ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…
ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ପୃଥିବୀର ମଧ୍ୟ-ପୂର୍ବ ଦେଶ ଗୁଡ଼ିକରେ କରୋନା ମହାମାରୀର ଚତୁର୍ଥ ଲହର ଆରମ୍ଭ ହେଲାଣି ବୋଲି…
ସ୍ଥିତି ଅଣାୟତ୍ତ ଆଶଙ୍କା, ସେପ୍ଟେମ୍ବର ପୂର୍ବରୁ ୧୦ ପ୍ରତିଶତ ଟିକାକରଣ ଅପରିହାର୍ଯ୍ୟ…
ଜେନେଭା,୩୧।୭: କରୋନା ମହାମାରୀ ବିରୋଧରେ ବିଜୟୀ ହେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ନୂଆ ରଣନୀତି ସମ୍ପର୍କରେ ସୂଚନା ଦିଆଯିବା ସହିତ ପୃଥିବୀର ସମସ୍ତ ଦେଶକୁ ଚେତାବନୀ ଦିଆଯାଇଛି। ଚଳିତ ୨୦୨୧ ବର୍ଷ ସେପ୍ଟେମ୍ବର ସୁଦ୍ଧା ୧୦ ପ୍ରତିଶତ ଲୋକଙ୍କର ଟିକାକରଣ…
ପ୍ରଥମ ଦେଶ ଭାବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ତୃତୀୟ ଡୋଜ କରୋନା ଟିକା ଦେବ ଇସ୍ରାଏଲ
ଜେରୁଜେଲମ,୩୦ ।୭: କରୋନା ଭାଇରସକୁ ହରାଇବା ପାଇଁ ଏସ୍ରାଏଲ ଏବେ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଇସ୍ରାଏଲ ସରକାର କରୋନାର ତୃତୀୟ ଡୋଜ ଟିକା ଦେବାକୁ ସ୍ଥିର କରିଛନ୍ତି । ଆସନ୍ତା…
ଓ୍ବାଶିଂଟନ୍ ଡିସିକୁ ପୁଣି ଫେରିଲା ମାସ୍କ
ଓ୍ବାଶିଂଟନ୍, ୩୦।୭: ଆମେରିକାରେ କରୋନା ପ୍ରକୋପ ପୁଣି ଥରେ ବଢ଼ିବାରେ ଲାଗିଛି। ଲଗାତର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୱାଶିଂଟନ ଡିସିରେ ଜୁଲାଇରେ ଦୈନିକ ମାମଲା ୫ଗୁଣା ଅଧିକ ରହିଛି ବୋଲି ଡିସିର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲାକ୍ୱାନ୍ଦ୍ରା ନେସ୍ବିଟ୍ ସୂଚନା…
ଆଫଗାନିସ୍ତାନରେ ବନ୍ୟା: ୪୦ ମୃତ, ୧୫୦ରୁ ଅଧିକ ନିଖୋଜ
କାବୁଲ,୨୯ା୭: ଆଫଗାନିସ୍ତାନର ନୁରିସ୍ତାନ ରାଜ୍ୟର କାମଡିଶରେ ଆସିଥିବା ବନ୍ୟାରେ ୮୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୧୫୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ସୟଦୁଲ୍ଲା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ଟି ମୃତଦେହ…
ଦୁଇ ଡୋଜ ଭ୍ୟାକ୍ସିନ ନେବା ପରେ ବି ଦେଖାଯାଉଛି କରୋନାର ଏସବୁ ଲକ୍ଷଣ
ଲଣ୍ଡନ,୨୯ ।୭: ସାରା ବିଶ୍ୱରେ କରୋନା ମହାମରୀକୁ ଏଡାଇବାକୁ ଭ୍ୟାକ୍ସିନ ବା ଟିକାକରଣ ପ୍ରକ୍ରିୟା ଜୋରଦାର ହୋଇଛି । ଏପଟେ ବେଳକୁ ବେଳ କରୋନାର ନୂଆ ନୂଆ ଭାରିଏଣ୍ଟ ଲୋକଙ୍କ ଚିନ୍ତା ବଢାଇ ଦେଉଛି । ତେବେ ଯେଉଁମାନେ ୨ଟି ଯାକ…
ବ୍ରିଟେନରେ ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ କରୋନା!
