଇଛି । ମିନିଷ୍ଟ୍ରି ଅଫ୍ ହେଲ୍ଥ ଆଣ୍ଡ ପ୍ରିଭେନ୍ଶନ ଅନୁମତି...
ଚାଇନାର ଦାଦାଗିରି: ନେପାଳରେ ବେଆଇନ ଭାବେ ନିର୍ମାଣ କରିଛି ୯ ବିଲ୍ଡିଂ
କାଠମାଣ୍ଡୁ, ୨୦।୯: ଭାରତରେ ବେଆଇନ ଜମି ଦଖଲ କରିଥିବା ଚାଇନା ଏବେ ନେପାଳରେ ମଧ୍ୟ ନିଜର ଦାଦାଗିରି ଆରମ୍ଭ କରିଛି। ନେପାଳ ସୀମାରେ ସୁରକ୍ଷାକର୍ମୀ ନଥିବାର ସୁଯୋଗ ନେଇ ଚାଇନା ୯ ବିଲ୍ଡିଂ ନିର୍ମାଣ କରିଛି। ନେପାଳର ହୁମ୍ଲା ଜିଲାର...
ଟ୍ରମ୍ପ୍ଙ୍କ ପାଖକୁ ଜହର ପ୍ୟାକେଟ: ସୁରକ୍ଷା ଅଧିକାରୀଙ୍କ ହାତରେ ପଡ଼ିଲା ଧରା
ଓ୍ବାଶିଂଟନ, ୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଖକୁ ପଠାଯାଇଥିବା ଏକ ଜହର ପ୍ୟାକେଟ ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ପଡ଼ିଛି। ଏଥିରେ ରିସିନ୍ ନାମକ ଜହର ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହି ଜହରକୁ କାଷ୍ଟର ବିନ୍ସ୍ରୁ ପ୍ରସ୍ତୁତ କରାଯାଇଥାଏ।...
Archives


