ଅନ୍ତର୍ଜାତୀୟ

ପରମାଣୁ ଧମକ ପରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ମସ୍କୋ,୨୭।୨: ବେଲାରୁସ ସୀମାରେ ରୁଷ ସହ ଆଲୋଚନା ପାଇଁ ରାଜି ହୋଇଛି ୟୁକ୍ରେନ। ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଧମକ ଦେବା ପରେ ବାଧ୍ୟହୋଇ ପଡ଼ୋଶୀ ଦେଶ ମୁଣ୍ଡ ନୁଆଁଇଛି। “ମୁଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ରୁଷିଆ ସଶସ୍ତ୍ର…

ଖାରକିଭରୁ ରୁଷିଆ ସେନାକୁ ତଡ଼ିଲା ୟୁକ୍ରେନ

କ୍ୱିଭ,୨୭।୨: ୟୁକ୍ରେନର ଦ୍ୱିତୀୟ ସର୍ବବୃହତ୍‌ ସହର ଖାରକିଭକୁ ନିୟନ୍ତ୍ରଣକୁ ନେଇଛି ୟୁକ୍ରେନର ସଶସ୍ତ୍ର ବାହିନୀ। ଏହି ସହରକୁ ପସି ଆସିଥିବା ରୁଷିଆ ସେନାକୁ ହରାଇ ୟୁକ୍ରେନ ସେନା ସହରକୁ ଦଖଲ କରିଥିବା ଗଭର୍ନର ଓଲେଗ ସିନେଗୁବେ କହିଛନ୍ତି। “ଖାରକିଭ ସହରରେ ରୁଷିଆର…

ପୋଷା କୁକୁର ବିନା ୟୁକ୍ରେନ ଛାଡ଼ିବାକୁ ମନା କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୨୭।୨: ଯୁଦ୍ଧରେ ଯର୍ଯରିତ ୟୁକ୍ରେନରେ ଫସିଥିବା ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ପୋଷା କୁକୁର ବିନା ଦେଶ ଛାଡ଼ିବାକୁ ମନା କରି ଦେଇଛନ୍ତି। ଖାରକିଭ ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ରେଡିଓ ଏଲେକ୍ଟ୍ରୋନିକ୍ସରେ ଅଧ୍ୟୟନ କରୁଥିବା ରିଷଭ କୌଶିକ କହିଛନ୍ତି, ସ୍ବଦେଶ…

ୟୁକ୍ରେନର ଦାବି ରୁଷିଆ ହରାଇଛି ୪୩୦୦ ସେନା, ୧୪୬ ଟ୍ୟାଙ୍କ

କ୍ୱିଭ,୨୭ ।୨: ରୁଷିଆର ଲଗାତାର ଆକ୍ରମଣ ଫଳରେ ବେଳକୁ ବେଳେ ହତାସ ହୋଇ ଯାଉଛି ୟୁକ୍ରେନ୍ । ହେଲେ ଶେଷ ପର୍ଯ୍ୟନ୍ତ ଲଢିବାକୁ ସ୍ଥିର କରିଥିବା ୟୁକ୍ରେନ ଏଥର ଦାବି କରିଛି ଯେ ଗତ ୪ ଦିନ ମଧ୍ୟରେ ଅର୍ଥାତ୍ ଯୁଦ୍ଧ…

ୟୁକ୍ରେନ ପାଇଁ ଆଗେଇ ଆସିଲେ ଜାପାନର କୋଟିପତି

ଟୋକିଓ,୨୭।୨: ରୁଷିଆ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଜାପାନର କୋଟିପତି ହିରୋଶି ମିକେ ମିକିତାନି। ସେ ୟୁକ୍ରେନ ସରକାରଙ୍କୁ ୮.୭ ନିୟୁତ ଡଲାର ଦାନ କରିବେ ବୋଲି ଘୋଷଣା କରିଛନ୍ତି।ଏହାର ମୂଲ୍ୟ ଭାରୀତୟ ମୁଦ୍ରାରେ…

ୟୁକ୍ରେନର ଏହି ମହିଳା ଏମ୍‌ପି ହାତରେ ଧରିଲେ ଅସ୍ତ୍ର, ଜୀବନ ଦେବାକୁ ଆସିଲେ ଆଗେଇ

କ୍ୱିଭ୍‌,୨୭ା୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଛି। ରୁଷିଆ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଥିବା ବେଳେ ୟୁକ୍ରେନ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ସେନାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ୟୁକ୍ରେନ ରାଜନେତାମାନେ ମଧ୍ୟ…

ପୁଟିନ୍‌ ଖର୍ଚ୍ଚ କଲେଣି ୨୦ ଶହ କୋଟି ଡଲାର, ତଥାପି ଅଜେୟ ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଯୁଦ୍ଧରେ ୨୦ ଶହ କୋଟି ଡଲାର ଖର୍ଚ୍ଚ କଲେଣି। ତଥାପି ୟୁକ୍ରେନ୍‌ ଅଜେୟ ହୋଇ ଠିଆ ହୋଇଛି। ଦେଶର ଅର୍ଥବ୍ୟବସ୍ଥା…

ଆଲୋଚନା ପାଇଁ ପ୍ରସ୍ତାବ ଦେଲା ରୁଷିଆ, ମନା କଲା ୟୁକ୍ରେନ

କ୍ୱିଭ୍‌,୨୭।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଯୁଦ୍ଧର ଚତୁର୍ଥ ଦିନ। ରବିବାର ରୁଷିଆ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍‌। ରୁଷର ନ୍ୟୁଜ ଏଜେନ୍ସି ମୁତାବକ,…

ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି

କ୍ୱିଭ୍‌,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ଆଜି ଚତୁର୍ଥ ଦିନ। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ଆସିଛି। ୟୁକ୍ରେନ ରେଳ ବିଭାଗ କ୍ୱିଭରୁ ଜରୁରୀକାଳୀନ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି।…

ୟୁକ୍ରେନକୁ ସହଯୋଗର ହାତ ବଢାଇଲେ ଏଲନ ମସ୍କ

କ୍ୱିଭ,୨୭ ।୨: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନକୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସହଯୋଗର ହାତ ବଢାଇଛନ୍ତି । ୟୁକ୍ରେନର ଗୋଟିଏ ଗୁହାରୀରେ ଏଲନ ମସ୍କ ସିଧା ଅନ୍ତରିକ୍ଷରୁ ସାହାଯ୍ୟ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ରୁଷିଆର…

ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପୋଙ୍ଗୟାଙ୍ଗ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ରବିବାର ସମୁଦ୍ରରେ ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା…

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣରେ ୨୪୦ ସାଧାରଣ ନାଗରିକ ମୃତ: ମିଳିତ ଜାତିସଂଘ

କ୍ୱିଭ୍‌,୨୭।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଚତୁର୍ଥ ଦିନ ପାଇଁ ରୁଷିଆ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ ସାଙ୍ଗକୁ ଗୁଳି ମାଡ ବର୍ଷା କରି ଚାଲିଛି। ଧୀରେ ଧୀରେ ୟୁକ୍ରେନର ରାଜଧାନୀ କିଭ୍‌କୁ ଦଖଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?