ମଙ୍ଗଳରେ ଉଡ଼ିଲା ହେଲିକପ୍ଟର
ପୃଥିବୀ ବାହାରେ କୌଣସି ଦ୍ୱିତୀୟ ଗ୍ରହରେ ହେଲିକପ୍ଟର ଉଡ଼ାଇବାରେ ସଫଳ ହୋଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ସୋମବାର ମଙ୍ଗଳ ମାଟିରେ ଇନ୍ଜେନ୍ୟୁଟି ମାର୍ସ ହେଲିକପ୍ଟର ସଫଳତାର ସହ ଉଡ଼ାଣ ଭରିଛି। ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ପାଇଁ ଫେବୃୟାରୀ…
ଚାଳକ ବିହୀନ ଟେସ୍ଲା କାର୍ ଦୁର୍ଘଟଣାରେ ୨ ମୃତ
ନ୍ୟୁୟର୍କ,୧୯।୪ : ଟେକ୍ସାସଠାରେ ଚାଳକ ବିହୀନ ଟେସଲା କାର୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶନିବାର ବିଳମ୍ବିତ ରାତିରେ କାର୍ଟି ଖୁବ୍ ଗତିରେ ଯାଉଥିବାବେଳେ ଏକ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ପରେ କାର୍ରେ ନିଆଁ…
ନିଜକୁ କରୋନାମୁକ୍ତ ଘୋଷଣା କଲା ଏହି ଦେଶ
ଜେରୁଜେଲମ,୧୯।୪: ସମଗ୍ର ଦୁନିଆ କରୋନା କବଳରେ ଥିବା ସମୟରେ ଇସ୍ରାଏଲ ଗୋଟିଏ ଦେଶ ଯିଏ କି ନିଜକୁ କରୋନାମୁକ୍ତ ଘୋଷଣା କରିଛି। ଏହି ଦେଶ ସାମୁହିକ ଟିକାକରଣ ଅଭିଯାନ ପରେ ଏବଂ କରୋନା କଟକଣା ହ୍ରାସ ପାଇବା ପରେ ସମସ୍ତ ବିଦ୍ୟାଳୟ…
ଅନ୍ତଃବସ୍ତ୍ରକୁ ପୋତା ଯାଉଛି ମାଟିରେ…
ଜୁରିଚ୍,୧୯।୪: ଅନ୍ତଃବସ୍ତ୍ରକୁ ପୋଷାକ ତଳେ ପିନ୍ଧା ଯାଏ। ତେବେ ଏହାକୁ ମାଟିରେ ପୋତିଯାଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି କାର୍ଯ୍ୟ ସ୍ବିଜରଲାଣ୍ଡରେ କରାଯାଉଛି। ମାଟିର ଗୁଣବତ୍ତା ପରୀକ୍ଷା କରିବା ପାଇଁ ଷ୍ଟେଟ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏଗ୍ରୋସ୍କୋପ୍ ପକ୍ଷରୁ…
ଗୁଗଲକୁ ପଚରା ଯାଉଛି ଶାରୀରିକ ସମ୍ପର୍କକୁ ନେଇ ଅଧିକ ପ୍ରଶ୍ନ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୪: ଏବେ ସମସ୍ତଙ୍କ ହାତ ପାଆନ୍ତାରେ ଇଣ୍ଟରନେଟ୍। କୌଣସି ସମସ୍ୟାରେ ପଡ଼ିଲେ ଅବା ମନରେ କିଛି ପ୍ରଶ୍ନ ଆସିଲେ ତତ୍କ୍ଷଣାତ୍ ଗୁଗଲକୁ ପ୍ରଶ୍ନ ପଚରା ଯାଉଛି। ଏନେଇ ଟିଭି ବିଜ୍ଞାପନ ସହିତ ବିଭିନ୍ନ ସୋସିଆଲ ମିଡ଼ିଆରେ ଗୁଗଲକୁ ପ୍ରଶ୍ନ ପଚାରିବା ଲାଗି…
ଏବେ ଗର୍ଭଧାରଣ କରନାହିଁ
ବ୍ରାସିଲିଆ, ୧୯।୪: ବ୍ରାଜିଲରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଠାକାର ମହିଳାମାନଙ୍କୁ ଗର୍ଭଧାରଣ ଯୋଜନା ସ୍ଥଗିତ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ବ୍ରାଜିଲରେ କରୋନା ଭୂତାଣୁର ନୂଆ ରୂପ ଗର୍ଭବତୀ ମହିଳାମାନଙ୍କୁ ଅଧିକ ସଂକ୍ରମିତ କରୁଥିବାରୁ ମହାମାରୀ ଜନିତ…
