ଅନ୍ତର୍ଜାତୀୟ

ଘର ବାହୁଡ଼ିଲେ ୫୪ ଭାରତୀୟ ଧୀବର

କଲୋମ୍ବୋ,୨୭।୩: ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ୫୪ ଭାରତୀୟ ଧୀବର ଘରକୁ ବାହୁଡ଼ିଛନ୍ତି। ମାର୍ଚ୍ଚ ୨୪ରେ ଦୁଇଟି ଭିନ୍ନ ଭିନ୍ନ ସାମୁଦ୍ରିକ ଅଞ୍ଚଳରୁ ସେମାନଙ୍କୁ ମାଛଧରା ବୋଟ୍‌, ଜାଲ ଏବଂ ଅନ୍ୟ ସରଞ୍ଜାମ ସହିତ ଗିରଫ କରାଯାଇଥିଲା। ସେମାନେ ଭାରତୀୟ…

୫୦ ନିରୀହ ଲୋକଙ୍କ ଉପରେ ଆଖିବୁଜା ଗୁଳି ବର୍ଷା

ମ୍ୟାନମାର୍‌,୨୭।୩: ମ୍ୟାନମାର୍‌ରେ ସୈନ୍ୟବାହିନୀ କ୍ଷମତା ଦଖଲ କରିବା ପରେ ସଙ୍କଟ ଧୀରେଧୀରେ ବଢ଼ିବାରେ ଲାଗିଛି। ଶନିବାର ସୈନ୍ୟ ବାହିନୀଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ ଜଣ ନିରୀହ ଲୋକଙ୍କ ମୁତ୍ୟୁ ଘଟିଛି। ଏହାକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। ସୈନ୍ୟ ବାହିନୀ ପକ୍ଷରୁ ଦେଶରେ…

ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ରାଜନୀତି: ଦେଶରୁ ଆରମ୍ଭ କରି ବିଦେଶରେ ପହଞ୍ଚିଲା

ଢାକା/କୋଲକାତା,୨୭।୩: ପଶ୍ଚିମବଙ୍ଗର ୨ କୋଟି ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ନେଇ ଭାଜପା ପକ୍ଷରୁ ଦେଶରୁ ଆରମ୍ଭ ହୋଇଥିବା ରାଜନୀତି ବିଦେଶରେ ପହଞ୍ଚିଛି। ଏହି ୨ କୋଟିର ଭୋଟ ବାକ୍ସ ଭାଜପା ପକେଟକୁ ଆସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା…

ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ପର୍ଯ୍ୟନ୍ତ ସମସ୍ତ ଅଦରକାରୀ ବିଦ୍ୟୁତ୍‌ ଆଲୋକ…

ଯେଶୋରେଶ୍ୱରୀ କାଳୀ ମନ୍ଦିରରେ ନିର୍ମାଣ ହେବ କମ୍ୟୁନିଟି ହଲ୍‌: ମୋଦି କଲେ ଘୋଷଣା

ଢାକା,୨୭।୩: ବାଂଲାଦେଶରେ ଥିବା ମାତା ଯେଶୋରେଶ୍ୱରୀ କାଳୀ ମନ୍ଦିରରେ କମ୍ୟୁନିଟି ହଲ ନିର୍ମାଣ ହେବ। ଏନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କରିଛନ୍ତି। କାଳୀ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିଛନ୍ତି। ପୁଜାପରେ ମୋଦି କହିଛନ୍ତି ଯେ, ମାତା କାଳୀ…

ବାଂଲାଦେଶରେ ମୋଦିଙ୍କ ଗସ୍ତକୁ ବିରୋଧ କାହିଁକି

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ବିରୋଧ କରାଯାଉଛି। ଏହାର ବିଭିନ୍ନ କାରଣ ମଧ୍ୟରୁ ମୋଦିଙ୍କ ହିନ୍ଦୁବାଦୀ ତଥା ମୁସଲମାନ ବିରୋଧୀ ଆଭିମୁଖ୍ୟକୁ ପ୍ରମୁଖ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର କେତେକ ସଙ୍ଗଠନ ଓ ବୁଦ୍ଧିଜୀବୀଙ୍କ…

ପୋଲିସ ଗୁଳିରେ ୫ ନିହତ

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ପ୍ରବଳ ବିରୋଧ କରାଯାଇଛି। ମୋଦିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଗୁଳି ଚଳାଇଛି। ଏଥିରେ ୫ ନିହତ ଓ ଅନେକେ ଆହତ ହୋଇଛନ୍ତି। ରାଜଧାନୀ ଢାକା ସମେତ…

ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି ୪ ଆନ୍ଦୋଳନକାରୀ। ସେମାନଙ୍କୁ ଘଉଡ଼ାଇବା ପାଇଁ ଆମେ ଲୁହ ବୁହା ଗ୍ୟାସ ଓ ରବର…

୨ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା: ୩୨ ମୃତ

ଇଜିପ୍ଟ,୨୬।୩: ଇଜିପ୍ଟର ସୋହାଗ ସହର ନିକଟରେ ଶୁକ୍ରବାର ୨ଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୪ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଏନେଇ ଇଜିପ୍ଟର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ବାଂଲାଦେଶ ଶହୀଦ ସ୍ମାରକରେ ପହଞ୍ଚିଲେ ମୋଦି: କଲେ ଚାରା ରୋପଣ

ଢାକା,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି। କରୋନା ଆରମ୍ଭ ହେବା ପରଠାରୁ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା। ସେ ଢାକାର ସାଭରରେ ଥିବା ଜାତୀୟ ଶହୀଦ ମେମୋରିଆଲ ପରିଦର୍ଶନ କରିଥିଲେ। ଏଠାରେ ସେ ଚାରା…

କରୋନା ଆକ୍ରାନ୍ତ ସତ୍ତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ, ହେଲେ ଟ୍ରୋଲ

ଇସଲାମାବାଦ,୨୬।୩: ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଶିବଲି ଫରାଜ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ କ୍ୟାପ୍‌ଶନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ମିଡିଆ ଟିମ୍‌ ସହିତ ବୈଠକ। ମନ୍ତ୍ରୀଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଖୁବ୍‌…

ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌

କାଏରୋ,୨୬ା୩:ତିନୋଟି ଫୁଟ୍‌ବଲ ପଡ଼ିଆର ଆୟତନଠାରୁ ବଡ଼ ଆକୃତିର ଏକ ଜାହାଜ ସୁଏଜ୍‌ କେନାଲରେ ଅଚଳାବସ୍ଥା ସୃଷ୍ଟି କରିଛି। ଉକ୍ତ ମାଲବାହୀ ଜାହାଜ ଯୋଗୁ ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ଏଥିଯୋଗୁ ଜଳପଥର ଉଭୟ ପାର୍ଶ୍ୱରେ ୧୮୦ରୁ ଅଧିକ ଜାହାଜ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri