ଚର୍ଚ୍ଚରେ ୩ ଛୁଆଙ୍କୁ ଗୁଳି କରି ହତ୍ୟା

ସାକ୍ରାମେଣ୍ଟୋ,୧।୩: ଚର୍ଚ୍ଚରେ ୩ ଛୁଆଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ବାପା। କାଲିଫର୍ନିଆର ସାକ୍ରାମେଣ୍ଟୋଠାରେ ଘଟିଥିବା ଏହି ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି।

ପ୍ରାଣ ହରାଇଥିବା ୫ମ ବ୍ୟକ୍ତି ମୃତ ପରିବାର ସହ କେଉଁ ଭଳି ପରିଚିତ, ତାହା ଜଣାପଡ଼ିନାହିଁ। ଘରୋଇ କଳହ ଯୋଗୁ ହତ୍ୟାକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ୩ ନାବାଳକ ଥିଲେ। ସେମାନଙ୍କ ବୟସ ୧୫ ବର୍ଷରୁ କମ୍‌ ଥିଲା ବୋଲି ସାକ୍ରାମେଣ୍ଟୋ କାଉଣ୍ଟି ଶେରିଫ ଅଫିସର ସର୍ଜଣ୍ଟ ରଡ୍‌ ଗ୍ରାସମ୍ୟାନ କହିଛନ୍ତି।

“ଅପରାହ୍ନ ୫ଟା ୭ରେ ଚର୍ଚ୍ଚରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଥିଲା। ତଦନ୍ତ ପରେ ବୟସ୍କ ପୁରୁଷ ତାଙ୍କର ୧୫ ବର୍ଷରୁ କମ୍‌ ୩ ଛୁଆଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଗୁଳିକାଣ୍ଡରେ ଅନ୍ୟ କେହି ସମ୍ପୃକ୍ତ ନାହାନ୍ତି। ଯେଉଁ ପର୍ଯ୍ୟନ୍ତ ମୁଁ ଦେଖି ପାରୁଛି, ଏହା ଏକ ଘରୋଇ କଳହ ଜନିତ ଘଟଣା” ବୋଲି ଗ୍ରାସମ୍ୟାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଦିନରେ ବି ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଇସଲାମାବାଦ,୬ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଏବଂ ସଂସଦ ଭଙ୍ଗକୁ ନେଇ ପାକିସ୍ତାନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି।...

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ...

ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ମସ୍କୋ,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବ କି ନାହିଁ, ସୋମବାର ନିଷ୍ପତ୍ତି ନିଆଯାଇପାରେ। ବେଲାରୁଷରେ ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।...

ଆମେରିକା ବାଚସ୍ପତିଙ୍କୁ ଭେଟିବେ ତାଇଓ୍ବାନ ରାଷ୍ଟ୍ରପତି: ପ୍ରତିଶୋଧ ନେବାକୁ ଧମକ ଦେଲା ଚାଇନା…

ତାଇପେ/ବେଜିଂ,୨୯।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ ବୁଧବାର ଗୁଆଟେମାଲା ଏବଂ ବେଲିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ନ୍ୟୁୟର୍କ ଏବଂ ଲସ...

ଦୁଃଖ ଉପରେ ଦୁଃଖ, ମାନବ ଚୋରା ଚାଲାଣ ର଼୍ୟାକେଟ ସକ୍ରିୟ, କାଢ଼ି ନେଉଛନ୍ତି ଶରୀରର ବିଭିନ୍ନ ଅଙ୍ଗ…

କ୍ୱିଭ୍‌,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ସାଧାରଣ ଲୋକଙ୍କ ଦୁଃଖ ପୁଣି ବଢ଼ିବାରେ ଲାଗିଛି। ସେମାନଙ୍କ ଦୁଃଖ ଉପରେ ଦୁଃଖ ବଢୁଛି। ଘରଛାଡ଼ି...

ହବଲ୍‌ ଟେଲିସ୍କୋପର ୧.୪ ମିଲିୟନ ଅବଜରଭେଶନ

ଓ୍ବାଶିଂଟନ, ୨୬।୪: ହବଲ୍‌ ସ୍ପେସ ଟେଲିସ୍କୋପ୍‌ ମହାକାଶରେ ଚିତ୍ତାକର୍ଷକ ଅବିଷ୍କାର କରିବାର ୩ ଦଶନ୍ଧି ୨୪ ଏପ୍ରିଲରେ ଶେଷ କରିଛି। ଏହି ସମୟରେ ୧.୪ ମିଲିୟନ...

ଶନିବାର ଜାତୀୟ ଶୋକ ପାଳନ କରିବ ଚାଇନା

ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ...

ପାକିସ୍ତାନରେ ୭୫ ବର୍ଷ ପରେ ପ୍ରଥମ ହିନ୍ଦୁ ମହିଳା ହେଲେ ଡିଏସ୍‌ପି…

ଇସଲାମାବାଦ, ୨୭।୭ : ଭାରତ-ପାକିସ୍ଥାନ ୧୯୪୭ ରେ ଯେତେବେଳେ ବିଭାଜିତ ହେଲା ସେତେବେଳେ ୧୨.୯ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଇସଲାମିକ୍‌ ଦେଶ ପାକିସ୍ଥାନରେ ରହିଲେ। ସମୟ...

Advertisement
Archives

Model This Week