ୟୁକ୍ରେନ ପାଇଁ ଆଗେଇ ଆସିଲେ ଜାପାନର କୋଟିପତି

ଟୋକିଓ,୨୭।୨: ରୁଷିଆ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଜାପାନର କୋଟିପତି ହିରୋଶି ମିକେ ମିକିତାନି। ସେ ୟୁକ୍ରେନ ସରକାରଙ୍କୁ ୮.୭ ନିୟୁତ ଡଲାର ଦାନ କରିବେ ବୋଲି ଘୋଷଣା କରିଛନ୍ତି।ଏହାର ମୂଲ୍ୟ ଭାରୀତୟ ମୁଦ୍ରାରେ ୬୫.୩୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ।

ଇ-କମର୍ସ କମ୍ପାନୀ ରାତୁତେନ ପ୍ରତିଷ୍ଠାତା ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଏକ ପତ୍ରରେ ‘ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ସେ ୧ ବିଲିୟନ ୟେନ (୮.୭ ନିୟୁତ ଡଲାର) ଦାନ କରୁଥିବା’ ଉଲ୍ଲେଖ କରୁଛନ୍ତି।

ମିକିତାନି କହିଛନ୍ତି, ସେ ୨୦୧୯ରେ କ୍ୱିଭ ଯାଇଥିଲେ। ସେଠାରେ ଜେଲେନସ୍କିଙ୍କୁ ଭେଟିଥିଲି। ମୁଁ ଆଶା କରୁଛି, ରୁଷିଆ ଏବଂ ୟୁକ୍ରେନ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିପାରିବେ। ଯାହାଫଳରେ ୟୁକ୍ରେନର ଲୋକେ ଯଥାଶୀଘ୍ର ପୁନର୍ବାର ଶାନ୍ତିରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ବରିଷ୍ଠ ଓକିଲଙ୍କୁ ହତ୍ୟା

ପେଶାଓ୍ବର, ୧୭।୧: ପାକିସ୍ତାନର ବରିଷ୍ଠ ଓକିଲ ଅବଦ୍ଦୁଲ ଲତିଫ ଆଫ୍ରିଦିଙ୍କୁ ସୋମବାର ପେଶାଓ୍ବର ବାର୍‌ ରୁମ୍‌ରେ ଗୁଳି କରି ହତ୍ୟା କରାଯାଇଛି। ଅବଦ୍ଦୁଲ ବାର୍‌ ରୁମ୍‌ରେ...

ଏହି ମହିଳାଙ୍କୁ ୫୦ ଥର ଅପହରଣ କରିଛନ୍ତି ଏଲିଅନ୍‌: ବଖାଣିଲେ ଅନୁଭୂତି…

ଲଣ୍ଡନ,୧୦।୫: ଏଲଅନ୍‌ଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋମାଞ୍ଚକର ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଥାଏ। ଏବେ ଜଣେ ବ୍ରିଟିଶ୍‌ ମହିଳା ତାଙ୍କୁ ୫୦ ଥର ଏଲିଅନ୍‌ମାନେ...

ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି...

ପୃଥିବୀ ଇତିହାସରେ ପ୍ରଥମ: ବାୟୁ ପ୍ରଦୂଷଣ ମୃତ୍ୟୁ ମାମଲାରେ ହେବ ବିଚାର

ଲଣ୍ଡନ,୩୦।୧୧: ପୃଥିବୀ ଇତିହାସରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟିଥିବା ଏକ ମାମଲାର ବିଚାର କରାଯିବ। ବ୍ରିଟେନ୍‌ ହାଇକୋର୍ଟରେ ସୋମବାର ଏଭଳି...

୨୦୮ କୋଟି ଟଙ୍କା ଲଟେରି ଜିତିଲେ ଜଣେ ବ୍ୟକ୍ତି: କୋର୍ଟ କହିଲେ, ପୂର୍ବତନ ସ୍ତ୍ରୀଙ୍କୁ ୫୦ପ୍ରତିଶତ ଦିଅ

ନ୍ୟୁୟର୍କ, ୨୩।୬: ଆମେରିକାର ମିଶିଗାନରେ ଜଣେ ବ୍ୟକ୍ତି ୨୦୮ କୋଟି ଟଙ୍କା ଲଟେରି ଜିତିଛନ୍ତି। ରିଚ୍‌ ଜ୍ୟାଲୋସ୍କୋ ନାମକ ଏହି ବ୍ୟକ୍ତି ଜଣଙ୍କ ଖୁସିରେ ଆତ୍ମହରା...

ଏଚ-୧-ବି ଭିଜା ନେଇ ସଙ୍କଟ: ୬୦ ଦିନରେ ଆମେରିକା ଛାଡ଼ିବା ନିୟମ…

ଓ୍ବାଶିଂଟନ,୧୮।୩ : ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ...

ପୁଟିନଙ୍କୁ ଭେଟିଲେ ଡୋଭାଲ

ମସ୍କୋ,୯।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଗୁରୁବାର ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ରୁଷିଆରେ ଭାରତୀୟ ଦୂତାବାସ ଏ...

କରୋନା ଯୋଗୁ ୩୬ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ: ସମାଧାନର ବାଟ ଖୋଜୁଛି ୟୁନେସ୍କୋ

ଜେନେଭା,୧୨।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୨୧ ଦେଶରେ ସଙ୍କଟ ଦେଖାଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶରେ ବହୁ ସ୍କୁଲକୁ ବନ୍ଦ କରି...

Advertisement
Archives

Model This Week