ବାୟୁସେନାର ୨ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ପାଇଲଟ୍‌ଙ୍କ ମୃତ୍ୟୁ

ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସେନାର ୪ ଜଣ କର୍ମଚାରୀଙ୍କ (ପାଇଲଟ୍‌) ମୃତ୍ୟୁ ଘଟିଛି। କୋରିଆ ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଦକ୍ଷିଣ କୋରିଆର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ବିମାନ କେଟି-୧ ଟ୍ରେନର୍‌ ୨ଟି ବିମାନ ପ୍ରଶିକ୍ଷଣ ପାଇଁ ଦକ୍ଷିଣ-ପୂର୍ବ ସହର ସାଖୋନରେ ଥିବା ବାୟୁସେନା ବେସରୁ ଉଡ଼ାଣ କରିଥିଲା। ହେଲେ ଉଡାଣର ପାଞ୍ଚ ମିନିଟ୍‌ ପରେ ସାଖୋନ ବେସର ଦକ୍ଷିଣରୁ ପ୍ରାୟ ୬କି.ମି ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ ଉପରେ ଖସିପଡିଥିଲା। ଫଳରେ ୪ଜଣ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳକୁ ୩ଟି ହେଲିକପ୍ଟର୍‌ ସହ ଉଦ୍ଧାରକାରୀ ଟିମ୍‌କୁ ପଠାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କାମ କରୁଥିଲେ ମାକ୍‌ଡୋନାଲ୍ଡରେ ଏବେ ମୁକେଶ ଅମ୍ବାନୀଙ୍କଠୁ ଧନୀ

ଓ୍ବାଶିଂଟନ୍‌, ୧୦ା୧: ଫାଷ୍ଟ ଫୁଡ୍‌ ରେଷ୍ଟୁରାଣ୍ଟ କମ୍ପାନୀ ମାକ୍‌ଡୋନାଲ୍ଡର ପୂର୍ବତନ କର୍ମଚାରୀ ତଥା ସଫ୍ଟଓ୍ବେର ଡେଭେଲପର ଚାଙ୍ଗପେଙ୍ଗ୍‌ ଝାଓ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ...

ବନ୍ଧୁକ ସହ ଖେଳୁଥିଲେ କୁନି ପୁଅ, ତା’ ପରେ …

ଓ୍ବାଶିଂଟନ,୧୫।୩: ଜଣେ ୩ ବର୍ଷୀୟ ଶିଶୁପୁତ୍ର ଦୁର୍ଘଟଣାବଶତଃ ଗୁଳି କରି ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ସୋମବାର ଘଟିଛି ଆମେରିକାର ସିକାଗୋ ସହରରେ।...

ଓମିକ୍ରନ୍‌ ଆତଙ୍କ, ଦ୍ରୁତ ବେଗରେ ବଢୁଛି ସଂକ୍ରମଣ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍‌ଡାଉନ୍‌ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା...

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ, କଲମ୍ବୋରେ କର୍ଫ୍ୟୁ

କଲମ୍ବୋ,୧ ।୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରାଯାଉଛି । ଗୁରୁବାର ରାଷ୍ଟ୍ରପତିଙ୍କ ଆବାସ ସମ୍ମୁଖରେ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ଲୋକଙ୍କର ହୋଇଛି ମୃତ୍ୟୁ

କ୍ୱିଭ,୧୦ ।୬: ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଗୁରୁବାର ଏହି ଯୁଦ୍ଧର ୧୦୬ ଦିନରେ ସେବେରୋଦୋନେସ୍କରେ...

‘କଶ୍ମୀରକୁ ମୁକ୍ତ କରିବା ପାଇଁ ଆମ ସହ ତାଲିବାନ୍‌ ଅଛି’

ନୂଆଦିଲ୍ଲୀ,୨୫।୮: ତାଲିବାନ୍‌ ନେତାମାନେ ଆମ ସହ ଅଛନ୍ତି। ସେମାନେ କଶ୍ମୀରକୁ ସ୍ବତନ୍ତ୍ର କରିବା ଲାଗି ଆମକୁ ସାହାଯ୍ୟ କରିବେ। ଏକ ନ୍ୟୁଜ ଚ୍ୟାନେଲର ବିତର୍କ ବେଳେ...

ସଂକ୍ରମଣ ବଢିଲେ ଚିକିତ୍ସା ଅଭାବରୁ ବଢିବ ମୃତ୍ୟୁସଂଖ୍ୟା: ଡବ୍ଲୁଏଚଓ

ଜେନେଭା,୯ ।୧: ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ବ୍ୟାପିଲା ଭଳି ବ୍ୟାପିଛି କରୋନା ସଂକ୍ରମଣ । ସାମାନ୍ୟ ଅବହେଳା ଏହାକୁ ଭୟଙ୍କର ରୂପ ଦେଇପାରେ ବୋଲି...

କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୪୦ରୁ ଊର୍ଦ୍ଧ୍ୱ ମୃତ

ଢାକା,୯ ।୭: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ଫ୍ୟାକ୍ଟ୍ରିରେ ନିଆ ଲାଗିଯିବା ଫଳରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।...

Advertisement
Archives

Model This Week