ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ୍,୨୯।୭:। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଏକ ବେପରୁଆ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତାଲିବାନ ଆତଙ୍କବାଦୀମାନେ ହେଉଛନ୍ତି ସାଧାରଣ ନାଗରିକ, ଆମେରିକା ସେଠାରେ ସବୁ ବରବାଦ୍ କରିଦେଲା ବୋଲି ସେ କହିଛନ୍ତି। ଏକ ରିପୋର୍ଟ ଦାବି କରିଛି ଯେ…
ନୂର ମୁକଦ୍ଦମ୍: ପୌରୁଷତ୍ୱର ପୁନର୍ବିଚାର
ଇସ୍ଲାମାବାଦ,୨୯ା୭ :ପାକିସ୍ତାନରେ ପ୍ରତ୍ୟହ ମହିଳା ବିରୋଧୀ ଅପରାଧ ସାମ୍ନାକୁ ଆସିଥାଏ। କିନ୍ତୁ ନୂର ମୁକଦ୍ଦମ୍ଙ୍କ ନୃଶଂସ ହତ୍ୟାର କାହାଣୀ କେବଳ ପାକିସ୍ତାନକୁ ଥରାଇ ଦେଇନାହିଁ, ବରଂ ସାରା ବିଶ୍ୱର ସଭ୍ୟ ସମାଜକୁ ବିଚଳିତ କରିଛି। ପୂର୍ବରୁ ଏଭଳି ହତ୍ୟାକାଣ୍ଡ କେବେ ଦେଖାଯାଇ…
ଆଫଗାନିସ୍ତାନ ମାଟିକୁ କେହି ଚାଇନା ବିରୋଧରେ ବ୍ୟବହାର କରିପାରିବେ ନାହିଁ
କାବୁଲ,୨୮।୭: ଆଫଗାନିସ୍ତାନ ମାଟିକୁ ଚାଇନା ବିରୋଧରେ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ଏହା ବଦଳରେ ଆଫଗାନିସ୍ତାନ ଛିଡ଼ା ହେବା ଜାରି ରଖିବ ଚାଇନା। ଆଫଗାନିସ୍ତାନର ବିବାଦରେ ଚାଇନା ମୁଣ୍ଡ ଖେଳାଇବ ନାହିଁ। କିନ୍ତୁ ସମସ୍ୟାର ସମାଧାନ ଓ ଦେଶରେ…
ଆମେରିକାରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୬୦ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
ଓ୍ବାଶିଂଟନ୍,୨୮।୭: ଆମେରିକାରେ କରୋନା ଭାଇରସ୍ ସଂକ୍ରମଣ ବିପଦ ପୁଣି ଥରେ ଘନେଇବାରେ ଲାଗିଛି। କରୋନାର ଡେଲ୍ଟା ଭାରିଆଣ୍ଟ ତୀବ୍ରଗତିରେ ବ୍ୟାପୁଥିବା ବେଳେ ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ହେଉଛନ୍ତି। ଆମେରିକାରେ ଗୋଟିଏ ଦିନରେ ୬୦ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ଚିହ୍ନଟ ହୋଇଛି।…
ରାତ୍ରରେ ପାର୍କ ବୁଲିବା ପଡ଼ିଲା ମହଙ୍ଗା, ମହିଳାଙ୍କୁ ଆକ୍ରମଣ କଲେ ୧୦୦ରୁ ଅଧିକ ମୂଷା…
ଲଣ୍ଡନ,୨୮।୭: ବିଭିନ୍ନ ସମୟରେ କେତେକ ଲୋକ ନିଆରା ଅଭିଜ୍ଞତା ବଖାଣିଥାନ୍ତି। ଏହା ବେଳେବେଳେ ବିଶ୍ୱାସ ହୋଇ ନ ଥାଏ। ଘଟଣାର ସତ୍ୟାସତ୍ୟ ନେଇ ନାନା ସନ୍ଦେହ ମଧ୍ୟ ଉପୁଜିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଲଣ୍ଡନରେ ରହୁଥିବା ଜଣେ ମହିଳା। ତାଙ୍କୁ…
୭ ମାସରେ ଦେଶ ଛାଡ଼ିଛନ୍ତି ୨ ଲକ୍ଷ ୭୦ ହଜାରରୁ ଅଧିକ ଲୋକ…
କାବୁଲ୍,୨୮।୭: ଆଫଗାନିସ୍ତାନରେ ତାଲିବାନ ଶାସନ ପୁଣି ଫେରିବାକୁ ଯାଉଛି। ଫଳରେ ଏବେ ଦେଶର ସାଧାରଣ ଲୋକଙ୍କ ସମ୍ଭୁଖରେ କ୍ଷୁଧା, ଅସହାୟତା, ରୋଗ ଏବଂ ମୃତ୍ୟୁର ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛି। ଛୋଟପିଲା, ବୃଦ୍ଧ, ଯୁବତୀ,ଯୁବକ ମହିଳା ସଭିଏଁ କୋକୁଆ ଭୟରେ ଦିନ…
