ଅନ୍ତର୍ଜାତୀୟ

ବହୁ ବିବାଦ ପରେ ଏକାଠି ହେବେ ଜାପାନ ପ୍ରିନ୍ସେସ୍‌

ଟୋକିଓ,୧।୧୦: ଜାପାନ ପ୍ରିନ୍ସେସ୍‌ ମାକୋ ଓ ତାଙ୍କ ପୂର୍ବତନ କ୍ଲାସ୍‌ମେଟ କେଇ କୋମୁରୋ ଆସନ୍ତା ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଇମ୍ପେରିଆଲ ହାଉସ୍‌ ଏଜେନ୍ସି ପକ୍ଷରୁ ଶୁକ୍ରବାର ଏନେଇ ଘୋଷଣା କରାଯାଇଛି। ଏହି ଯୋଡ଼ି ଏକ ମ୍ୟୁନିସିପାଲିଟିରେ…

‘ଯେସାକୁ ତେସା’ ନୀତି ଆପଣେଇଲା ଭାରତ

ନୂଆଦିଲ୍ଲୀ,୧।୧୦: ଆସନ୍ତା ସୋମବାରଠାରୁ ଭାରତ ଆସୁଥିବା ପ୍ରତ୍ୟେକ ବ୍ରିଟିଶ ନାଗରିକଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କୋଭିଡ୍‌ ଭାକ୍ସିନର ଉଭୟ ଡୋଜ ନେଇଥିବା ନାଗରିକଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ। ତେବେ ୟୁକେରେ ଭାରତ ସମେତ…

ଟ୍ରେନିଂ ବେଳେ ନିଜକୁ ଉଡାଇଦେଲା ଏଟିଏମ୍‌ ବମ ଗ୍ୟାଙ୍ଗ

ଦ ହେଗ,୧।୧୦: କ୍ୟାଶ ମେସିନକୁ ବମ୍‌ରେ ଉଡାଇବା ଲାଗି ଭିଡିଓ ଟ୍ରେନିଂ ଦେଉଥିବା ବେଳେ ବିସ୍ଫୋରଣ ଘଟି ଗ୍ୟାଙ୍ଗର ସଦସ୍ୟକ ମୃତ୍ୟୁ ହୋଇଛି। ଏ ନେଇ ନେଦରଲାଣ୍ଡ ଓ ଜର୍ମାନୀ ପୋଲିସ ଅଧିକାରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ନେଦରଲାଣ୍ଡର ଅଟ୍ରେଚ ସହରରେ…

୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…

ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି ଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ଝରକା ପଟେ ତଳକୁ ଖସି ପଡ଼ିଥିଲେ। ଯାହାଙ୍କୁ ବଞ୍ଚାଇବା…

ଘର ସାମ୍ନାକୁ ଆସିଗଲା ବିମାନ, ଡରରେ ଲୋକଙ୍କ ଅବସ୍ଥା ହେଲା ଖରାପ; ଭିଡିଓ ଦେଖିଲେ…

କାନବେରା,୩୦ା୯: ଅଷ୍ଟ୍ରେଲିଆର ବ୍ରିସବେନର ଏକ ଉଚ୍ଚ କୋଠା ନିକଟରେ ବାୟୁସେନାର ସି-୧୭ କାର୍ଗୋ ବିମାନ ଉଡ଼ାଣ କରିଥିଲା। ଏହାର କକ୍‌ପିଟ୍‌ ଫୁଟେଜ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପାଇଲଟ ଯେଉଁଭଳି ଗଗନଶ୍ଚୁମ୍ବୀ କୋଠା ମଝିରେ ବିମାନ ଉଡ଼ାଉଥିଲେ, ଯିଏ କେହି ଆଶ୍ଚର୍ଯ୍ୟ ହେବା…

ମୋବାଇଲରେ ବ୍ୟସ୍ତ ଥିଲେ ମା-ବାପା, ଖଟରୁ ପଡ଼ି ଶିଶୁକନ୍ୟାର ଜୀବନ ଗଲା

ମା-ବାପା ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ବେଳେ ବିଛଣାରୁ ପଡ଼ି ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏପରି ଦୁଃଖଦାୟକ ଘଟଣା ଘଟିଛି ସ୍କଟ୍‌ଲାଣ୍ଡର ଉତ୍ତର ଲନାର୍କଶେୟାର ସହରରେ। ଏଠାରେ ଜଣେ ୧୯ ମାସର ଶିଶୁକନ୍ୟା ଖଟ ଉପରେ ଶୋଇଥିବା ବେଳେ ଏହି ସମୟରେ…

