ଅନ୍ତର୍ଜାତୀୟ

ନେପାଳ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

କାଠମାଣ୍ଡୁ, ୪।୧୦: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଓଲିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଏବଂ ଡାକ୍ତର ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଓଲିଙ୍କ ସରକାରୀ...

ବିଗୁଡୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ!

ୱାଶିଂଟନ,୪ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ ଶନିବାର କହିଛନ୍ତି ଏବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ରବସ୍ଥା ଚିନ୍ତାଜନକ ରହିଛି । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ...

ଆର୍ମି ହସ୍ପିଟାଲରେ ଟ୍ରମ୍ପ

ୱାଶିଂଟନ,୪ା୧୦: କୋଭିଡ୍‌ରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଓ୍ବାଂଶିଟନ ବାହାରେ ଥିବା ଓ୍ବାଲ୍ଟର ରିଡ୍‌ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ପରୀକ୍ଷଣାତ୍ମକ କୋଭିଡ୍‌ ଚିକିତ୍ସା କରାଯାଉଥିବାବେଳେ ସେ ସୁସ୍ଥ ଥିବା ନେଇ ୧୮ ସେକେଣ୍ଡର...

କରତାରପୁର କୋରିଡୋର ଖୋଲିବ ପାକିସ୍ତାନ

ଇସଲାମାବାଦ୍‌, ୩।୧୦: କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରତାରପୁର କୋରିଡୋର ଖୋଲିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ପାକିସ୍ତାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ଏହି କୋରିଡୋରର ଶୁଭାରମ୍ଭ କରାଯାଇଥିଲା।...

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ‘କଳ୍ପନା ଚାଓ୍ବଲା’

ଓ୍ବାଶିଂଟନ, ୩।୧୦: ନାସା ପକ୍ଷରୁ ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ କଳ୍ପନା ଚାଓ୍ବଲାଙ୍କ ନାମରେ ନିର୍ମିତ ହୋଇଥିବା ମହାକାଶ ଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ଯାତ୍ରା ଆରମ୍ଭ କରିଛି। ମହାକାଶ ଯାନ ‘କଳ୍ପନା ଚାଓ୍ବଲା’ ୩ହଜାର ୬୨୮...

କରୋନା ଭାଇରସ କେତେ ଭୟଙ୍କର ତାହା ଏବେ ଟ୍ରମ୍ପ ବୁଝିଯିବା ଉଚିତ: ବେଡେନ

ୱାଶିଂଟନ,୩ ।୧୦: ଠିକ୍ ରାଷ୍ଟପତି ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିପକ୍ଷରେ ଲଢୁଥିବା ଡେମୋକ୍ରାଟିକ୍ ପାର୍ଟିର...

୭ ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ

ତ୍ରିପୋଲି, ୩।୧୦: ଭାରତରୁ ଳିବିୟାକୁ କାମ କରିବାକୁ ଯାଇଥିବା ୭ ଜଣ ଭାରତୀୟଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ଆତଙ୍କବାଦୀମାନେ ଭାରତୀୟଙ୍କ ମୁଣ୍ଡ ଜାମିନ ରଖିଛନ୍ତି। ୨୦ ହଜାର ଡଲାର ଦେଲେ ଭାରତୀୟଙ୍କୁ ମୁକ୍ତ କରାଯିବ ବୋଲି ଆତଙ୍କବାଦୀ ସଂଗଠନ...

ଅରୁଣାଚଳ ଭାରତର: ଆମେରିକା

ଓ୍ବାଶିଂଟନ, ୩।୧୦:ଭାରତ ଉପରେ ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ସୀମାନ୍ତରେ ବିସ୍ତାରବାଦୀ ନୀତିକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା। ଦୀର୍ଘ ୬ ଦଶନ୍ଧି ଧରି ଲଦାଖ, ଅରୁଣାଚଳ ପ୍ରଦେଶ ଉପରେ ଚାଇନା କୁଦୃଷ୍ଟି ପକାଇଥିବାବେଳେ ବେଜିଂକୁ କଡ଼ା ଭାଷାରେ ଅକ୍ଷେପ...

କିଛିଦିନ ପାଇଁ ହସ୍ପିଟାଲରେ ରହିବେ ଟ୍ରମ୍ପ

ୱାଶିଂଟନ,୩ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସହଧର୍ମିଣୀ ତଥା ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନିକଟକୁ ଏବେ ଶୀଘ୍ର ସୁସ୍ଥ ହେବାର ବାର୍ତ୍ତା ପହଞ୍ଚୁଛି । ପ୍ରଥମେ...

ଆମାଜନର ପାଖାପାଖି ୨୦ହଜାର କର୍ମଚାରୀ କରୋନା ପଜିଟିଭ

ନ୍ୟୁୟର୍କ,୨ ।୧୦: ଅନ୍ ଲାଇନ୍ ରିଟେଲ କମ୍ପାନୀ ଆମାଜନର ପାଖାପାଖି ୨୦ହଜାର ଫ୍ରଣ୍ଟ ଲାଇନ୍ ୟୁଏସ୍ ୱାର୍କର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ପ୍ରଥମଥର ଲାଗି ଆମାଜନ ଏହି ସଂଖ୍ୟା ପ୍ରକାଶ କରିଛି । ତେବେ ଆମେରିକା ଜନସଂଖ୍ୟା...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସ୍ତ୍ରୀ ମେଲାନିଆଙ୍କୁ କରୋନା

ଓ୍ବାଶିଂଟନ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ନିଜକୁ କ୍ୱାରାଣ୍ଟାଇନ୍‌ ରଖି କରୋନା ଟେଷ୍ଟ...

କ୍ୱାରାଣ୍ଟାଇନ୍‌ରେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ନିଜକୁ କ୍ୱାରାଣ୍ଟାଇନ୍‌ ରଖିଛନ୍ତି। ହୋପଙ୍କ ସହ ରାଷ୍ଟ୍ରପତି ନିୟମିତ ଭାବେ ଯାତ୍ରା କରନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri