ଅନ୍ତର୍ଜାତୀୟ

କାଗଜରେ ପାଠ ଲେଖିଲେ ରହିବ ଅଧିକ ମନେ

ଟୋକିଓ,୨୦।୩: ପାଠ ପଢ଼ିଲେ ମଧ୍ୟ କେତେକ ଛାତ୍ରୀଛାତ୍ରଙ୍କର ଏହା ମନେ ରହି ନ ଥାଏ। ତେବେ ସମ୍ପ୍ରତି ଜାପାନର ଟୋକିିଓରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କାଗଜରେ ପାଠ ଲେଖିଲେ ଅଧିକ ମନେ ରହିବ। ପାଠ ପଢ଼ା…

ଏଠାରେ ଗୋଟିଏ ପାଣି ବୋତଲର ଦାମ୍‌ ରହିଛି…

କଥାରେ ଅଛି ଦୁନିଆରେ ସବୁ ଜିନିଷ ମିଳିଥାଏ, କେବଳ ବଜାରର ଆବଶ୍ୟକତା ରହିଛି। ସେମିତି କିଛି ଏବେ ଦେଖିବାକୁ ମିଳିଛି। ପ୍ରକୃତି ସମସ୍ତଙ୍କୁ ମାଗଣାରେ ଦଉଥିବା ପାଣି ଏବେ କିଣିବାକୁ ପଡ଼ୁଛି। କେତେକ ସ୍ଥାନରେ ଏହାର ମୂଲ୍ୟ ଏତେ ଅଧିକ ଯେ,…

ପୁଟିନଙ୍କୁ ହତ୍ୟାକାରୀ କହିଲେ ବାଇଡେନ୍‌

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କୁ ହତ୍ୟାକାରୀ କହିଛନ୍ତି। ସେ କହିଛନ୍ତି, ୨୦୨୦ ଆମେରିକୀୟ ନିର୍ବାଚନରେ ପୁଟିନଙ୍କ ଠକେଇର ପ୍ରମାଣ ପାଇଛନ୍ତି। ସେ ଚାହିଁଲେ ପଦକ୍ଷେପ ନେଇପାରିବେ। ପୁଟିନ୍‌ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ…

ବିଶ୍ୱର ସବୁଠୁ ଖୁସିର ଦେଶ ଫିନଲାଣ୍ଡ: ଭାରତକୁ ପଛରେ ପକାଇଲା ପାକିସ୍ତାନ

ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ବିଶେଷ କରି ୨୦୨୦ ଚିନ୍ତା, ଉଦାସୀନତା, ଏକାକୀ, ଅସୁସ୍ଥତା ଏବଂ ମୃତ୍ୟୁର ବର୍ଷ ଥିଲା କହିଲେ କିଛି ଭୁଲ ହେବ ନାହିଁ। ଏହାରି ମଧ୍ୟରେ ୧୪୯ ଦେଶକୁ ନେଇ ହୋଇଥିବା ‘ଓ୍ବାଲ୍ଡ…

ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗର ସନ୍ଧାନ

ଇସଲାମାବାଦ,୨୦।୩: ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗ ପଥର ସନ୍ଧାନ ମିଳିଛି। ଲାହୋର ଦୁର୍ଗର ମରାମତି ସମୟରେ ସୁଡ଼ଙ୍ଗକୁ ଦେଖି କାମକରୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁରୁଣା ହେଲେ ମଧ୍ୟ ଦୁର୍ଗର ପ୍ରାଚୀର ଏବେ ଶକ୍ତ ଏବଂ ସୁରକ୍ଷିତ ରହିଥିବା ଡବ୍ଲ୍ୟୁସିଏଲ୍‌ଏର…

୩ ଥର ଝୁଣ୍ଟିଲେ ବାଇଡେନ୍‌: ଭିଡ଼ିଓ ଭାଇରାଲ

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏୟାର ଫୋର୍ସ ଓ୍ବାନ୍‌ ବିମାନରେ ଚଢ଼ିବା ସମୟରେ ୩ ଥର ଝୁଣ୍ଟିଛନ୍ତି। ଶେଷରେ ସେ ନିଜକୁ ସମ୍ଭାଳି ବିମାନରେ ପ୍ରବେଶ କରିଛନ୍ତି। ଏହାର ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ…

