ଏଭରେଷ୍ଟରେ କୋଭିଡ୍ ରେଖା ଟାଣୁଛି ଚାଇନା
ବେଜିଂ, ୧୨ା୫: ବିଶ୍ୱର ସର୍ବୋଚ୍ଚ ପର୍ବତ ଏଭରେଷ୍ଟରେ ଚାଇନା କୋଭିଡ୍ ରେଖା ଟାଣିବାକୁ ଯୋଜନା କରିଛି। ନେପାଳରେ କରୋନା ସଂକ୍ରମଣର ବ୍ୟାପକ ଭାବେ ବଢ଼ିଚାଲିଥିବାବେଳେ ସେହି ଦେଶର ପର୍ବତାରୋହୀ ଯେପରି ଚାଇନା ନାଗରିକଙ୍କୁ ଭୂତାଣୁ ନ ବାଣ୍ଟନ୍ତୁ ସେଥିପାଇଁ ବେଜିଂ...
ଇସ୍ରାଏଲ୍ରେ ଗଲା କେରଳୀଙ୍କ ଜୀବନ
ଗାଜା ସିଟି,୧୨।୫:ବିବାଦୀୟ ଜେରୁଜେଲମ୍କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ର ହମାସ୍ ଆତଙ୍କବାଦୀ ମୁହଁ।ମୁହିଁ ହୋଇଛନ୍ତି। ଇସ୍ରାଏଲ୍ ପକ୍ଷରୁ ମଙ୍ଗଳବାର ଗାଜା ଉପରେ ଆକାଶମାର୍ଗରୁ ରକେଟ ମାଡ଼ କରାଯାଇଛି। ଏହାର ଜବାବରେ ହମାସ୍ ଆତଙ୍କବାଦୀ ଶତାଧିକ ରକେଟ ମାଡ଼...
ଚାଇନା ଜନସଂଖ୍ୟା ବୃଦ୍ଧି ମନ୍ଥର
ବେଜିଂ, ୧୨ା୫: ଗତ ଦଶନ୍ଧି ମଧ୍ୟରେ ଚାଇନାର ଜନସଂଖ୍ୟା ବୃଦ୍ଧି ମନ୍ଥର ହୋଇଛି। ୧୦ ବର୍ଷ ମଧ୍ୟରେ ଏହା ୭ କୋଟି ୨୦ ଲକ୍ଷ ବୃଦ୍ଧି ପାଇ ମୋଟ ଲୋକସଂଖ୍ୟା ୧୪୧ କୋଟି ଟପିଛି। ମଙ୍ଗଳବାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ...
ଭାରତକୁ ଟୁଇଟର ଦେଲା ୧୧୦ କୋଟି
ଓ୍ବାଶିଂଟନ୍, ୧୨ା୫: କରୋନା ମୁକାବିଲାରେ ଭାରତକୁ ସହାୟତା କରିବାକୁ ୧୫ ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୧୦,୨୨,୧୭,୨୫୦ ଟଙ୍କା) ଦାନ କରିଛି ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର। ଏ ନେଇ ଟୁଇଟର ସିଇଓ ଜ୍ୟାକ୍ ପାଟ୍ରିକ୍ ଡୋର୍ସେ ସୋମବାର ଟୁଇଟ୍ କରି ସୂଚନା...
ମାତୃତ୍ୱ ଦିବସରେ ମା’ଙ୍କୁ ଯୌନ ନିର୍ଯ୍ୟାତନା ପରେ ହତ୍ୟା
ନ୍ୟୁୟର୍କ,୧୧।୫ : ମାତୃତ୍ୱ ଦିବସ ଅବସରରେ ୬୫ ବର୍ଷୀୟା ମା’ଙ୍କୁ ଯୌନ ନିର୍ଯ୍ୟାତନା ଦେବା ପରେ ହତ୍ୟା କରିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଘଟଣାଟି ଜମାଇକାର ବେଲେରୋଜ ମନୋର ଅଞ୍ଚଳରେ ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପୁଷ୍କର...
ଫ୍ରିଜର ଟ୍ରକ୍ରେ ବର୍ଷେ ହେଲା ପଡ଼ି ରହିଛି ୭୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ…
ନ୍ୟୁୟର୍କ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ବର୍ଷେ ହେଲା କରାଯାଇ ପାରି ନାହିଁ। ଏଭଳି ଅଭାବନୀୟ ଘଟଣା ଆମେରିକାର ନ୍ୟୁୟର୍କରେ ଘଟିଛି। ଏଠାରେ ଫ୍ରିଜର ଟ୍ରକ୍ରେ ଗତ ଏକ ବର୍ଷ ଧରି ୭୫୦...
୧୨ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା: ସରକାର ଦେଲେ ମଞ୍ଜୁରୀ…
ଓ୍ବାଶିଂଟନ,୧୧।୫: କରୋନା ଭୂତାଣୁ ଦ୍ୱାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ବୟସ୍କଙ୍କ ପାଇଁ କରୋନା ଟିକା ଉପଲବ୍ଧ ଥିବାବେଳେ ଛୋଟ ପିଳାଙ୍କ ଲାଗି ଟିକା ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଏବେ ଏହି ସମସ୍ୟାର ସମାଧାନ ଆମେରିକାରେ...
ଆସ୍ଥା ଭୋଟ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ, ୧୧।୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ସୋମବାର ପ୍ରତିନିଧି ସଭାରେ ଆସ୍ଥାଭୋଟ ହାରିଯାଇଛନ୍ତି। ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସିଏନ୍ପି (ମାଓଇଷ୍ଟ ସେଣ୍ଟର) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏହା ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ଆସ୍ଥା...
ଯୌନ ଅପରାଧୀଙ୍କ ସହ ଗେଟ୍ସଙ୍କ ଲିଙ୍କ୍
ଓ୍ବାଶିଂଟନ୍, ୧୧ା୫: ବିବାହର ୨୭ ବର୍ଷ ପରେ ବିଶ୍ୱର ଚତୁର୍ଥ ଧନୀ ତଥା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ମେଲିଣ୍ଡା ଗେଟ୍ସ ପରସ୍ପରକୁ ଛାଡ଼ପତ୍ର ଦେବା ପାଇଁ ଘୋଷଣା କରିବା ପଛର କାରଣ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି।...
ସାଇବର ଆକ୍ରମଣରୁ ପାଇପ୍ଲାଇନ ବନ୍ଦ
ନ୍ୟୁୟର୍କ, ୧୧।୫: ଦୈନିକ ୨.୫ ନିୟୁତ ବ୍ୟାରେଲ୍ ଇନ୍ଧନ ପରିବହନ କରୁଥିବା ଆମେରିକାର ସର୍ବବୃହତ୍ କଲୋନିଆଲ ପାଇପ୍ଲାଇନ ରାନ୍ସମଓ୍ବେର ସାଇବର ଆକ୍ରମଣର ସମ୍ମୁଖୀନ ହେବା ଫଳରେ ୧୮ ରାଜ୍ୟକୁ ଡିଜେଲ୍, ପେଟ୍ରୋଲ ଓ ଜେଟ୍ ଇନ୍ଧନ ପରିବହନ ଗୁରୁତର ବାଧାପ୍ରାପ୍ତ...
ମାସ୍କ ନ ପିନ୍ଧିବାରୁ ଭାରତୀୟ ମହିଳାଙ୍କୁ ମାଡ଼
ସିଙ୍ଗାପୋର,୧୦।୫: ଭାରତୀୟଙ୍କ ପ୍ରତି ଘୃଣା ଅପରାଧର ଏକ ଘଟଣା ସାମ୍ନାକୁ ଆସିଛି ସିଙ୍ଗାପୋରରୁ। ମାସ୍କ ନ ପିନ୍ଧିବାରୁ ଜଣେ ୫୫ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଜଣେ ଯୁବକ ଗୋଇଠା ମାରିଛନ୍ତି। ବେସରକାରୀ ଟ୍ୟୁଶନ କରୁଥିବା...
ଅକ୍ସିଜେନ ସିଲିଣ୍ଡର ଅଭାବ: ଏଭ୍ରେଷ୍ଟ ପର୍ବତାରୋହୀଙ୍କୁ ଏହି ନିବେଦନ କଲା ନେପାଳ
କାଠମାଣ୍ଡୁ,୧୦।୫: ନେପାଳରେ ବର୍ତ୍ତମାନ ଅକ୍ସିଜେନ ସିଲିଣ୍ଡରର ଏତେ ଅଭାବ ରହିଛି ଯେ, ଏଭ୍ରେଷ୍ଟ ପର୍ବତାରୋହୀଙ୍କୁ ଅକ୍ସିଜେନ ବୋତଲ ଫେରାଇ ଆଣିବାକୁ ନିବେଦନ କରାଯାଇଛି। କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ହୋଇଥିବା ନେପାଳ ସୋମବାର ଏହି ନିବେଦନ କରିଛି।...
Archives


