ଚାଇନାର ଚିନ୍ତା ଡେଲ୍ଟା ଭାରିଏଣ୍ଟ
ବେଜିଂ,୨ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଚାଇନାରେ ବି ତା’ର ଉପଦ୍ରବ ଦେଖାଇଲାଣି । ଚାଇନା ପୂର୍ବରୁ କହିଥିଲା କି ଅନ୍ୟ ଦେଶ ତୁଳନାରେ ସେ କରୋନା ମହାମାରୀ ଉପରେ ନିୟନ୍ତ୍ରଣ ଆଣି ସରିଛି । ଏବେ ସାରା ଦେଶରେ…
ଡାକ୍ତର କହିଲେ କେବେ ବି ମା’-ବାପା ହୋଇପାରିବେନି ଏହି ଦମ୍ପତି, ପରେ ଘଟିଲା ଏମିତି…
ଲଣ୍ଡନ,୨ା୮: ବ୍ରିଟେନରେ ରହୁଥିବା ଏକ ଦମ୍ପତିଙ୍କୁ ଡାକ୍ତର ସଫା ସଫା ମନା କରିଦେଇଥିଲେ ଯେ, ସେମାନେ ଜୀବନରେ କେବେ ବି ମା-ବାପା ହୋଇପାରିବେନି। ଏହି ଦମ୍ପତିଙ୍କ ମେଡିକାଲ କଣ୍ଡିଶନ ଏତେ ଖରାପ ଥିଲା କି, ସେ ସନ୍ତାନ ଜନ୍ମ କରିବା ପାଇଁ…
ପାକିସ୍ତାନରେ ମାସୁଦ୍ ଆଝାର, ୨ଟି ଲୁଚିବାସ୍ଥଳର ପର୍ଦ୍ଦାଫାଶ୍…
ଇସଲାମାବାଦ୍,୨।୮: ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହର ପାକିସ୍ତାନରେ ସୁରକ୍ଷିତ ଭାବେ ଲୁଚି ବସିଛନ୍ତି। ତାଙ୍କର ୨ଟି ଲୁଚିବାସ୍ଥଳର ଏବେ ପର୍ଦ୍ଦାଫାଶ୍ ହୋଇଛି। ତାଙ୍କ ଲୁଚିବାସ୍ଥଳରେ ପାକିସ୍ତାନୀ ସୈନ୍ୟଙ୍କ କଡ଼ା ପହରା ରହିଛି। ପାକିସ୍ତାନର ପୋଶ କ୍ଷେତ୍ରର ବାହାୱାଲପୁର ସହରରେ ଥିବା ହାଇକୋର୍ଟ…
ବିରଳ ମହାଜାଗତିକ ଦୃଶ୍ୟ, ପାଖାପାଖି ହେଲେ ପୃଥିବୀ-ଶନି…
ଓ୍ବାଶିଂଟନ,୨।୮: ଆମର ସୌରମଣ୍ଡଳରେ ସୋମବାର ଏକ ବିରଳ ମହାଜାଗତିକ ଦୃଶ୍ୟ ଘଟିଛି। ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୦ରେ ଶନିଗ୍ରହ ପୃଥିବୀର ଅତି ନିକଟତର ହୋଇଛି। ସୂର୍ଯ୍ୟ ଚାରିପଟେ ଘୂରି ବୁଲିବା ସମୟରେ ଶନି ପୃଥିବୀ ସହିତ ଏକ ସରଳ ରେଖାରେ…
ବିମାନରେ ଏକାକୀ ବିଶ୍ୱ ଭ୍ରମଣ
ଲଣ୍ଡନ, ୨ା୮: ନିଜେ ବିମାନ ଉଡ଼ାଇ ସମଗ୍ର ବିଶ୍ୱ ବୁଲିବାରେ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ବେଲ୍ଜିୟମ-ବ୍ରିଟିଶ ନାଗରିକ ଜାରା ରଦରଫୋର୍ଡ। ୧୯ ବର୍ଷୀୟା ଜାରା ଆସନ୍ତା ୧୧ ତାରିଖରେ ବିଶ୍ୱର ଦ୍ରୁତତମ ମାଇକ୍ରୋଲାଇଟ୍ ତଥା ତାଙ୍କ ଶାର୍କ ଅଲ୍ଟ୍ରାଲାଇଟ୍ ବିମାନରେ…
ବାସହରା ହେବେ ୩୬ ଲକ୍ଷ ଆମେରିକୀୟ
ଓ୍ବାଶିଂଟନ, ୨।୮: ଆମେରିକାରେ ଘରଭଡ଼ା ନେଇ ରହୁଥିବା ପ୍ରାୟ ୩୬ ଲକ୍ଷ ଲୋକ ଏଣିକି ବାସହରା ହୋଇପାରନ୍ତି। କାରଣ ଭଡ଼ାଘରୁ ବାହାର କରିଦେବା ଉପରେ ଲାଗିଥିବା ଦେଶବ୍ୟାପୀ ବ୍ୟାନ୍ ସମୟସୀମା ରବିବାର ପୂରିଯାଇଛି। ସେପଟେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ରାଜନୈତିକ କାଦୁଅଫିଙ୍ଗା…
ଗିଲ୍ଗିଟ୍-ବଲ୍ଟିସ୍ତାନକୁ ମିଳିବ ଅସ୍ଥାୟୀ ପ୍ରଦେଶ ମାନ୍ୟତା