୧୦ ବର୍ଷ ଗୃହଯୁଦ୍ଧ

ବିରୁଟ/ଡାମାସ୍‌କସ୍‌/ଇଦ୍‌ଲିବ,୨୦ା୩: ଏକ ଦଶନ୍ଧି ତଳେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କେତେବେଳେ ଆନ୍ଦୋଳନର ରୂପ ନେଇ କ୍ରମଶଃ ଏକ ବୃହତ୍‌ ଗୃହଯୁଦ୍ଧ ପାଲଟିଗଲା କେହି ଜାଣିପାରିଲେ ନାହିଁ। ସିରିଆ ସଂଘର୍ଷରେ ଅଦ୍ୟାବଧି ୩,୮୦,୦୦୦ରୁ ଊର୍ଦ୍ଧ୍ୱ…

ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ

ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର ଅଷ୍ଟିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କେତେକ…

ମହାମାରୀ ସତ୍ତ୍ୱେ ଏହା ବିଶ୍ୱର ସବୁଠୁ ସୁଖୀ ଦେଶ

ହେଲସିଙ୍କି (ଫିନଲାଣ୍ଡ),୧୯।୩ : ବିଶ୍ୱର ସବୁଠୁ ସୁଖୀ ଦେଶ ମାନ୍ୟତା ପାଇଛି ଫିନଲାଣ୍ଡ। ମହାମାରୀ ସତ୍ତ୍ୱେ କ୍ରମାଗତ ଚତୁର୍ଥ ଥର ପାଇଁ ଫିନଲାଣ୍ଡ ବଜାୟ ରଖିଛି ଏହି ମାନ୍ୟତା। ୟୁଏନ୍‌ ପକ୍ଷରୁ ବାର୍ଷିକ ପ୍ରକାଶ ପାଉଥିବା ଓ୍ବାଲର୍‌ଡ ହାପିନେସ ରିପୋର୍ଟରେ ଏହା…

ପରସ୍ପରକୁ ଆଖି ଦେଖାଇଲେ ଚାଇନା-ଆମେରିକା

ଓ୍ବାଶିଂଟନ୍‌,୧୯।୩: ଆମେରିକାରେ ନୂତନ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଚାଇନା ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦୁଇ ଦେଶର ଅଧିକାରୀମାନେ ପରସ୍ପର ମଧ୍ୟରେ ବାକ୍‌ଯୁଦ୍ଧରେ ଲାଗିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ ଚାଇନା…

ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ନଗ୍ନ ଷ୍ଟାଚ୍ୟୁ, ଘଟଣାର ଯାଞ୍ଚ କରୁଛି ପୋଲିସ

ଜେରୁଜେଲମ୍‌,୧୮।୩: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକ ନଗ୍ନ ଷ୍ଟାଚ୍ୟୁ ଅବିବ ସହରର ହାବିମା ସ୍କୋୟାରରେ ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, କଂସାର ଏହି ମୂର୍ତ୍ତିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବସିବା ମୁଦ୍ରାରେ ରହିଛନ୍ତି। ପୋଲିସ ଏହି ଘଟଣାର ଯାଞ୍ଚ କରୁଛି।…

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଭାଙ୍ଗିି ଦେଲେ ୮୦ ଘର

ଢାକା,୧୮।୩: ଫେସବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶର ଏକ ହିନ୍ଦୁ ଗାଁରେ ହିଫାଜତ୍‌-ଇ-ଇସଲାମ୍‌ ନାମକ ମୌଳବାଦୀ ସଂଗଠନ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ସଂଗଠନର ସଦସ୍ୟମାନେ ଗାଁ ପଶି ୮୦ରୁ ଅଧିକ ଘର ଭଙ୍ଗାରୁଜା କରିବା ସହିତ କେତେକ ସ୍ଥାନରେ ନିଆଁ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri