ମେୟରଙ୍କୁ ମୁକୁଳାଇବାକୁ ବିଶ୍ୱ ନେତାଙ୍କୁ ଅନୁରୋଧ କଲେ ଜେଲେନ୍‌ସ୍କି

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଅନେକ ଧନ ଜୀବନ ନଷ୍ଟ ହୋଇଥିବା ବେଳେ ରୁଷିଆର ଦବଦବା ଏବେ ୟୁକ୍ରେନ୍ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ୨ ଦିନ ପୂର୍ବରୁ ୟୁକ୍ରେନ ମେଲିଟୋପୋଲର ମେୟରଙ୍କୁ ରୁଷିଆ ଅପହରଣ କରିଥିବା ଜଣାପଡିଥିଲା । ଏବେ ମେୟରଙ୍କୁ ମୁକୁଳାଇବା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି ଫ୍ରାନ୍ସ ଓ ଜର୍ମାନୀ ନେତାଙ୍କ ସହଯୋଗ ଲୋଡିଛନ୍ତି । ଏବେ ଏକ ଭିଡିଓ ଜାରି କରି ଜେଲେନ୍‌ସ୍କି କହିଛନ୍ତି, ରାତିରେ ଓ ଆଜି ଆମେ ଆମ ମେୟରଙ୍କ ସହ ସ୍ଥିତି ଓ ସହଯୋଗୀତା ସମ୍ପର୍କରେ କଥା ହୋଇଥିଲୁ । ଆମର ଦାବି ସ୍ଫଷ୍ଟ ଯେ ତାଙ୍କୁ ତୁରନ୍ତ ଛାଡି ଦିଆଯାଉ । ମୁଁ ପ୍ରଥମେ ଜର୍ମାନ ଚାନସଲର ଓଲାଫ ସ୍କୋଲ୍‌ଜଙ୍କୁ ଫୋନ କରିଥିଲି, ମୁଁ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମୈକ୍ରନଙ୍କ ସହ କଥା ହୋଇଛି । ମୁଁ ଆମ ଲୋକଙ୍କୁ ମୁକୁଳାଇବା ପାଇଁ ଆବଶ୍ୟକ ଲୋକଙ୍କ ସହ କଥା ହେବି ।
ଏହାସହ ଜେଲେନସ୍କି କହିଛନ୍ତି ଯେଉଁ ଦେଶମାନେ ମସ୍କୋ ସହ ସମ୍ପର୍କରେ ରହିଛନ୍ତି ମୁଁ ବିଶ୍ୱର ସେ ସମସ୍ତ ଦେଶକୁ କହିବି ଫ୍ରାନ୍ସ, ଜର୍ମାନୀ ଇସ୍ରାଏଲ ଆଦି ମୋତେ ବାଟ ଦେଖାନ୍ତୁ ସ୍ଥିତିକୁ କିଭଳି ପ୍ରଭାବିତ କରିହେବ ।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବିଆରେ ସୁରକ୍ଷାକର୍ମୀଙ୍କ ଉପରେ ସବୁଠାରୁ ବଡ ଧରଣର ଆକ୍ରମଣ: ୮ ପୋଲିସ ମୃତ

ବୋଗୋଟା,୩ ।୯: ପଶ୍ଚିମ କଲମ୍ବିଆରେ ଶୁକ୍ରବାର ହୋଇଥିବା ଏକ ବିସ୍ଫୋରଣରେ ୮ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ...

ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩...

ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର...

କୃଷକ ଆନ୍ଦୋଳନ ଉପରେ ପ୍ରିୟଙ୍କା ଚୋପ୍ରା ଚୁପ କ’ଣ ପାଇଁ : ମିଆ ଖଲିଫା

ନୂଆଦିଲ୍ଲୀ, ୮ା୨- ଭାରତରେ ପ୍ରାୟ ଅଢ଼େଇ ମାସ ହେଲା ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ କାହିଁକି...

ଜୟଶଙ୍କରଙ୍କ ଚେତାବନୀ ପରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ଆଶ୍ୱାସନା ଦେଲା କାନାଡା…

ଟରଣ୍ଟୋ,୪।୭ : ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ କୂଟନୀତିଜ୍ଞଙ୍କ ପୋଷ୍ଟର ଅନଲାଇନରେ ଶେୟାର କରିବା ପରେ କାନାଡା ଭାରତୀୟ ଅଧିକାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି। ଖାଲିସ୍ତାନୀ ସମର୍ଥକମାନେ...

କମ ହେଉଥିବା ଜନସଂଖ୍ୟାକୁ ଦେଖି ଚାଇନାର ବଡ ନିଷ୍ପତ୍ତି, ସିଙ୍ଗଲ ମହିଳା ନେଇପାରିବେ ଆଇଭିଏଫ ଟ୍ରିଟମେଣ୍ଟ

ବେଜିଂ,୨୯।୪: ଚାଇନାରେ ଏବେ ଜନସଂଖ୍ୟା ଦ୍ରୁତ ପରିମାଣରେ ହ୍ରାସ ହେବାରେ ଲାଗିଛି। ଏହାକୁ ଦେଖି ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଏବେ ଚାଇନା ସରକାର ସନ୍ତାନ...

ଆମେରିକାରେ ୬ କୋଟିରୁ ଅଧିକ କରୋନା ଆକ୍ରାନ୍ତ

ଓ୍ବାଶିଂଟନ,୧୦ା୧: ଆମେରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପ୍ରଭାବ ବିସ୍ତାର କରିଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ପାର୍‌ କରିଛି। ଯାହା...

ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ’

ବେଜିଂ,୧୫ା୧୦: ଭାରତ ସହିତ ଚାଇନାର ସୀମା ବିବାଦ ଚରମ ସୀମାରେ ପହଞ୍ଚତ୍ଥିବାବେଳେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶି...

Advertisement
Archives

Model This Week