କ୍ୱିଭ୍‌ରେ ବଡ଼ ବିସ୍ଫୋରଣ କଲା ରୁଷିଆ

କ୍ୱିଭ୍‌,୨୫।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗମ୍ଭୀର ରୂପ ନେଇଛି। ରୁଷିଆ ସେନା ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଶୁକ୍ରବାର ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ରୁଷିଆ ଆକ୍ରମଣ କରିଛି। ସକାଳ ୪ ଟାରୁ (ସ୍ଥାନୀୟ ସମୟ) ଏହି ଆକ୍ରମଣ ଆରମ୍ଭ ହୋଇଥିଲା। ବିସ୍ଫୋରଣ ଏମିତି ଥିଲା ଯେ ଆକାଶରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଥିଲା। ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ରୁଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୩୧୬ ଜଣ ଆହତ ହୋଇଛନ୍ତି। ରୁଷିଆ ଆସନ୍ତା ୯୬ ଘଣ୍ଟା ମଧ୍ୟରେ କ୍ୱିଭ୍‌କୁ ଦଖଲ କରିପାରେ ବୋଲି ଆମେରିକାର ସୁରକ୍ଷା ଅଧିକାରୀମାନେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆବେ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅସୁସ୍ଥତା କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ତାଙ୍କର ପେଟ ସମସ୍ୟା...

କ୍ଲାଉଡରେ ଥିବା ଡାଟାର ସୁରକ୍ଷା ବୃଦ୍ଧି କରିବାକୁ ଘୋଷଣା କଲା ଏପଲ

ୱାଶିଂଟନ,୮ ।୧୨: ଯେଉଁ ବ୍ୟବହାରକାରୀମାନେ କ୍ଲାଉଡରେ ଡାଟା ସଂରକ୍ଷଣ କରୁଛନ୍ତି ସେସବୁ ଡାଟାର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଏପଲ ବୁଧବାର ଘୋଷଣା କରିଛି ।...

ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି।...

ଓ୍ବାର୍ଲଡ ରିଫ୍ୟୁଜି ଡେ’କୁ ନେଇ ଇମୋଶନାଲ ପୋଷ୍ଟ କଲେ ପ୍ରିୟଙ୍କା

ଲଣ୍ଡନ,୨୦।୬: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ୍ବାର୍ଲଡ ରିଫ୍ୟୁଜି ଡେ’ ବା ବିଶ୍ୱ ଶରଣାର୍ଥୀ ଦିବସକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।...

ବ୍ରାଜିଲର ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ପଡିଲା ବିଜୁଳି, କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ

ବ୍ରାସିଲିଆ,୧୨ ।୨: ବ୍ରାଜିଲର ଏକ ଅଦ୍ଭୁତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଠାକାର ପ୍ରସିଦ୍ଧ ତଥା ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ଶୁକ୍ରବାର...

ଆମେରିକାରେ ଶେଷ ହେଲା କରୋନା ପାଇଁ ଲାଗିଥିବା ଜରୁରୀ କାଳୀନ ପରିସ୍ଥିତି

ଓ୍ବାଶିଂଟନ,୧୧।୪: ପ୍ରାୟ ୩ ବର୍ଷ ପୂର୍ବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା କରୋନା ମହାମାରୀ । ଏହାକୁ ନେଇ ସାରା ବିଶ୍ୱର ପ୍ରାୟ ସବୁ ଦେଶରେ...

ଆଜି ଇୟୁ ଛାଡ଼ିବ ବ୍ରିଟେନ

ଲଣ୍ଡନ,୩୧-୧:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ...

ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…

ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା...

Advertisement
Archives

Model This Week