ପରମାଣୁ ଧମକ ପରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ମସ୍କୋ,୨୭।୨: ବେଲାରୁସ ସୀମାରେ ରୁଷ ସହ ଆଲୋଚନା ପାଇଁ ରାଜି ହୋଇଛି ୟୁକ୍ରେନ। ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଧମକ ଦେବା ପରେ ବାଧ୍ୟହୋଇ ପଡ଼ୋଶୀ ଦେଶ ମୁଣ୍ଡ ନୁଆଁଇଛି।

“ମୁଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ରୁଷିଆ ସଶସ୍ତ୍ର ବାହିନୀର ଚିଫ୍‌ ଅଫ୍‌ ଦି ଜେନେରାଲ ଷ୍ଟାଫଙ୍କୁ ଦେଶର ପରମାଣୁ ଶକ୍ତିକୁ ହାଇ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଉଛି” ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟନ କହିଥିଲେ। ଏହି ସମୟରେ ହିଁ ୟୁକ୍ରେନ ଆଲୋଚନା ପାଇଁ ରାଜି ବୋଲି ଘୋଷଣା କରିଛି।

ପୂର୍ବରୁ ମସ୍କୋର ବେଲାରୁସରେ ବୈଠକ ପ୍ର୍‌ସ୍ତାବକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ଯାହା ଫଳରେ ରୁଷିଆ ବାଧ୍ୟ ହୋଇ ପରମାଣୁ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ଜେନେଭା,୨୪।୪: ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଯାଇଛି। ଗତ ୩୦ ବର୍ଷ ଧରି ମ୍ୟାଲେରିଆ ପ୍ରତିଷେଧକ...

ସଂସଦରେ ବ୍ୟଭିଚାର, ଅଷ୍ଟ୍ରେଲିଆରେ ୬୩ ପ୍ରତିଶତ ମହିଳା ସାଂସଦ-କର୍ମଚାରୀଙ୍କୁ ଯୌନ ନିର୍ଯାତନା…

ମେଲବୋର୍ନ,୧।୧୨: ମହିଳା ସାଂସଦ ଏବଂ କର୍ମଚାରୀଙ୍କ ପ୍ରତି ଯୌନ ଉତ୍ପୀଡ଼ନର ଏକ ସମ୍ବେଦନଶୀଳ ମାମଲା ଅଷ୍ଟ୍ରେଲିଆ ସଂସଦରେ ସାମ୍ନାକୁ ଆସିଛି। ପ୍ରତି ତିନିଜଣ ମହିଳା କର୍ମଚାରୀଙ୍କ...

ଚାଇନାକୁ କୂଟନୈତିକ ଝଟକା

ସୁବା/ବେଜିଂ,୩୧ା୫: ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିଜ ଆଧିପତ୍ୟ ଜାହିର କରିବା ନିମନ୍ତେ ପ୍ରୟାସ କରୁଥିବା ଚାଇନାକୁ ବଡ଼ ଝଟକା ଲାଗିଛି। ପାସିଫିକ୍‌ ଦ୍ୱୀପଦେଶ ବେଜିଂ ଜାଲରେ...

ଚେକ୍‌ ପୋଷ୍ଟରେ ବିସ୍ଫୋରଣ: ୩ ମୃତ

ଇସଲାମାବାଦ୍‌,୨୮।୪: ପାକିସ୍ତାନର ବଜରିସ୍ତାନର ଉତ୍ତର ପଶ୍ଚିମ ଜିଲାରେ ଏକ ଚେକ୍‌ ପୋଷ୍ଟରେ ବିସ୍ଫୋରଣ ଘଟିଛି। ଏଥିରେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୨ ଜଣ...

ୟୁକ୍ରେନ୍ ସାଂସଦଙ୍କ ବଡ ଅଭିଯୋଗ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର ପରେ ଦିଆଯାଉଛି ଫାଶୀ!

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୨୪ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ୟୁକ୍ରେନର ପ୍ରାୟ ସବୁ ବଡ ବଡ ସହରକୁ ଧ୍ୱଂସ କରି...

ଆଉ ୨ ଦିନ ପରେ ଏଠାରେ ମିଳିବ କରୋନା ଟୀକା…

ନୂଆଦିଲ୍ଲୀ/ମସ୍କୋ, ୧୦।୮: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ତେବେ ଆଉ ଦିନ ପରେ ଅଗଷ୍ଟ ୧୨ରେ କରୋନା ଟୀକା ଆସିବାକୁ ଯାଉଛି।...

ବିବାହ ଭୋଜିରେ ଅତିଥିଙ୍କ ଠାରୁ ପ୍ଲେଟ ପିଛା ୭,୩୦୦ ଟଙ୍କା ଦାବି କଲେ ନବଦମ୍ପତି, ଚର୍ଚ୍ଚାରେ…

ୱାଶିଂଟନ,୧୨।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବିବାହରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବନ୍ଧନରେ ବାନ୍ଧି ହୋଇଥିବା ଦମ୍ପତି ତାଙ୍କ ବିବାହରେ ଯୋଗ ଦେଇଥିବା ଅତିଥିଙ୍କ ଠାରୁ ପ୍ଲେଟ୍‌...

ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ, ୧୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ...

Advertisement
Archives

Model This Week