ଗୁଗଲ୍ ନାଁରେ ୩୬ ରାଜ୍ୟରେ ମାମଲା
ଓ୍ବାଶିଂଟନ, ୯।୭:ଆଣ୍ଟିଟ୍ରଷ୍ଟ ଆଇନ ଉଲ୍ଲଂଘନ ଅଭିଯୋଗରେ ଗୁଗଲ୍ ବିରୋଧରେ ଆମେରିକାର ୩୬ ରାଜ୍ୟ ଏବଂ ଓ୍ବାଶିଂଟନ ଡିସି ପକ୍ଷରୁ ମାମଲା ଦାଏର ହୋଇଛି। ଏହି ସର୍ଚ୍ଚ ଇଞ୍ଜିନ୍ ଆଇନ ଉଲ୍ଲଂଘନ କରି ଏହାର ଆଣ୍ଡ୍ରଏଡ୍ ଆପ୍ ଷ୍ଟୋର୍କୁ ନିୟନ୍ତ୍ରଣ କରୁଥିବା...
କରୋନା ଆଁରେ ୪୦ ଲକ୍ଷରୁ ଅଧିକ ଜୀବନ…
ଜେନେଭା,୮।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ୪୦ ଲକ୍ଷ ୧୭ ହଜାର ୮୮୫ ଜଣ ଆକ୍ରାନ୍ତଙ୍କ ଜୀବନ ଗଲାଣି। ଇତିମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ କୋଟି ୮ଲକ୍ଷ ୫୭ ହଜାର ୧୪୦ ଛୁଇଁଛି। ସେହିପରି...
ଜାପାନକୁ ଚାଇନାର ନାଲି ଆଖି…
ବେଜିଂ,୮।୭: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ଜାପାନକୁ ନାଲି ଆଖି ଦେଖାଇଛି। ତାଇଓ୍ବାନକୁ ଜାପାନ ସୈନ୍ୟବାହିନୀ ସହଯୋଗକଲେ ଏହାର କଡ଼ା ଜବାବ୍ ମିଳିବ ବୋଲି ଚାଇନା କହିଛି। ଚାଇନାର ପିଏଲ୍ଏ ଜାପାନକୁ ଧ୍ୱଂସ କରିଦେବ ବୋଲି ସେ କହିଛନ୍ତି। ଚାଇନାର ସରକାରୀ...
ଘାସ କାଟୁଥିଲେ ମହିଳା, ପଛରୁ ଧକ୍କା ଦେଲା ବିମାନ; ଆଉ ତା’ ପରେ…
ଓଟଓ୍ବା,୮ା୭: କିଛିଦିନ ତଳେ କାନାଡା ଚର୍ଚ୍ଚାରେ ଥିଲା। ଯେତେବେଳେ ବ୍ରିଟିଶ କଲମ୍ବିଆ ସମେତ କେତେକ ଅଞ୍ଚଳରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ମହିଳା...
ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ଖୋଲିଲା, ଲଟେରୀରେ ଜିଣିଲେ ୪୦ କୋଟି…
ଦୁବାଇ,୮।୭: ଦୁବାଇରେ ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଛି। ସେ ଲଟେରୀ ଜିଣି ୪୦ କୋଟି ଟଙ୍କା ପାଇଛନ୍ତି। କେରଳର ରଞ୍ଜିତ୍ ସୋମରାଜନ ୨୦୦୮ଠାରୁ ଦୁବାଇରେ ଟ୍ୟାକ୍ସି ଚଳାଉଛନ୍ତି। ସେ ଆବୁଧାବି ବିଗ୍ ଟିକଟ ଡ୍ରରେ...
ଡ୍ରାଇଭର ଜିତିଲେ ୪୦ କୋଟି ଟଙ୍କା
ନୂଆଦିଲ୍ଲୀ,୭।୭: କେରଳର କୋଲାମ ଜିଲା ଛାଡ଼ି ୨୦୦୮ରେ ସପରିବାର ଦୁବାଇ ଚାଲିଯାଇଥିଲେ ରଞ୍ଜିଥ ସୋମରାଜନ। ସେଠାରେ ସେ ଟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସଂଘର୍ଷ କରିବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଛି।...
