ଅନ୍ତର୍ଜାତୀୟ

କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ ଏକ ଅଦ୍ଭୁତ କଥା ଜାଣିବାକୁ ପାଇଲେ। ତାଙ୍କ ହାର୍ଟ ଭୁଲ ସ୍ଥାନରେ ଥିବା...

ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସ୍ପେନ୍‌ର ସେବିଲେରେ ଅଣ୍ଡାଲୁସିଆ ସଂସଦରେ ଗୁରୁବାର କାର୍ଯ୍ୟ ଚାଲିଥିଲା।...

ବର୍ଷକୁ ୨.୫ ବିଲିୟନ ଟନ୍‌ ଖାଦ୍ୟ ନଷ୍ଟ

ଲଣ୍ଡନ, ୨୩ା୭”ସାରା ବିଶ୍ୱରେ ବର୍ଷକୁ ୨.୫ ବିଲିୟନ ଟନ୍‌ ଖାଦ୍ୟ ନଷ୍ଟ ହେଉଛି। ଏଥିଯୋଗୁ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ସମେତ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍‌ ବୃଦ୍ଧି ପାଉଛି, ଯାହାକି ବାର୍ଷିକ ସବୁଜଗୃହ ପ୍ରଭାବଜନିତ ନିର୍ଗତ ଗ୍ୟାସ୍‌ର ୧୦ ପ୍ରତିଶତ ବୋଲି ‘ଫିଗର୍ସ...

ସୁନାର ଟଏଲେଟ୍‌ ବ୍ୟବହାର କରୁଥିଲେ ଅଧିକାରୀ, ଚଢ଼ାଉ ଟିମ୍‌ ଭିତରେ ଆଉ ସବୁ ଯାହା ଦେଖିଲା ଆଖି ଖୋସି ହୋଇଗଲା

ମସ୍କୋ,୨୩ା୭: ଜଣେ ସାଧାରଣ ସରକାରୀ କର୍ମଚାରୀ ଘରେ ସୁନାର ଟଏଲେଟ୍‌ ବ୍ୟବହାର କରୁଥିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ରୁଷିଆର ଜଣେ ଟ୍ରାଫିକ ପୋଲିସ ଅଧିକାରୀ ତାଙ୍କ ଘରେ ସୁନାର ଟଏଲେଟ୍‌ ବ୍ୟବହାର କରୁଥିଲେ। ତେଣୁ ଆୟ ବହିର୍ଭୂତ...

ଜନ୍ମହାର ବୃଦ୍ଧି ପାଇଁ ଇରାନ ସରକାରଙ୍କ ନୂଆ ଫର୍ମୁଲା

ତେହେରାନ,୨୨ ।୭: ଗତ କିଛି ବର୍ଷ ହେବ ଇରାନରେ ଜନ୍ମହାର କମ୍ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ବିଶ୍ୱର କିଛି ଦେଶ ତୁଳନାରେ ଇରାନରେ ଜନ୍ମହାର ଖୁବ୍‌କମ୍ ଥିବାରୁ ଚିନ୍ତାରେ ଥିବା ସରକାର ଏବେ ଏକ ନୂଆ...

ହାତରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନା ଇଞ୍ଜିନିୟର…

କରାଚି,୨୨।୭: ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିବା ପାକିସ୍ତାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଚାଇନା-ପାକିସ୍ତାନକୋନୋମିକ୍‌ କୋରିଡୋର (ସିପିଇସି) ପ୍ରୋଜେକ୍ଟରେ କାମ କରୁଥିବା ଚାଇନା ଇଞ୍ଜିନିୟର ଏବଂ ଅନ୍ୟ...

ମାନବ ଜାତି ପାଇଁ ଗର୍ବର ଦିନ

ଓ୍ବାଶିଂଟନ,୨୧।୭: ଠିକ୍‌ ୫୨ ବର୍ଷ ତଳେ। ଅର୍ଥାତ ୧୯୬୯ ମସିହା ଜୁଲାଇ ୨୦। ସମଗ୍ର ମାନବ ଜାତି ପାଇଁ ଗର୍ବର ଦିନ। ପୃଥିବୀର ପ୍ରଥମ ମାନବ ଭାବେ ନିଲ ଆର୍ମଷ୍ଟ୍ରଙ୍ଗ ପାଦ ଦେଇଥିଲେ ଜହ୍ନରେ। ଏହି ଅବସରରେ ନାସା (ଆମେରିକୀୟ...

ଭାରତରେ କରୋନାଜନିତ ୫୦ଲକ୍ଷ ମୃତ୍ୟୁ: ରିପୋର୍ଟ

ଓ୍ବାଶିଂଟନ୍‌,୨୧।୭: କରୋନା ଦ୍ୱିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କରୋନା ଦୈନିକ ସଂକ୍ରମଣ ସ୍ଥିର ରହୁଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରର ବିପଦ ଏବେ ବଢ଼ିବାରେ ଲାଗିଛି। ପୂର୍ବରୁ କରୋନା ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଥିବା...

ଫ୍ରାନ୍ସରେ ଚତୁର୍ଥ ଲହର

ପ୍ୟାରିସ୍‌, ୨୧ା୭: ଫ୍ରାନ୍ସରେ କରୋନା ମହାମାରୀର ଚତୁର୍ଥ ଲହର ଦେଖାଦେଇଛି। ଫଳରେ ସେଠାରେ କୋଭିଡ୍‌ ନିୟମ ପାଳନ କଠୋର କରାଯାଇଥିବା ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଅଟ୍ଟଲ ସୂଚନା ଦେଇଛନ୍ତି। ପୂର୍ବ ଲହର ତୁଳନାରେ ଚତୁର୍ଥ ଲହର ତୀବ୍ର ବେଗରେ ମାଡ଼ିଚାଲିଛି।...

ମହାକାଶରେ ବେଜୋସ୍‌ଙ୍କ ୧୧ ମିନିଟ୍‌

ଓ୍ବାଶିଂଟନ୍‌, ୨୧ା୭: ମହାକାଶ ଯାତ୍ରା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି ବିଶ୍ୱର ସବୁଠୁ ଧନୀ ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌। ମଙ୍ଗଳବାର ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ପ୍ରଥମ ସ୍ପେସ୍‌ ଫ୍ଲାଇଟ୍‌ ତଥା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ନ୍ୟୁ...

୧୮୦ ଦେଶରେ ୬୦ ସପ୍ତାହ ସ୍କୁଲ ବନ୍ଦ, ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀର ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଧୀରେଧୀରେ ଅନଲକ୍‌ ପ୍ରକ୍ରିୟା ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ ପୃଥିବୀର ୧୮୦ ଦେଶରେ ୬୦ ସପ୍ତାହ ଅର୍ଥାତ୍‌ ୧୫ ମାସ ପର୍ଯ୍ୟନ୍ତ ସ୍କୁଲ୍‌...

କାନ୍ଧାହାର ମୁହାଁ ତାଲିବାନ, ଯୁଦ୍ଧ ପାଇଁ ସୈନ୍ୟବାହିନୀ ପ୍ରସ୍ତୁତ…

କାବୁଲ,୨୦।୭: ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ତାଲିବାନ୍‌ ଗୋଟିଏ ପରେ ଗୋଟିଏ ସହର ନିଜ ଦଖଲକୁ ନେବାରେ ଲାଗିଛି। ଏବେ କାନ୍ଧାହାର ସହରକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ତାଲିବାନ ଉଦ୍ୟମ ଆରମ୍ଭ କରିଛି। ସହର ଚାରିପଟେ ତାଲିବାନ୍‌ ସଦସ୍ୟମାନେ ଘେରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri