ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସ୍ପେନ୍‌ର ସେବିଲେରେ ଅଣ୍ଡାଲୁସିଆ ସଂସଦରେ ଗୁରୁବାର କାର୍ଯ୍ୟ ଚାଲିଥିଲା। ଏହି ସମୟରେ ହଠାତ୍‌ ଏକ ମୂଷା ପଶି ଆସିଥିଲା। ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ସମୟରେ ସମସ୍ତେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରିଜିଓନାଲ ବାଚସ୍ପତି ମାର୍ଟା ବାସ୍କେଟ କହୁଛନ୍ତି, ସେତେବେଳେ ସେ ଏକ ମୂଷା ଦେଖିଥିଲେ। ସେ ମାଇକ୍ରୋଫୋନ୍‌ରେ ବଡ଼ ପାଟି କରିବା ସହ ଭୟରେ ମୁହଁ ଲୁଚାଇଥିଲେ। ଏହା ପରେ ଅନ୍ୟ ଜଣେ ସଦସ୍ୟ ନିଜର ସିଟ୍‌ ଛାଡ଼ି ଦୌଡ଼ି ପଳାଇଥିଲେ। ପରେ ଅନ୍ୟ ସଦସ୍ୟମାନେ ଜଣଙ୍କ ପରେ ଜଣେ ସିଟ୍‌ ଛାଡ଼ି ଦୌଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି-୭ ନେତାଙ୍କୁ ଭେଟିଲେ ମୋଦି

ବର୍ଲିନ, ୨୮ା୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ରବିବାରଠାରୁ ଜର୍ମାନୀ ଗସ୍ତରେ...

ପାକିସ୍ତାନରେ ବିମାନ ଦୁର୍ଘଟଣା: ୯୭ ମୃତ

କରାଚୀ,୨୩ା୫(ପି.ଟି.): ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ଅପରାହ୍ଣରେ କରାଚୀସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଘନ ଜନବସତି ଅଞ୍ଚଳରେ ଖସିପଡ଼ିଛି।...

ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ହେବ ନିର୍ବାଚନ

ଇସ୍‌ଲାମାବାଦ,୧୮ା୫(ପି.ଟି.): ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ପ୍ରଦେଶରେ ନିର୍ବାଚନକୁ ଭାରତ ଜୋର୍‌ଦାର ବିରୋଧ କରିଆସୁଥିବାବେଳେ ପାକିସ୍ତାନ ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭି ସେଠାରେ କାମଚଳା ସରକାର ଗଠନ ସହ ଭୋଟଗ୍ରହଣ ଲାଗି...

ରାସାୟନିକ ଆକ୍ରମଣ ପରେ ରାସ୍ତାରେ ପଡ଼ିରହିଛି ହଜାର ହଜାର ମୃତଦେହ

କ୍ୱିଭ୍‌,୧୨।୪: ରୁଷିଆ ଓ ୟୁକ୍ରେନରେ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୮ଦିନରେ ପହଞ୍ଚିଛି। ଏହି ଯୁଦ୍ଧର କେବେ ସମାପ୍ତି ହେବ ତାହା କାହାକୁ ଜଣାନାହିଁ। ଉକ୍ତ...

ଭାରତୀୟ ବଂଶୋଦ୍ଭବ ବାଳିକାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ୧୦୦ ବର୍ଷ ଜେଲ୍‌

ନ୍ୟୁୟର୍କ,୨୬।୩: ଆମେରିକାର ଲୁସିଆନାରେ ଭାରତୀୟ ମୂଳର ଜଣେ ପାଞ୍ଚ ବର୍ଷର ବାଳିକାଙ୍କର ମୃତ୍ୟୁ ଅଭିଯୋଗରେ କୋର୍ଟ ଅଭିଯୁକ୍ତଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର...

ଚାଇନାରେ କରୋନା ଆତଙ୍କ ନେଇ ବିଶେଷଜ୍ଞଙ୍କ ଚେତାବନୀ: ୨୧ ଲକ୍ଷ ଲୋକଙ୍କ ଜୀବନ ବିପଦରେ…

ବେଜିଂ/ଇଂଲଣ୍ଡ,୨୨।୧୨ : ବ୍ରିଟେନରେ ଥିବା ଗ୍ଲୋବାଲ ହେଲ୍ଥ ଇଣ୍ଟେଲିଜେନ୍ସ ଏବଂ ଆନାଲିଟିକ୍ସ ଫାର୍ମ ଚାଇନାରେ କରୋନା ସଂକ୍ରମଣ ସମ୍ବନ୍ଧରେ ପରିବର୍ତ୍ତିତ ପରିସ୍ଥିତି ଉପରେ ଏକ ନୂତନ...

ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ମୁସ୍ତାଫିଜୁର ରେହମାନ

ଢାକା,୧୪ା୭: ମୁସ୍ତାଫିଜୁର ରେହମାନ ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଜେନେଭାରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି...

ଆମେରିକା ଜାହାଜରେ ଅଜଣା ରୋଗ: ୩୦୦ ଆକ୍ରାନ୍ତ

ଓ୍ବାଶିଂଟନ, ୧୧ା୩: ଆମେରିକାର ରୁବି ପ୍ରିନ୍ସେସ୍‌ କ୍ରୁଜ୍‌ ଜାହାଜରେ ଅଜଣା ରୋଗରେ ୩୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଓ ଜାହାଜ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଫେବୃୟାରୀ ୨୬ରୁ...

Advertisement
Archives

Model This Week