୧୦ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ…
କାବୁଲ୍,୨୮।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ସ୍ବଦେଶ ଫେରୁଥିବାରୁ ଦେଶରେ ପୁଣି ତାଲିବାନ ସକ୍ରିୟ ହେବାରେ ଲାଗିଛି। ଆଫଗାନିସ୍ତାନର ଅସ୍ଥିର ସ୍ଥିତିରୁ ପାକିସ୍ତାନ ଲାଭ ଉଠାଇବାର ଉଦ୍ୟମ କରୁଛି। ସମ୍ପ୍ରତି ୧୦ ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରବେଶ କରିସାରିଛନ୍ତି। ସେମାନେ…
ଡ୍ରାଗନର ଷଡ଼ଯନ୍ତ୍ର, ସାଟେଲାଇଟ୍ କଲା ପର୍ଦ୍ଦାଫାଶ୍…
ବେଜିଂ,୨୭।୭: ପୂର୍ବ ଲଦାଖରେ ଥିବା ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ଏବଂ ଘାତକ ଅସ୍ତ୍ର ମୁତୟନ କରି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ନୂଆ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍ ହୋଇଛି। ସାଟେଲାଇଟ୍ରୁ ମିଳି ଥିବା ଚିତ୍ରରୁ ଡ୍ରାଗନର ଚାଲାକି ଧରାପଡ଼ିଛି।…
ଧୂଳିଝଡ଼ ନେଲା ୮ ଜୀବନ…
ଓଟାହ,୨୭।୭: ଆମେରିକାର ଓଟାହରେ ଧୂଳିଝଡ଼ ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଭୟଙ୍କର ଧୂଳିଝଡ଼ ଯୋଗୁଁ ଓଟାହର ରାଜପଥରେ ପ୍ରାୟ ୨୨ଟି ମଧ୍ୟରେ ଗାଡି ଧକ୍କା ହୋଇଥିଲା। ରାସ୍ତା ନ ଦେଖା ଯିବାର ଗାଡ଼ିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ। ମୃତକଙ୍କ ମଧ୍ୟରେ…
ଖୁସି ଖବର, ମିଶ୍ରିତ ଭାକ୍ସିନ୍ ଯୋଗୁ ୬ ଗୁଣା ଅଧିକ ଆଣ୍ଟିବଡ଼ି ହେଉଛି ସୃଷ୍ଟି…
ସିଓଲ୍,୨୭।୭: ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କରୋନା ଟିକାର ମିଶ୍ରିତ ବ୍ୟବହାର ବିଷୟରେ ଖୁସି ଖବର ଦେଇଛନ୍ତି। । ଦୁଇ ଭିନ୍ନ ଡୋଜ୍ ନେବା ଦ୍ୱାରା ଶରୀରରେ ସମାନ ପ୍ରକାର ଭାକ୍ସିନ୍ ନେଇଥିବା ଲୋକଙ୍କ ତୁଳନାରେ ୬ ଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି…
ଫାମ୍ ମିନ୍ ଚିନ୍ ଭିଏଟ୍ନାମ ପ୍ରଧାନମନ୍ତ୍ରୀ
ହାନୋଇ, ୨୭ା୭: ଭିଏଟ୍ନାମ ପ୍ରଧାନମନ୍ତ୍ରୀ ଭାବେ ଫାମ୍ ମିନ୍ ଚିନ୍ ସୋମବାର ପୁନଃ ନିର୍ବାଚିତ ହୋଇଛନ୍ତି। ଭୋଟ୍ ଫଳାଫଳ ଅନୁସାରେ ୧୫ ତମ ନ୍ୟାଶନାଲ ଆସେମ୍ବ୍ଲି (ଏନ୍ଏ)ଫାମ୍ଙ୍କ ନାମ ଘୋଷଣା କରିଛି। ସେ ୨୦୨୬ ପର୍ଯ୍ୟନ୍ତ ଏହି ପଦରେ ଦାୟିତ୍ୱ ତୁଲାଇବେ।…
ଭାରତ ପ୍ରେମରେ ଜାପାନୀ ଯୁବତୀ, ଭାରତର ଏହି ଖାଦ୍ୟ ତାଙ୍କର ବହୁ ପସନ୍ଦ
ଟୋକିଓ,୨୬ା୭: ଜାପାନର ରାଜଧାନୀ ଟୋକିଓ ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ବର୍ତ୍ତମାନ ଏଠାରେ ଅଲିମ୍ପିକ୍ସ ଗେମ୍ସ ଚାଲିଛି। ଭାରତର ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ମାତ୍ର ସବୁଠୁ ଚର୍ଚ୍ଚାରେ ଜଣେ ଜାପାନୀ ଯୁବତୀ। ଏହାର କାରଣ ମଧ୍ୟ ଭାରତ।…
Archives


