ଅନ୍ତର୍ଜାତୀୟ

ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ବହୁ କ୍ଷତି ସହିବା ଏବଂ ରୁଷିଆର ରାଷ୍ଟ୍ରପତି ବ୍ଲାଡିିମୀର ପୁଟିନଙ୍କ ପରମାଣୁ ଆକ୍ରମଣର ଧମକ ପରେ ୟୁକ୍ରେନ ଶାନ୍ତି ଆଲୋଚନା ପାଇଁ…

ରୁଷିଆ ଆକ୍ରମଣରେ ୧୪ ଶିଶୁଙ୍କ ସମେତ ୩୫୨ ୟୁକ୍ରେନ୍ ନାଗରିକ ମୃତ, ୧୦୦୦ରୁ ଅଧିକ ଆହତ

କ୍ୱିଭ,୨୮ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି । ରୁଷିଆର ମିଶାଇଲ ଆକ୍ରମଣରେ ଥରହର ହୋଇ ଉଠିଛି ୟୁକ୍ରେନ୍ ଭୂମୀ । ଏଥିରେ ଉଭୟ ଧନଜୀବନ କ୍ଷୟକ୍ଷତି ହୋଇ ଚାଲିଛି । ଏଭଳି ପରିସ୍ଥିତିରେ ୟୁକ୍ରେନ ଗୃହ ମନ୍ତ୍ରଣାଳୟ…

୩୫୦୦ ରୁଷିଆ ସୈନ୍ୟଙ୍କ ଜୀବନ ଗଲାଣି…

ମସ୍କୋ/କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଦାବି କରିଛି ଯେ ଇତିମଧ୍ୟରେ ୩୫୦୦ ରୁଷିଆ ସୈନିକଙ୍କ ଜୀବନ ଗଲାଣି। ଏହା ସହିତ ୨୦୦ ରୁଷୀୟ ସୈନ୍ୟ ଯୁଦ୍ଧବନ୍ଦୀ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ…

ଯୁଦ୍ଧ ସଙ୍କଟରେ ଅସ୍ତ୍ରଶସ୍ତ୍ର ବ୍ୟବସାୟ ବଢ଼ିଲା, ଜର୍ମାନୀ କିଣିବ ଏଫ୍‌-୩୫ ବିମାନ…

ବର୍ଲିନ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟସ୍ତରରେ ଅସ୍ତ୍ରଶସ୍ତ୍ର ବ୍ୟବସାୟ ବୃଦ୍ଧି ପାଇଛି। ଯୁଦ୍ଧକୁ ଦୃଷ୍ଟିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ନିଜ ପ୍ରତିରକ୍ଷା ବଜେଟରେ ବଢ଼ାଇଛି। ଜର୍ମାନୀ ଏହାର ପ୍ରତିରକ୍ଷା ବଜେଟକୁ ଦ୍ୱିଗୁଣିତ…

ଆଣବିକ ଅସ୍ତ୍ର ପ୍ରସ୍ତୁତ

ମସ୍କୋ,୨୮ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୋଟିଏପଟେ ୟୁକ୍ରେନ୍‌ ସହ ଆଲୋଚନା ପାଇଁ ଆଗ୍ରହ ଦେଖାଉଥିବାବେଳେ ଅନ୍ୟପକ୍ଷେ ଯୁଦ୍ଧକୁ ଆଉ ପାଦେ ଆଗେଇବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ସେ ନିଜ ଆଣବିକ ଅସ୍ତ୍ର ଭଣ୍ଡାରଗୁଡ଼ିକୁ ହାଇଆଲର୍ଟରେ ରଖିବା ପାଇଁ…

ପୁଟିନଙ୍କ ନ୍ୟୁକ୍ଲିୟ ଫୋର୍ସ ଆଲର୍ଟ ରଖିବା ନିର୍ଦ୍ଦେଶକୁ ଅଯୌକ୍ତିକ କହିଲା ନାଟୋ

ନୂଆଦିଲ୍ଲୀ,୨୮ ।୨: ରୁଷିଆ ଦ୍ୱାରା ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣରେ ଏବେ ଶହ ଶହ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ଏହି ଆକ୍ରମଣ ଭୟଙ୍କର ପରିସ୍ଥିତିରେ ପହଞ୍ଚି ସାରିଲାଣି । ୟୁକ୍ରେନ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା…