ଲଣ୍ଡନ,୨୯ ।୭: ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା କରୋନା ମହାମାରୀ ଏବେବି କିଛି ଦେଶରେ ସକ୍ରିୟ ରହିଛି । ବ୍ରିଟେନରେ ଦ୍ୱିତୀୟ ଲହର କମ୍ ହେବା ଦେଖାଯାଉଥିବା ବେଳେ ଏବେ ସେଠାକାର ବରିଷ୍ଠ ମହାମାରୀ ବିଶେଷଜ୍ଞ ନୀଲ ଫଗ୍ୟୁସନ୍ କହିଛନ୍ତି…
ଆଲାସ୍କାରେ ଜୋରଦାର ଭୂକମ୍ପ ଝଟ୍କା
ଓ୍ବାଶିଂଟନ୍,୨୯।୭: ଆମେରିକା ଆଲାସ୍କାର ପେନିନସୁଲାରେ ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟାନୁସାରେ ବୁଧବାର ବିଳମ୍ବିତ ରାତ୍ରି ୧୧ଟା ୧୫ରେ ଏକ ଶକ୍ତିଶାଳୀ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ…
ପୃଥିବୀକୁ ଏମିତି ଭାବେ ନଷ୍ଟ କରିଦେବେ ଏଲିଅନ୍, ଜାଣନ୍ତୁ କ’ଣ କହିଛନ୍ତି ୟୁଏଫ୍ଓ ବିଶେଷଜ୍ଞ
ପୃଥିବୀ ଉପରେ ଅଲଗା ଗ୍ରହର ଜୀବ ଅର୍ଥାତ୍ ଏଲିଅନ୍ଙ୍କୁ ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅନେକ କାହାଣୀ ବି ଶୁଣିବାକୁ ମିଳୁଛି। ଏହିସବୁ ଦାବି ମଧ୍ୟରେ ପ୍ରସିଦ୍ଧ ୟୁଏଫ୍ଓ ବିଶେଷଜ୍ଞ ନିକ୍…
କାନ୍ଧାହାର ପାଲଟିଛି ଯୁଦ୍ଧକ୍ଷେତ୍ର, ୨୦ ପ୍ରଦେଶରେ ମୁହାଁମୁହିଁ ସ୍ଥିତି…
କାବୁଲ,୨୯।୭: ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଘଜନୀ, ତାଖର, ହେଲମାଣ୍ଡ ଏବଂ ବାଗଲାନ ପ୍ରଦେଶରେ ଗୃହଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ପୂର୍ବରୁ ତାଲିବାନର ଗଡ଼ କୁହାଯାଉଥିବା କାନ୍ଧାହାର ପ୍ରଦେଶ…
୭ ବର୍ଷରେ ଖୋଜି ବାହାର କଲେ ୭ ଗ୍ରହାଣୁପିଣ୍ଡ …
ରିଓ ଡି ଜେନେରିଓ ,୨୯।୭: ଛୋଟ ପିଲା ସାଧାରଣତଃ ଖେଳକୁଦରେ ଅଧିକ ସମୟ ବିତାଇଥାନ୍ତି। ତେବେ ବ୍ରାଜିଲର ନିକୋଲ ଅଲିଓ୍ବେରା ଡି ଲିମା ମାତ୍ର ୭ ବର୍ଷ ବୟସରେ ମହାକାଶ ଗବେଷଣା କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛନ୍ତି। ମହାକାଶ ସମ୍ପର୍କରେ ଜାଣିବାର…
ବୋଲ୍ଡ ଫଟୋଶୁଟ୍ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଝିଅ
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ଝିଅ ଲାରା ପବ୍ଲିକ୍ ଇଭେଣ୍ଟରେ ଖୁବ୍ କମ ନଜର ଆସନ୍ତି। କିନ୍ତୁ ନିକଟରେ ସେ ଏକ ବୋଲ୍ଡ ଫଟୋଶୁଟ୍ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟା ଲାରା ଜନସନ୍ ହ୍ବିଲର୍ ପ୍ରସିଦ୍ଧ ଟିଭି ଷ୍ଟାର୍ କିମ୍…
Archives