ଇସ୍ଲାମାବାଦ, ୨।୮(ପି.ଟି.): ଗିଲ୍ଗିଟ୍-ବଲ୍ଟିସ୍ତାନକୁ ଅସ୍ଥାୟୀ ଭାବେ ପ୍ରାଦେଶିକ ମାନ୍ୟତା ପ୍ରଦାନ ଲାଗି ପାକିସ୍ତାନ କର୍ତ୍ତୃପକ୍ଷ ଆଇନ ଆଣୁଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ସମ୍ପୂର୍ଣ୍ଣ ଆଇନଗତ ଓ ଅପରିବର୍ତ୍ତିତ ପରିଗ୍ରହଣ ଅନୁଯାୟୀ ଜମ୍ମୁ-କଶ୍ମୀର, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲ୍ଗିଟ୍ ଏବଂ…
ଡନ୍ ରେଡ୍ସ: କ୍ଷମା ମାଗିଲେ ଆର୍ଡନ
ଅକ୍ଲାଣ୍ଡ,୨ା୮: ୧୯୭୦ ଦଶକର ମଧ୍ୟଭାଗରେ ପାସିଫିକ୍ ଆଇଲାଣ୍ଡର୍ସ ବା ପ୍ରଶାନ୍ତ ଦ୍ୱୀପପୁଞ୍ଜ ଅଧିବାସୀ ‘ପାସିଫିକିଆ’ଙ୍କ ଉପରେ ନ୍ୟୁଜିଲାଣ୍ଡ ପକ୍ଷରୁ ଭୋର ସମୟରେ ଚଢ଼ାଉ (ଡନ୍ ରେଡ୍ସ) କରାଯାଇଥିଲା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଶେଷରେ ରବିବାର ଆନୁଷ୍ଠାନିକ ଭାବେ ଏହି ବର୍ବର…
ଟୋକିଓରେ ବଢିଲାଣି ସଂକ୍ରମଣ
ଟୋକିଓ, ୧।୮: କୋଭିଡ୍-୧୯ର ଡେଲ୍ଟା ଭାରିଆଣ୍ଟ ଯୋଗୁ ଏସିଆ ମହାଦେଶରେ ପୁଣିଥରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଅଲିମ୍ପିକ୍ସ ଆୟୋଜନ କରୁଥିବା ଟୋକିଓ ସହର ସମେତ ମାଲେସିଆ ଏବଂ ଥାଇଲାଣ୍ଡରେ ଶନିବାର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସଂକ୍ରମଣ ରୋକିବାରେ…
କଏନ୍-କାଗଜ ଟଙ୍କାରୁ ବ୍ୟାପେ କି କରୋନା ମହାମାରୀ, ଗବେଷକ ଦେଲେ ଏଭଳି ଉତ୍ତର…
ବର୍ଲିନ୍,୧।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କେତେକ ଦେଶରେ ଦ୍ପିତୀୟ ଲହର ଥମୁଥିବାବେଳେ କିଛି ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି। ସେହିପରି ମଧ୍ୟ-ପୂର୍ବର ଦେଶଗୁଡ଼ିକରେ ଚତୁର୍ଥ ଲହର ମଧ୍ୟ ଆରମ୍ଭ ହୋଇଥିତ୍ବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ…
କରୋନାରୁ ସୁସ୍ଥ ହେବାର ୬ ମାସ ପରେ ବି ଗନ୍ଧ କି ସ୍ବାଦ ବାରି ପାରୁନାହାନ୍ତି ଏହି ଯୁବତୀ
ଓ୍ବାଶିଂଟନ,୧ା୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏଥିରେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଏହି ସଂକ୍ରମଣରୁ ଭଲ ହେବା ପରେ ମଧ୍ୟ ଅନେକ ଲୋକ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ବାଦ…
ତାଲିବାନ ଉପରେ ଏୟାରଷ୍ଟ୍ରାଇକ୍…
କାବୁଲ,୧।୮: ତାଲିବାନ ବିରୋଧରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ତାଲିବାନ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି। ପୃଥକ ପୃଥକ ଆକ୍ରମଣରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ହୋଇଥିବା ବୋମାମାଡ଼ରେ ୨୫୪ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ୯୭ରୁ ଅଧିକ…
Archives