ଚାଇନା କୋଇଲା ଖଣିରେ ଫସିଛନ୍ତି ୧୪ ଶ୍ରମିକ

ବେଜିଂ,୨୮।୨: ଦକ୍ଷିଣପଶ୍ଚିମ ଚାଇନାରେ ଥିବା ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ମଧ୍ୟରେ ୧୪ ଜଣ ଶ୍ରମିକ ଫସିରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ଅନୁଯାୟୀ ଶୁକ୍ରବାର ସକାଳେ ଗୁଇଝୋଉ ପ୍ରଦେଶର ସାନେ ଶୁନଜୁନ୍‌ କୋଇଲା ଖଣି…

କୂଟନୈତିକ ସମାବେଶ ସ୍ଥଗିତ ରଖିଲେ ମହାରାଣୀ ଏଲିଜାବେଥ୍‌

ଲଣ୍ଡନ,୨୮।୨: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ବହିର୍ବ୍ୟାପାର କାର୍ଯ୍ୟାଳୟର ସୁପାରିସ୍‌ କ୍ରମେ ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଆସନ୍ତା ସପ୍ତାହରେ ହେବାକୁ ଥିବା କୂଟନୈତିକ ସମାବେଶକୁ ସ୍ଥଗିତ ରଖିଛନ୍ତି। ବଙ୍କିଙ୍ଗ୍‌ହାମ୍‌ ପ୍ରାସାଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୯୫ ବର୍ଷୀୟା ରାଣୀ…

ଯୁଦ୍ଧବିରତି ସଙ୍କେତ

କ୍ୱିଭ/ମସ୍କୋ,୨୮ା୨: ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ ଉପରେ ରୁଷିଆର ବର୍ବରତା ଜାରି ରହିଥିବାବେଳେ ପ୍ରଥମ ଥର ପାଇଁ ଯୁଦ୍ଧ ବିରତିର ସଙ୍କେତ ମିଳିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଶକ୍ତିଶାଳୀ ସେନା ଲଗାତର ଚତୁର୍ଥ ଦିନ ଧରି ୟୁକ୍ରେନ୍‌ ଦଖଲ ପାଇଁ…

ରୁଷିଆ-ୟୁକ୍ରେନ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ: ଭୋଟିଂରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୨୮ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଚାଲିଥିବା ଆକ୍ରମଣକୁ ନେଇ ରବିବାର ବିଳମ୍ବିତ ରାତି ଅର୍ଥାତ୍ ରାତି ପ୍ରାୟ ୧ଟା ୩୦ ମିନିଟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ୟୁକ୍ରେନ ସଙ୍କଟ…

ଭୁଶୁଡ଼ିଲା କୋଇଲା ଖଣି, ଫସି ରହିଛନ୍ତି ଶ୍ରମିକ

ବେଜିଂ,୨୭।୨: ଦକ୍ଷିଣ-ପଶ୍ଚିମ ଚାଇନାରେ ଥିବା ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ମଧ୍ୟରେ ୧୪ ଜଣ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଯୋଗ୍ୟ, ଗୁଇଝୋଉ ପ୍ରଦେଶର ସାନେ ଶୁନଜୁନ୍‌ କୋଇଲା ଖଣି ଭୁଶୁଡ଼ି…

ରୁଷ ପାଇଁ ଆକାଶ ମାର୍ଗ ବନ୍ଦ କଲେ ୟୁରୋପ, କାନାଡା

ନୂଆଦିଲ୍ଲୀ,୨୭।୨: ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍‌ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯାଇଛି। ରୁଷିଆକୁ ସେମାନଙ୍କ ଏୟାରସ୍ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?