କିମ୍‌ଙ୍କ ଭଉଣୀଙ୍କୁ ପଦୋନ୍ନତି, ହେଲେ ‘ଏକଛତ୍ରବାଦୀ’ ନମ୍ବର-୨…

ପୋୟଙ୍ଗୟାଙ୍ଗ,୩୦।୯: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ଙ୍କୁ ପଦୋନ୍ନତି ମିଳିଛି। ତାଙ୍କୁ ଷ୍ଟେଟ୍‌ ଆଫେୟାର୍ସ କମିଶନ (ଏସ୍‌ଏସି)ର ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି। ଏହା ଦ୍ୱାରା ସେ ଏବେ କିମ୍‌ଙ୍କ ପରେ ‘ଏକଛତ୍ରବାଦୀ’ ନମ୍ବର-୨…

ତେଲ ଟ୍ୟାଙ୍କର ଚଲାଇବ ବ୍ରିଟିଶ୍‌ ସେନା

ଲଣ୍ଡନ, ୩୦ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍କଟ ଦୂର କରିବା ପାଇଁ ସେନା ନିୟୋଜିତ ହେବେ। ଅଧିକାଂଶ ସହରରେ ପେଟ୍ରୋଲ ଟାଙ୍କିଗୁଡ଼ିକ ଖାଲି ହୋଇଯାଇଥିବାରୁ ସେଠାକୁ ବ୍ରିଟିଶ…

ସମୁଦ୍ରରେ ମିଶିଲା ଲା ପାମା ଲାଭା

ଲା ପାମା, ୩୦ା୯: ସ୍ପେନର ଲା ପାଲମା ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ବାହାରିଥିବା ଲାଭା ମଙ୍ଗଳବାର ଆଟ୍‌ଲାଣ୍ଟିକ୍‌ ମହାସାଗରରେ ମିଶିଛି। ଏଥିଯୋଗୁ ସେଠାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଆଶଙ୍କା ଥିବାରୁ ଆଖପାଖ ଲୋକେ ଘର ଭିତରେ ନିଜକୁ ବନ୍ଦ…

ଟ୍ୟୁନିସିଆର ପ୍ରଥମ ମହିଳା ମୁଖିଆ

ଟୁନିସ୍‌: ଟ୍ୟୁନିସିଆରେ ପ୍ରଥମ କରି ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତି କାଏସ୍‌ ସଇଦ୍‌ ଆଶ୍ଚର୍ଯ୍ୟଜନକ ଭାବେ ୬୩ ବର୍ଷୀୟା ରାଓଧା ବୁଡେଣ୍ଟ ରାମାଧାନେଙ୍କ ନାଁ ଏହି ପଦ ପାଇଁ ଘୋଷଣା କରିଛନ୍ତି। ରାଓଧା ଏକ ସୁନାମଧନ୍ୟ ଇଞ୍ଜିନିୟରିଂ କଲେଜରେ ପ୍ରଫେସର…

ଡ୍ରାଇଭର ନ ମିଳିବାରୁ ସୈନିକ ଚଲାଇବେ ତେଲ ଟ୍ୟାଙ୍କର

ଲଣ୍ଡନ, ୨୯ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍ଗଟ ଦୂର କରିବା ପାଇଁ ସେନା ନିୟୋଜିତ ହେବେ। ଅଧିକାଂଶ ସହରରେ ପେଟ୍ରୋଲ ଟାଙ୍କିଗୁଡ଼ିକ ଖାଲି ହୋଇଯାଇଥିବାରୁ ସେଠାକୁ ବ୍ରିଟିଶ…

ବୈଦେଶିକ ମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ

ଟୋକିଓ,୨୯ା୯: ଜାପାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଶାସକ ଦଳ ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ବୁଧବାର ଅନୁଷ୍ଠିତ ନିର୍ବାଚନରେ ସେ ନେତା ଭାବେ ଚୟନ ହୋଇଛନ୍ତି। ତେଣୁ ଆସନ୍ତା ସୋମବାର ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଭାବେ କିଶିଦା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri