ଯୁଦ୍ଧ ରୋକିବାକୁ ଅନ୍ତିମ ଉଦ୍ୟମ

କ୍ୱିଭ,୨୦।୨: ୟୁକ୍ରେନ ଓ ଋଷ ମଧ୍ୟରେ ହେବାକୁ ଯାଉଥିବା ଯୁଦ୍ଧକୁ ରୋକିବା ପାଇଁ ରବିବାର ଆରମ୍ଭ ହୋଇଛି ଅନ୍ତିମ କୁଟନୈତିକ ପ୍ରୟାସ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଫୋନ ଜରିଆରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନ ସୀମାରେ ସିଜ ଫାୟାରିଂକୁ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି।

ଗତ ୭ ତାରିଖରେ ପୁଟିନଙ୍କୁ ଭେଟିଥିଲେ ମାକ୍ରନ। ସେହି ସମୟରେ ଜର୍ମାନୀର ଚାନ୍ସେଲର ଓଲାଫ ସ୍କଲଜ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରୁଷିଆକୁ ଯୁଦ୍ଧଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି।

ରବିବାର ହୋଇଥିବା ଆଲୋଚନା ଉପରେ ମାକ୍ରନଙ୍କ ଅଫିସ ପକ୍ଷରୁ କୁହାଯାଇଛି, ୟୁକ୍ରେନ ଉପରୁ ବଡ଼ ବିପଦକୁ ଏଡ଼ାଇବା ପାଇଁ ଅନ୍ତିମ ସମ୍ଭବ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧିଜୀଙ୍କ ବିଚାରଧାରା ଆବଶ୍ୟକ

ଜାତିସଂଘ୨୯ା୨(ପି.ଟି.):ଦିଲ୍ଲୀ ଦଙ୍ଗା ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବାସ୍ତବ ସାମ୍ପ୍ରଦାୟିକ ସଦ୍ଭାବ ଫେରାଇ ଆଣିବାରେ ମହାତ୍ମା ଗାନ୍ଧୀଙ୍କ...

ଏହି ଦେଶରେ ନାହିଁ ବିମାନବନ୍ଦର

ଆଜିର ସମୟରେ ଦୁନିଆର ଅଧିକାଂଶ ଦେଶ ଉନ୍ନତି ପଥରେ ଆଗେଇଛନ୍ତି। ଲୋକଙ୍କ ଜୀବନଶୈଳୀ ସବୁକିଛି ଉନ୍ନତ ହୋଇଛି। ପୂର୍ବ କାଳରେ ଲୋକମାନେ ପାଦରେ ଚାଲି ଚାଲି...

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି। ...

ଶେଷନାଗ ସହ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଭିନ୍ନ ଦେଶର ବରଫ କଳାକୃତି

ଓ୍ବାଶିଂଟନ,୨୫।୧: ଆମେରିକାର କଲରାଡୋରେ ଏବେ ଏକ ଭିନ୍ନ ଧରଣର ତଥା ପ୍ରାଚୀନ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗୀତା ହେଉଛି ବରଫ ଉପରେ...

‘ଆଳୁ, ଟମାଟର ପାଇଁ ମୁଁ ରାଜନୀତିକୁ ଆସି ନାହିଁ’

ଲାହୋର,୧୪।୩: ଆଳୁ ଓ ଟାମାଟର ଦର ଯାଞ୍ଚ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ଏଭଳି କହି ରବିବାର ବିରୋଧୀଙ୍କୁ ଜବାବ ଦେଇଛନ୍ତି...

ଶ୍ରୀଲଙ୍କାରେ ୭.୫୦ ଘଣ୍ଟା ବିଦ୍ୟୁତ୍‌କାଟ୍‌

କଲମ୍ବୋ,୨ା୩(ପି.ଟି): ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ବୁଧବାର ୭.୫ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହୋଇଛି। ୧୯୯୬ ପରେ ଏହା ସବୁଠୁ ଦୀର୍ଘ ସମୟ...

ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା...

ପତଳା ହୋଇଗଲେଣି କ୍ରୁର ଶାସକ

ପ୍ୟୋଙ୍ଗୟାଙ୍ଗ୍‌,୩୦।୧୨: ଉତ୍ତର କୋରିଆର କ୍ରୁର ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜ ଅଜବ ନିୟମ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। କିଛି ଦିନ ତଳେ ୧୧...

Advertisement
Archives

Model This Week