ଅନ୍ତର୍ଜାତୀୟ

ରୁଷିଆ ଏବେ ଆଉ କାରବାର କରିପାରିବ ନାହିଁ ଡଲାର, ୟୁରୋ, ପାଉଣ୍ଡ

ଓ୍ବାଶିଂଟନ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଛି। ଆମେରିକା ଏପର୍ଯ୍ୟନ୍ତ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିନାହିଁ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ବିରୋଧରେ ନୂତନ ଅର୍ଥନୈତିକ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ରୁଷିଆର…

ଫିନ୍‌ଲାଣ୍ଡ-ସ୍ବିଡ଼େନ୍‌କୁ ଧମକ, ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରୁହ…

ମସ୍କୋ, ୨୬।୨ : ରୁଷିଆ ଏବେ ଫିନ୍‌ଲାଣ୍ଡ ଏବଂ ସ୍ବିଡ଼େନ୍‌କୁ ଧମକ ଦେଇଛି। ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପ୍ରସ୍ତୁତ ରହିବାକୁ ରୁଷିଆ ଚେତାବନୀ ଦେଇଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରବକ୍ତା ମାରିଆ ଜଖାରୋଓ୍ବା…

ରୁଷିଆ ମିଡ଼ିଆର ଦାବି, ପଳାୟନ କରିଛନ୍ତି ଜେଲେନସ୍କି !…

ମସ୍କୋ, ୨୬।୨ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ମିଡ଼ିଆ ପକ୍ଷରୁ ଦାବି କରାଯାଇଛି ଯେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଜଧାନୀ କ୍ୱିଭ୍‌ ଛାଡ଼ି ପଳାୟନ କରିଛନ୍ତି। ତେବେ ଏହାକୁ ନେଇ ଭ୍ରମ…

ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ, ଆମେରିକାକୁ ହଟାଇ ଚାଇନାକୁ ସୁଯୋଗ ଦେଇପାରେ ରୁଷିଆ…

ମସ୍କୋ, ୨୬।୨ : ରୁଷିଆ ୟକ୍ରେନ୍‌ ଯୁଦ୍ଧ ଯୋଗୁ ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ ଦେଖାଦେଇଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଶନିବାର କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ମିଳିତ ମହାକାଶ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ। ସେ କହିଛନ୍ତି ଯେ…

ୟୁରୋପର ଦ୍ୱିତୀୟ ସର୍ବବୃହତ, ହେଲେ ସବୁଠାରୁ ଗରିବ ଦେଶ ୟୁକ୍ରେନ; କିଛି ଏଭଳି ତାର ଇତିହାସ

କ୍ୱିଭ୍‌,୨୬।୨: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଆକାଶମାର୍ଗରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ଓ ରକେଟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହେଉଛି ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର। ତେବେ ଆକ୍ରମଣ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନକୁ ଏକ ନକଲି…

ଯୁଦ୍ଧରେ ଆମେରିକା ଯୋଗଦେଲେ ଆଣବିକ ଶକ୍ତି ବ୍ୟବହାର କରିପାରନ୍ତି ପୁଟିନ୍‌ , ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସୂଚନା…

ମସ୍କୋ/କ୍ୱିଭ୍‌, ୨୬।୨ : ୟୁକ୍ରେନ ଉପରେ ଆକ୍ରମଣର ତୃତୀୟ ଦିନ ବିତିଛି। ରୁଷିଆ ଦାବି କରିଛି ଯେ ଆକ୍ରମଣରେ ୟୁକ୍ରେନର ୮୦୦ ସାମରିକ ଶିବିର ଧ୍ୱଂସ ହୋଇଛି। ସେଥିମଧ୍ୟରେ ୧୪ ଟି ସାମରିକ ଏୟାରଫିଲ୍ଡ, ୧୯ ଟି କମାଣ୍ଡ ପୋଷ୍ଟ, ୧୪…

ଏବେ ଏଷ୍ଟୋନିଆ-ଲାଟିଭିଆ-ଲିଥୋନିଆ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ/ଓ୍ବାଶିଂଟନ, ୨୬।୨ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ତେବେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ କେବଳ ଏତିକିରେ ସନ୍ତୁଷ୍ଟ ହେବେ ନାହିଁ। ଅଗାମୀ ଦିନରେ ଏଷ୍ଟୋନିଆ, ଲାଟିଭିଆ ଏବଂ ଲିଥୋନିଆ ଉପରେ ପୁଟିନ୍‌ଙ୍କ ନଜର ରହିଛି। ସେ ଯୋଜନାବଦ୍ଧ…

୨୧୯ ଭାରତୀୟଙ୍କୁ ନେଇ ରୋମାନିୟାରୁ ଭାରତ ବାହାରିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ରୋମାନିୟା ଚାଲିଆସିଥିବା ୨୧୯ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ପ୍ରଥମ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶନିବାର ସକାଳେ ବିମାନଟି ରୋମାନିୟାରେ ପହଞ୍ଚି…

ୟୁକ୍ରେନ୍‌କୁ ଆମେରିକା ସମେତ ୨୮ ଦେଶର ଆର୍ଥିକ ସହାୟତା…

କ୍ୱିଭ୍‌,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ୟୁକ୍ରେନରେ ବିନାଶର ଚାଣ୍ଡବ ଜାରି ରହିଛି। ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏହି ସମୟରେ ଅନେକ ଦେଶ ୟୁକ୍ରେନକୁ ସହାୟତା ପ୍ରଦାନ କରିଛନ୍ତି। ଆମେରିକା, ବ୍ରିଟେନ…

ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ୍‌ ସହିତ ନିଜକୁ ଉଡ଼ାଇଦେଲେ ୟୁକ୍ରେନର ସାହସିକ ଯବାନ

କ୍ୱିଭ,୨୬।୨: ରୁଷିଆର ସୈନ୍ୟଙ୍କ ଆକ୍ରମଣ ମଧ୍ୟରେ ଜଣେ ୟୁକ୍ରେନ ସୈନ୍ୟଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ଏହି ଯବାନ ରୁଷିଆର ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ ସମେତ ନିଜକୁ ବୋମାରେ ଉଡାଇଦେଇଥିବା ସୂଚନା ମିଳିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ୟୁକ୍ରେନର ଏହି…

ପଳାୟନ କରିବିନି ଅସ୍ତ୍ର ଧରିବି

କ୍ୱିଭ,୨୬।୨: ଯୁଦ୍ଧର ତୃତୀୟ ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନ ଛାଡିବା ନେଇ ଆମେରିକାର ଅଫରକୁ ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।…

ବ୍ରିଟେନ ପରେ ଏବେ ରୁଷିଆ ପାଇଁ ନିଜ ଏୟାର ସ୍ପେସ୍‌ ବନ୍ଦ କଲା ବୁଲଗେରିଆ

ଶୋଫିଆ,୨୬।୨: ୟୁକ୍ରେନକୁ ଆକ୍ରମଣ କରିବା ଏବେ ରୁଷିଆକୁ ମହଙ୍ଗା ପଡ଼ିଛି। କାରଣ ସମଗ୍ର ଦେଶ ରୁଷିଆର ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ବିରୋଧ କରୁଛି। ଇତିମଧ୍ୟରେ ବ୍ରିଟେନ ପରେ ଏବେ ରୁଷିଆ ବିମାନ ପାଇଁ ବୁଲଗେରିଆ ମଧ୍ୟ ନିଜର ଏୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?