ଘରେ ପଶି ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା
ପୋର୍ଟ-ଅଉ-ପ୍ରିନ୍ସ (ହାଇତି),୭।୭: ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାରିବିୟନ ଦେଶରେ ରାଜନୈତୀକ ଅସ୍ଥିରତା ସୃଷ୍ଟି କରିବା ଏଭଳି କାଣ୍ଡ...
ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କହିଲେ…
ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଟୁଇଟର୍ରେ ଏକ ପୋଷ୍ଟ କରି ଭେଟେରାନ ଅଭିନେତା ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ବୁଧବାର ସକାଳେ ଦିଲୀପଙ୍କ ପରଲୋକ...
ଲାମ୍ବ୍ଡା ଭାରିଆଣ୍ଟ୍ ଡେଲ୍ଟାଠାରୁ ଅଧିକ ଭୟଙ୍କର, ଚେତାବନୀ ଦେଲା ମାଲେସିଆ …
କୁଆଲାଲ୍ମ୍ପୁର,୭।୭: ପେରୁରେ ଦେଖାଦେଇଥିବା ଲାମ୍ବ୍ଡା ଭାରିଆଣ୍ଟ୍ ଡେଲ୍ଟାଠାରୁ ଅଧିକ ଭୟଙ୍କର। ଏନେଇ ମାଲେସିଆ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି। ଇତିମଧ୍ୟରେ ବ୍ରିଟେନରେ ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲାମ୍ବ୍ଡା ଭାରିଆଣ୍ଟ୍ ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ...
ଯୁଦ୍ଧ ପାଇଁ ପ୍ରସ୍ତୁତ ଏହି କୁକୁର, ୧୩୦୦୦ ଫୁଟ ଉଚ୍ଚରୁ ଦେଲା ଲମ୍ଫ
ମସ୍କୋ,୭ା୭: ରୁଷିଆ ପ୍ରଶାସନ କେବଳ ସୈନିକ ନୁହନ୍ତି, କୁକୁରମାନଙ୍କୁ ମଧ୍ୟ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେଉଛି। ଏବେ କୁକୁରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ କୁକୁର ୧୩ ହଜାର ଫୁଟ ଉଚ୍ଚରୁ ଲମ୍ଫ ଦେଉଛି।...
ଗଲଓ୍ବାନ ଘାଟି ମାଷ୍ଟରମାଇଣ୍ଡ୍ଙ୍କୁ ପଦୋନ୍ନତି ଦେଲା ଡ୍ରାଗନ…
ବେଜିଂ,୭।୭: ଚାଇନା ସୈନ୍ୟ ବାହିନୀ ଉତ୍ତରପୂର୍ବ ଲଦାଖରେ ଭାରତୀୟ ସେନା ସହିତ ଲଗାତାର ଉତ୍ତେଜନା ଜାରି ରଖିଛି। ଏପରେସ୍ଥଳେ ଡ୍ରାଗନ୍ ସୈନ୍ୟ ବିଭାଗ ପକ୍ଷରୁ ଗଲଓ୍ବାନ ଘାଟିର ମାଷ୍ଟରମାଇଣ୍ଡ୍ ଶୁ କ୍ଲିଙ୍ଗ୍ଙ୍କୁ ପଦୋନ୍ନତି ଦେଇଛି। କ୍ଲିଙ୍ଗ୍ଙ୍କୁ ଓ୍ବେଷ୍ଟର୍ଣ୍ଣ ଥିଏଟର କମାଣ୍ଡର...
ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍ନାଲ୍, ପଠାଉଛନ୍ତି କି ଏଲିଅନ୍…
ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍ନାଲ୍ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି। ଏଲିଅନ୍ ଏହି ସିଗ୍ନାଲ୍ ପଠାଉଛନ୍ତି କି ନାହିଁ ସେ ନେଇ ସନ୍ଦେହ ଉପୁଜିଛି।...
Archives