ପାକିସ୍ତାନର ଭଲ ବନ୍ଧୁ ହୋଇପାରିବ ନାହିଁ ଭାରତ, ଜାଣନ୍ତୁ କିଏ କାହିଁକି ଏମିତି କହିଲେ
ଇସ୍ଲାମାବାଦ,୧୮।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ସବୁବେଳେ ଲାଗି ରହିଛି। ଏହା ପରେ ମଧ୍ୟ ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ପ୍ରୟାସ କରୁଛି। ନିକଟରେ ଦୁବାଇରେ ପାକିସ୍ତାନ ଏବଂ ଭାରତର ଉଚ୍ଚ ପଦାଧିକାରୀଙ୍କ ଏକ ବୈଠକ…
ଜାପାନରେ ଭୂକମ୍ପ
ଟୋକିଓ,୧୮।୪: ରବିବାର ସକାଳେ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ କି ସୁନାମି ସମ୍ପର୍କରେ ସୂଚନା ନାହିଁ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ମିୟାଗି ପ୍ରିଫେକ୍ଟର। ପାଣିପାଗ ବିଭାଗ (ଜେଏମ୍ଏ) ଅନୁଯାୟୀ,…
ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…
ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍ଡାଉନ୍ ଏବଂ ଶର୍ଟଡାଉନ୍ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି। ବହୁ ଲୋକ ନିଯୁକ୍ତି ହରାଇ ବେକାର ବସିଛନ୍ତି। ଏପରିସ୍ଥଳେ ଆମେରିକାର ବୁଶ୍ ବିୟର କମ୍ପାନୀ…
କାଷ୍ଟ୍ରୋ ଯୁଗର ଅବସାନ
ହାଭାନା, ୧୮।୪ : କ୍ୟୁବା କମ୍ୟୁନିଷ୍ଟ ପାର୍ଟି (ପିସିସି)ର ନେତା ପଦରୁ ଅବସର ଘୋଷଣା କରିଛନ୍ତି ରାଉଲ କାଷ୍ଟ୍ରୋ। ଏଥିସହିତ କ୍ୟୁବାରେ କାଷ୍ଟ୍ରୋ ଯୁଗର ଅବସାନ ଘଟିଛି। ଦୀର୍ଘ ୬୨ ବର୍ଷ ଧରି କାଷ୍ଟ୍ରୋ ଭ୍ରାତା କ୍ୟୁବାକୁ ଶାସନ କରିଆସୁଥିଲେ। କ୍ୟୁବା…
କରୋନା ମୁକାବିଲା କରିବାକୁ ଏହି ଜିନ୍ ଚିହ୍ନଟ, ଜାଣନ୍ତୁ ଗବେଷଣାରୁ ଜଣାପଡ଼ିଲା ଏପରି ତଥ୍ୟ
ଓ୍ବାଶିଂଟନ,୧୭।୪: ଭାରତୀୟ ମୂଳ ବୈଜ୍ଞାନିକଙ୍କ ନେତୃତ୍ୱରେ ଆମେରିକୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ କରୋନା ଭୂତାଣୁର ମୁକାବିଲା କରିବାରେ ଏକ ସଫଳତା ହାସଲ କରିଛନ୍ତି। ସେମାନେ ମାନବ ଜିନ୍ର ଏକ ଗୋଷ୍ଠୀ ଚିହ୍ନଟ କରିଛନ୍ତି। ଯାହା କରୋନା ସୃଷ୍ଟି କରୁଥିବା SARS-Cove-2 ଭୂତାଣୁ…
ମୃତଦେହ ବି ଖାଇଯିବେ ମଙ୍ଗଳ ମହାକାଶ ଯାତ୍ରୀ…
ଓ୍ବାଶିଂଟନ,୧୭।୪: ପୃଥିବୀ ବାହାରେ ବସତି ସ୍ଥାପନ ପାଇଁ ମହାକାଶ ବିଜ୍ଞାନୀମାନେ ଳଗାତାର ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳ ଗ୍ରହରେ ବାସ କରିବା ଲାଗି ଏବେ ଯୋଜନା ଜୋର୍ସୋର୍ରେ ଆରମ୍ଭ ହୋଇଛି। ପୃଥିବୀଠାରୁ ମଙ୍ଗଳଗ୍ରହର ଦୂରତା ପ୍ରାୟ ୧୭ କୋଟି ମାଇଲ୍ ଅର୍ଥାତ୍…
Archives


